ଆଉ ବର୍ଷେ ମାଗଣା ଚାଉଳ

0

ଭୁବନେଶ୍ୱର : ଚଳିତ ବର୍ଷ ଜାନୁଆରୀ ୨୩ ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଏକ ବର୍ଷ ପାଇଁ ମାଗଣାରେ ଚାଉଳ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୨୦୨୩ ଠାରୁ ୧୨ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ବାବଦୀୟ ମୋଟ୍‍ ୧୮୫ କୋଟି ରାଜ୍ୟ...

ଅନିଶ୍ଚିତତାରେ ହରିଦ୍ୱାରକୁ ସିଧା ବିମାନ ଚଳାଚଳ

0

ଭୁବନେଶ୍ୱର : ଓଡିଶାରୁ ହରିଦ୍ୱାରକୁ ସିଧାସଳଖ ବିମାନ ଚଳାଚଳ ଆଶା ମଉଳିବାରେ ଲାଗିଛି । ଭୁବନେଶ୍ୱର ଓ ଡେରାଡୁନ୍‍ ମଧ୍ୟରେ ଆରସିଏସ୍‍ ଉଡାନ୍‍ ଯୋଜନାରେ ବିମାନ ଚଳାଚଳ ସମ୍ଭବ ନଥିବାବେଳେ ଘରୋଇ ବିମାନ କମ୍ପାନୀମାନେ ଚାହିଁଲେ ଏହି ରୁଟ୍‍ରେ ବିମାନ ଉଡିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଓଡିଶାରୁ ଦେଶର ଅନ୍ୟତମ ତୀର୍ଥସ୍ଥାନ ହରିଦ୍ୱାର, ଋଷିକେଶ, କେଦାନନାଥ ଓ ବଦ୍ରିନାଥ ଆଦି ସ୍ଥାନକୁ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କ ପାଇଁ ଭୁବନେଶ୍ୱରରୁ ଡେରାଡୁନ୍‍କୁ ସିଧାସଳଖ ବିମାନଚଳାଚଳ ପାଇଁ ଦୀର୍ଘ ଦିନରୁ ରାଜ୍ୟର ଲୋକପ୍ରତିନିଧିମାନେ...

ଅଦାଲତି ମାମଲା ଯୋଗୁଁ ଅଟକିଛି ପୌର ନିର୍ବାଚନ

0

ଭୁବନେଶ୍ୱର : ଆଇନ୍‍ ଅଦାଲତରେ ମାମଲା ବିଚାରାଧିନ ଥିବାରୁ ଦୁଇଟି ମହାନଗର ନିଗମ ସମେତ ପୁରୀ ପୌରସଂସ୍ଥା ଲାଗି ନିର୍ବାଚନ ହୋଇପାରୁ ନାହିଁ । ଫଳରେ ଏହି ତିନିଟି ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସରକାରୀ କର୍ମଚାରୀମାନେ ଦାୟିତ୍ୱ ନିର୍ବାହ କରୁଛନ୍ତି । ପୁରୀ ପୌରସଂସ୍ଥା ପାଇଁ ନିର୍ବାଚନ ଅନ୍ୟ ପୌରସଂସ୍ଥାଗୁଡିକ ସହିତ ଗତବର୍ଷ ହେବାର ଥିଲା । ତେବେ ଏହି ପୌର ନିର୍ବାଚନମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରସଙ୍ଗରେ ଆଇନ୍‍ ଅଦାଲତରେ ମାମଲା ଚାଲିବାରୁ ରାଜ୍ୟ ନିର୍ବାଚନ କମିଶନ...

ଯାତ୍ରୀବାହୀ ରେଳ ଚଳାଚଳ ଦାବି କଲା କଂଗ୍ରେସ

0

ଭୁବନେଶ୍ୱର : ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଆଜି ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳର ତୁରନ୍ତ ନିଷ୍ପତି ନେବାକୁ ରେଳ କତୃପକ୍ଷଙ୍କୁ ଆହ୍ୱାନ...

NHRC Asks Action Report

0

Bhubaneswar: The National Human Rights Commission (NHRC) has sought an action taken report from Rayagada SP on the mysterious death of Russian lawmaker Pavel Antov in a Rayagada hotel. While hearing a petition filed by human rights activist Rabindra Mishra, the Commission has asked the Superintendent of Police Rayagada to submit an action taken report within four weeks. The Commission has also...

Success Story Coverage Urged

Bhubaneswar: Principal Secretary Information and Public Relations (I&PR) Sanjay Kumar Singh today urged the Information Officers (IO) to file at least one 'success story' in every month which will be published in both ‘Utkal Prasanga’ and ‘Odisha Review’, the official journals of the State Government. Shri Singh said this while addressing the officials of the I&PR  Department today, the first...

ଡକ୍ଟର ମଞ୍ଜୁଳା ସୁବ୍ରମଣ୍ୟମଙ୍କ ବିୟୋଗରେ ଶୋକ

0

ନୂଆଦିଲ୍ଲୀ : ୧୯୭୨ ବ୍ୟାଚ୍‌ ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରିଣୀ ଡକ୍ଟର ମଞ୍ଜୁଳା ସୁବ୍ରମଣ୍ୟମଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଜଟିଳ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଜାନୁଆରୀ ପହିଲା ୨୦୨୩, ରବିବାର ଦିନ ଭଦୋଦରା ସ୍ଥିତ ଏକ ଡାକ୍ତରଖାନାରେ ଡକ୍ଟର ସୁବ୍ରମଣ୍ୟମଙ୍କ ପରଲୋକ ଘଟିଥିଲା। ସେ ଗୁଜରାଟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ଲୋକସେବା ଓ...

ଭିଣ୍ଟେଜ୍ ଯାନ ପାଇଁ ନୂତନ ପଞ୍ଜୀକରଣ

0

କଟକ: ନୂତନ ବର୍ଷ ଠାରୁ, 50 ବର୍ଷରୁ ଅଧିକ ସମୟର କ୍ଲାସିକ୍ ଯାନଗୁଡିକ ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ ଏବଂ ଓଡିଶାର "ସ୍କ୍ରାପେଜରୁ" ମୁକ୍ତି ଉପଭୋଗ କରିପାରିବେ । ଭିଣ୍ଟେଜ୍ ଯାନଗୁଡିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ଭିଣ୍ଟେଜ୍ ମୋଟର ଯାନଗୁଡିକର ପଞ୍ଜୀକରଣ ପ୍ରକ୍ରିୟା ପାଇଁ CMV ନିୟମ, 1989 ଅନୁଯାୟୀ ବ୍ୟବସ୍ଥା କରିଛି । ଯାନ ମାଲିକଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଯେଉଁମାନେ ଏହିପରି ଯାନ ରଖିବାକୁ...

More Scope For OCS

Bhubaneswar: With the change in the pattern of Odisha Civil Service (OCS) Examination, the State Government has given one more compensatory attempt to students to appear in the Odisha Civil Services (OCS) exam and Combined Competitive Recruitment Examinations, 2022. The General Administration & Public Grievances Department has issued a resolution to this effect on Monday. As per the resolution, the intending...

VA For Vintage Cars

0

Bhubaneswar: Good news for enthusiasts and collectors of vintage vehicles, owners of classic vehicles of more than 50 years can apply for special number plates and enjoy exemption from scrappage in Odisha. Vintage vehicles will get fresh registration with a mark starting with VA, which will stand for 'vintage'. With an aim to preserve and promote the heritage of vintage vehicles,...