WHAT'S NEW
- All
- Administration
- Administration
- Agriculture
- Agriculture
- AI
- Animal Welfare
- Army
- Assembly
- AVIATION
- Ayurveda
- Banking
- Banking
- Book Review
- Civil Society
- Climate
- Co-operation
- Co-Operation
- Coal
- Commerce
- Communication
- Consumer Welfare
- Cooperation
- Corporate
- Covid
- Crime
- Culture
- Culture
- Cyber
- Cyclone
- Defence
- Defense
- Development
- Disaster
- Disaster Management
- Divyang
- Economy
- Economy
- Editorial
- Editorial
- Education
- Education
- Election
- Election
- Energy
- Energy
- Entertainment
- Environment
- Environment
- Excise
- Excise
- Exports
- FARD
- Featured
- Film
- Finance
- Finance
- Fire Service
- Fishery
- Food
- Foreign Affairs
- Forest
- Forest
- Fuel
- General
- General
- Handloom
- Health
- Health
- Highway
- Home Affairs
- Hospitality
- Hospitality
- Housing
- Human Resource
- Human Rights
- Industry
- Industry
- Information Technology
- Information Technology
- Infrastructure
- Infrastructure
- International
- Judiciary
- Judiciary
- Labour
- Law
- Lbaour
- Legislative
- Literature
- Media
- Media
- Mining
- Mining
- Mission Sakti
- MORTH
- MSME
- MSME
- MSME
- Nature
- New energy
CM Secy Meets DMs
ACCESSORIES
Partial Lockdown Continues Till 16 July
ଅତିଥି ଅଧ୍ୟାପକଙ୍କ ପାଉଣା ୫୦୦ ଟଙ୍କା
WINDOWS PHONE
New Industrial Policy Soon
LATEST ARTICLES
Odisha T20 League Begins Sept 20
Bhubaneswar: Cricket fans across the region are gearing up for high-intensity action as the Odisha T20 League CM Trophy officially starts on September 20 at the iconic Barabati Stadium in Cuttack. Organised by Sports Ex Consultancy under the leadership of CEO Shri Rohan Gupta, this edition brings together top regional talent, high-profile corporate backing, and premier digital broadcasting to...
ଷ୍ଟ୍ରିଟ ଲାଇଟ୍ ମରାମତି ପାଇଁ ବିଏମ୍ସି ବଦନାମ
ଭୁବନେଶ୍ୱର : ରାଜଧାନୀରେ ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣା ବେକ୍ଷଣକୁ ନେଇ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ନାଚାର । ଏହି କାମପାଇଁ ଠିକା ନେଇଥିବା ସଂସ୍ଥା ବିଏମ୍ସିକୁ ଖାତିର କରୁନାହାନ୍ତି କିମ୍ବା ବିଏମ୍ସି ଯନ୍ତ୍ରୀଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ଫଳରେ ଯେଉଁସବୁ ଅଞ୍ଚଳରୁ ଷ୍ଟ୍ରିଟଲାଇଟ୍ ମରାମତି ନେଇ ଲୋକେ ଅଭିଯୋଗ କରୁଛନ୍ତି ସେଠାରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ କେବଳ ସମୟ ଗଡାଇ ଚାଲିଛନ୍ତି । ଏଭଳି ଏକ ଆସିଛି ନୀଳାଦ୍ରୀବିହାର ଅଞ୍ଚଳରୁ । ଏଠାରେ ଥିବା ବୁଦ୍ଧପାର୍କ ନିକଟରେ ଷ୍ଟ୍ରିଟ ଲାଇଟ୍ ଅଚଳ...
ଦାରା ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା
ଭୁବନେଶ୍ୱର : ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଗାଡ଼ି ଭିତରେ ଜୀଅନ୍ତା ପୋଡ଼ି ମାରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରାୟ ୨୬ବର୍ଷରୁ ଅଧିକ ସମୟ ଧରି କାରାଗାରରେ ବନ୍ଦୀ ଥିବା ରବୀନ୍ଦ୍ର କୁମାର ପାଲ୍ ଓରଫ୍ ଦାରା ସିଂ କାରାମୁକ୍ତ ହେବ କି ନାହିଁ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭରେ କରେ । ଓଡ଼ିଶା ସରକାରଙ୍କ ରାଜ୍ୟ ଦଣ୍ଡ ହ୍ରାସ ସମୀକ୍ଷା ବୋର୍ଡ କାରାମୁକ୍ତି ପାଇଁ ଦାରାଙ୍କ ଅବେଦନକୁ ଆଉଥରେ ଖାରଜ କରିଦେବା ଯୋଗୁ ଦାରାଙ୍କ ମୁକ୍ତି...
ଖୁବ୍ ଶୀଘ୍ର ପାଣ୍ଡରା ଆଧୁନିକ ମାଛ ବଜାର
ଭୁବନେଶ୍ୱର : ଭୁବନେଶ୍ୱର ମାଛ ବଜାରରେ ଆଉ ରହିବ ନାହିଁ ପୂତି ଗନ୍ଧମୟ ପରିବେଶ। ଦୂର ହେବ ୟୁନିଟ୍-୪ ମାଛ ବଜାରରେ ଦେଖାଯାଉଥିବା ଭିଡ ଓ ଟ୍ରାଫିକ ସମସ୍ୟା। ଆସନ୍ତା ୨୦୨୮ ମାର୍ଚ୍ଚ ଶେଷ ସୁଦ୍ଧା ପାଣ୍ଡରା ଠାରେ ପ୍ରାୟ ୫.୪ ଏକର ଜମିରେ ପାଖାପାଖି ୫୧ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଅତ୍ୟାଧୁନିକ ମାଛ ବଜାର କାର୍ଯ୍ୟ ସମ୍ପନ୍ନ ହେବ। ଯେଉଁ ନୂଆ ବଜାର ନିର୍ମିତ ହେଉଛି ସେଠାରେ ୪୦ଟି ହୋଲସେଲ କାଉଣ୍ଟର ସମେତ ୧୦୦ଟି ପିଣ୍ଡି...
ଏମକେସିଜିରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆଁ
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ । ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଓଟି ଦ୍ୱିତୀୟ ମହଲାରେ ଲାଗିଛି ନିଆଁ । ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇ ନାହିଁ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଅପରେସନ୍ ଥିଏଟରରେ ଲାଗିଥିବା ଏସିରେ ସର୍ଟ ସର୍କିଟ୍ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ପରେ...
ଦୁଇ ହଜାର ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ମାଗଣା
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ୟୁପିଆଇ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଲାଗୁ କରିବାକୁ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ୟୁପିଆଇ ପରିଚାଳନା କମିଟି ବୈଠକରେ ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୟୁପିଆଇ ଏମଡିଆରକୁ ୪୦ ବିପିଏସ୍ କିମ୍ବା ୦.୪ ପ୍ରତିଶତ କରାଯାଇଛି । ଏହାର ଅର୍ଥ ହେଉଛି ୨,୦୦୦ରୁ ଅଧିକ ପେମେଣ୍ଟ ଉପରେ ବ୍ୟବସାୟୀଙ୍କୁ ୦.୪ ପ୍ରତିଶତ ଚାର୍ଜ ଦେବାକୁ ପଡ଼ିବ । ଅକ୍ଟୋବର ୧୫, ୨୦୨୬ରୁ କେତେକ ନିର୍ଦ୍ଦିଷ୍ଟ ମର୍ଚାଣ୍ଟ ଟ୍ରାଞ୍ଜାକସନ୍ (ପିଟୁଏମ) ଉପରେ ୟୁପିଆଇ...
Top IAS Couple Celebrates Nuakhai
Bhubaneswar: As the sacred dawn of Nuakhai heralds the arrival of the new harvest, hearts across our land unite in reverence to offer the first produce of the soil to Maa Samaleswari, praying for her eternal blessings of abundance, harmony, and prosperity. On this auspicious occasion, Dr. Arabinda Kumar Padhee, Additional Chief Secretary, Revenue and Disaster Management, along with his...
ବାର୍ଦ୍ଧକ୍ୟ ଭତ୍ତା ବିଳମ୍ୱକୁ ନେଇ ବିଜେଡିର ଉଦବେଗ
ଭୁବନେଶ୍ୱର : ରାଜ୍ୟରେ ସାମାଜିକ ସୁରକ୍ଷା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ୱକୁ ନେଇ ବିଜୁ ଜନତା ଦଳ ଉଦବେଗ ପ୍ରକାଶ କରିଛି । ବାର୍ଦ୍ଧକ୍ୟ ଭତ୍ତା ବିଳମ୍ୱ ଯୋଗୁ ଏହାର ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ...
ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବନ୍ଦ ପାଇଁ ସଚେତନତା ଅଭିଯାନ
ପୁରୀ : ସିଙ୍ଗଲ୍ ବ୍ୟବହୃତ ପ୍ଲାଷ୍ଟିକ୍ ବନ୍ଦ ପାଇଁ ପୁରୀ ବେଳାଭୂମିରେ ଆଜି ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମିଶନ ଲାଇଫ୍ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଥରେ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ ବିରୋଧରେ ସଚେତନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ସେଣ୍ଟର ଫର୍ ଏନଭାଇର୍ଣ୍ଣମେଣ୍ଟ ଷ୍ଟଡିଜ୍ଏବଂ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ...
ଭୁବନେଶ୍ୱରରେ ତିନି ରାଜ୍ୟର ଗଣମାଧ୍ୟମ ପ୍ରତିନିଧି ଦଳ
ଭୁବନେଶ୍ୱର : କେରଳମ୍, ରାଜସ୍ଥାନ ଓ ପଞ୍ଜାବରୁ ଆସିଥିବା ସାମ୍ବାଦିକ ପ୍ରତିନିଧି ଦଳ ସହ ଆଜି ପିଆଇବି ଭୁବନେଶ୍ୱରଠାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକମାନେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଅଧିକାରୀମାନଙ୍କ ସହ ସମସାମୟିକ ଗଣମାଧ୍ୟମ ପ୍ରେକ୍ଷାପଟ୍ଟ ଓ ସାମ୍ବାଦିକତାର ପରିବର୍ତ୍ତିତ ସ୍ୱରୂପ ଉପରେ ମତ ବିନିମୟ କରିଥିଲେ। ଏହି ଅବସରରେ ପିଆଇବି ଓ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଡିଜିଟାଲ ଯୁଗରେ ସାମ୍ବାଦିକତାର ଦ୍ରୁତ ପରିବର୍ତ୍ତନ ଏବଂ ଏହା ସମ୍ମୁଖୀନ ହେଉଥିବା...


























