ସୂତାଖିଅରେ ଝୁଲୁଛନ୍ତି ଠିକା କର୍ମଚାରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପୌରସଂସ୍ଥା ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟରତ ପ୍ରାୟ ୨ହଜାର କର୍ମଚାରୀଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । କ୍ଷମତାପନ୍ନ କମିଟି ଓ ଅର୍ଥ ବିଭାଗରେ ସବୁଜ ସଙ୍କେତପରେ ବି ମାସାଧିକକାଳ ହେଲା ଏମାନଙ୍କ ଚାକିରିର ନବୀକରଣ ହେଉନଥିବାରୁ ସେମାନେ ନିଜ ନିଜ ଚାକିରି ନେଇ ଆଶଙ୍କାରେ ରହିଛନ୍ତି । ବିଭିନ୍ନ ପୌରସଂସ୍ଥାରେ କମ୍ୟୁନିଟି ଅର୍ଗାନାଇଜର (ସିଓ), ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ...

ଶ୍ରୀଜଗନ୍ନାଥଙ୍କ ଖାତାକୁ ଫେରିଲା ୩୦୦ କୋଟିର ଜମି

0

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୦୦ କୋଟି ଟଙ୍କାର ଭୂସମ୍ପତ୍ତି ପୁଣିଥରେ ମହାପ୍ରଭୁଙ୍କ ଖାତାକୁ ଫେରିଛି । ଏ ନେଇ ଚାଲିଥିବା ମାମଲା ଉପରେ ବୋର୍ଡ ଅଫ୍‍ ରେଭାନ୍ୟୁ ଐତିହାସିକ ରାୟ ଦେବାପରେ ଏହା ସମ୍ଭବ ହୋଇଛି । ବୋର୍ଡ ଏକ ରେଭେନ୍ୟୁ ସଦସ୍ୟ ସତ୍ୟବ୍ରତ ସାହୁ ଏହି ମାମଲାର ତ୍ୱରିତ ଶୁଣାଣି କରି ୩୩ ପୃଷ୍ଠାର ରାୟ ପ୍ରଦାନ କରିଛନ୍ତି । ଏହି ମାମଲାରେ ଦୁଇଟି ରିଭିଜନ ପିଟିସନକୁ ମଞ୍ଜୁର କରି ଜଟଣୀ ତହସିଲଦାରଙ୍କୁ ବିବାଦୀୟ ଜମିର ହାଲ୍‍ ରେକର୍ଡ ଅଫ୍‍ ରାଇଟ୍ସ...

ଘରକୁ ଘର ବୁଲି ହେବ ଭୋଟର ସର୍ଭେ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨୦୨୭ ଜାନୁୟାରୀ-ଫେବୃୟାରୀରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପରେ ପରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଏହି ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ସରକାରୀସ୍ତରରେ ପଦକ୍ଷେପ ନିଆଯାଇଛି। ନିର୍ବାଚନ ପାଇଁ ୱାର୍ଡ ଓ ବୁଥସ୍ତରୀୟ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ଘରକୁ ଘର ବୁଲି ସର୍ଭେ’ କରାଯିବା ସହିତ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଜଣାପଡ଼ିଛି।...

ଦୁଇ ଦିନରେ ୫୦ ଛୁଇଁଲା ପିଆଜ

ଭୁବନେଶ୍ୱର : ଦୁଇ ଦିନ ଭିତରେ ଦର ୩୦ ରୁ ୫୦ ଟଙ୍କାରେ ପହଞ୍ଚି ଯାଇଛି। ହଠାତ୍ ପିଆଜ ଦର ବଢିଯିବା ଯୋଗୁଁ ୧ କିଲୋ ଜାଗାରେ ଗ୍ରାହକ ଅଧା କିଲୋ କିଣିବାକୁ ବାଧ୍ୟ ହେଲାଣି ଗ୍ରହକ। ସବୁ ନିତ୍ୟ ବ୍ୟବହାର ଜିନିଷର ଦାମ ବଢ଼ିଛି। ଆଉ ଏବେ ପିଆଜ ଦର ବଢିଥିବାରୁ ଏହା ଗ୍ରାହକଙ୍କୁ ଖୁବ୍ ବାଧୁଛି। ସେପଟେ ବ୍ୟବସାୟୀଙ୍କ କହିବା କଥା ପିଆଜ ବିକ୍ରିରୁ ଦୋକାନୀର ବିଶେଷ ଲାଭ ନାହିଁ। ବେପାରୀ କିଲୋ ପିଛା ୩୩ ଟଙ୍କାରେ କିଣୁଛି। ପରିବହନ ବାବଦକୁ...

Odisha Works Unveils Infra Action Plan

Bhubaneswar: Government of Odisha in Department of Works has launched an ambitious infrastructure overhaul under a comprehensive Three Year Action Plan, targeting a massive modernizing of the road and bridge network across the state. Championed by Principal Secretary Works, Shri Sanjay Kumar Singh with the active support of Law, Works, and Excise Minister Shri Prithiviraj Harichandan, the strategic roadmap...

Board Of Revenue Restores 57 Acres To Shree Jagannatha Temple

0

Cuttack: In a major legal victory for the Shree Jagannatha Temple Administration, the Court of the Member, Board of Revenue in Odisha has delivered a historic thirty-three-page judgment restoring fifty-seven acres of land worth around three hundred crore rupees to the accounts of Lord Jagannatha. The Member of the Board of Revenue, Shri Satyabrata Sahu, who is an ardent...

VP Launches Deep Sea Mission

0

Bhubaneswar: Vice-President of India, Shri C. P. Radhakrishnan, launched the national programme for issuance of Letters of Authorisation (LoAs) for Sustainable Harnessing of Fisheries in the High Seas at Bhubaneswar today. On the occasion, he also launched the Odisha Deep Sea Fishing Mission Document and presented Letters of Authorisation (LoAs) for High Seas Fishing to ten Fish Farmer Producer...

ମାଗଣା ଖାଦ୍ୟ ବାଣ୍ଟିବେ ୪୬୬ ସଂସ୍ଥା

ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରାରେ ପୁରୀ ଠାରେ ୪୬୬ ଟି ସଂସ୍ଥା ଭକ୍ତମାନଙ୍କୁ ଖାଦ୍ୟ, ପାନୀୟ ଆଦି ବଣ୍ଟନ କରିବେ । ଏମାନଙ୍କ ମଧ୍ୟରେ ୬ଟି କର୍ପୋରେଟ ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରାଯାଇଛି । ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟ ପାନୀୟ ଯୋଗାଇବାପାଇଁ ୫୧୫ଟି ସଂସ୍ଥା ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ୪୬୬ଟି ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଏହା ମଧ୍ୟରେ ରହିଛନ୍ତି ୬ଟି କର୍ପୋରେଟ ସଂସ୍ଥା । ମିଳିଥିବା ସୂଚନା ଅନୁଯାୟୀ ସିଂହଦ୍ୱାର ଠାରୁ ମାର୍କେଟ...

ବିଜୁଙ୍କ ଇଣ୍ଡୋନେସିଆ ଅଭିଯାନ ପଛରେ ଗାନ୍ଧୀ ଓ ନେହରୁ

0

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇଣ୍ଡୋନେସିଆ ଗସ୍ତ ସମୟରେ ଭୁରିଭୁରି ପ୍ରଶଂସା କରିବା ଘଟଣା ଏବେ ଦଳମତ ନିର୍ବିଶେଷରେ ଚର୍ଚ୍ଚାର ବିଷୟ ହୋଇଛି । ଇଣ୍ଡୋନେସିଆ ସଂସଦରେ ଅଭିଭାଷଣ ରଖିବାବେଳେ ବିଜୁବାବୁଙ୍କ ସଂପର୍କରେ ଶ୍ରୀ ମୋଦି ଏଭଳି କହିଛନ୍ତି । ତେବେ ଇଣ୍ଡୋନେସିଆ ସହ ବିଜୁବାବୁଙ୍କ ସଂପର୍କ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‍ମାନ ରହିଛି । ନିଜେ ବିଜୁବାବୁ ମଧ୍ୟ ବଞ୍ôଚଥିବାବେଳେ ବିଭିନ୍ନ ସଭା ସମିତିରେ ତାଙ୍କ ଇଣ୍ଡୋନେସିଆ ଅନୁଭୂତି ବଖାଣିଛନ୍ତି । ଯେଉଁ ଦୁଃସାହସିକ ଅଭିଯାନରେ...

CM Push For GMAPSP

Bhubaneswar: In a major push toward transforming the primary education landscape of the state, Chief Minister Shri Mohan Charan Majhi has issued a strict directive to all District Magistrates to complete land identification for 2200 model schools by March 2027. This order comes as part of a high level review meeting chaired by the Chief Minister regarding the Godabarish...