ସହରୀ ବିକାଶକୁ ସହାୟକ ହେବ ୟୁସିଏଫ୍
ନୂଆଦିଲ୍ଲୀ : ଭାରତର ସହରୀ ବିକାଶର ରୂପରେଖ ପରିବର୍ତ୍ତନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ 'ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ' (ୟୁସିଏଫ୍) ଉପରେ ଏକ ଉଚ୍ଚସ୍ତରୀୟ ରଣନୈତିକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପାଣ୍ଠିର ପରିଚାଳନା ନିର୍ଦ୍ଦେଶାବଳୀ ପ୍ରକାଶ ପାଇବା ପରେ ଏହି ବୈଠକ ଆୟୋଜିତ ହୋଇଥିଲା। କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାର ଗୃହ ନିର୍ମାଣ ଓ...
IMD Alerts Heat Wave
Bhubaneswar: The India Meteorological Department has signaled a period of intense heat across various parts of the country, with Odisha identified as a key region facing challenging weather conditions. According to the latest assessments from the Ministry of Earth Sciences, coastal and eastern regions are expected to experience a combination of high temperatures and significant humidity, creating a hot...
Dr.Patra Warns Judicial Blow
New DelhI: River Mahanadi water dispute has reached a critical juncture following a strongly worded letter from Rajya Sabha Member of Parliament Dr. Sasmit Patra to Odisha Chief Minister Shri Mohan Charan Majhi on April 25, 2026. This communication highlights a significant shift in the Mahanadi Water Disputes Tribunal's stance, moving from procedural patience to judicial dissatisfaction as the...
PM Lauds Panchayat Role
New DelhI: Prime Minister Shri Narendra Modi extended his warm greetings on the occasion of National Panchayati Raj Day, emphasizing the critical role of rural self-governance in strengthening the foundations of Indian democracy. In a message, the Prime Minister highlighted that panchayats are no longer just implementing agencies for government schemes but are actively shaping the direction of local...
ଆମ୍ବ ଚାଷୀଙ୍କ ପାଇଁ ଦକ୍ଷତା ବିକାଶ ଶିବିର
ଭୁବନେଶ୍ଵର : ଓରମାସ ପକ୍ଷରୁ ଆମ୍ବ ଚାଷ ସମ୍ପର୍କିତ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୧୫ଟି ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଜିଲ୍ଲାରୁ ଚାଷୀ ଏବଂ କୃଷି ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ। ଆମ୍ବକୁ କିପରି ସୁରକ୍ଷିତ ଭାବେ ଅମଳ କରାଯିବ ଏବଂ ବିଦେଶକୁ ରପ୍ତାନି କରି ଅଧିକ ଲାଭ ଅର୍ଜନ କରାଯାଇପାରିବ, ସେନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା। ବୈଜ୍ଞାନିକ ପଦ୍ଧତିରେ ଆମ୍ବ ଅମଳ ଏବଂ ଅମଳ ପରବର୍ତ୍ତୀ ଦକ୍ଷ ପରିଚାଳନା ସମ୍ପର୍କରେ ପ୍ରତିଭାଗୀମାନଙ୍କୁ ସଚେତନ କରାଯାଇଥିଲା। ବିଶେଷ...
ମୋ ସାଇକେଲ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ
ଭୁବନେଶ୍ୱର : ରାଜଧାନୀରେ ୧୦ କୋଟି ଟଙ୍କା ମୂଲ୍ୟରେ ଆରମ୍ଭ ହୋଇଥିବା ମୋ ସାଇକେଲ ପ୍ରକଳ୍ପର ଆଉ ଚିହ୍ନ ବର୍ଣ୍ଣ ନାହିଁ । ଏହା ଏବେ ସମ୍ପୂର୍ଣ୍ଣ ରୂପେ ଅଚଳ । ୨୫ହଜାର ଟଙ୍କିଆ ଏହି ସାଇକେଲକୁ ଆଉ କେଉଁଠାରେ ଦେଖିବାକୁ ମିଳୁନାହିଁ । ବ୍ୟାପକ ଅର୍ଥରେ ନିର୍ମାଣ ହୋଇଥିବା ସାଇକେଲ ଷ୍ଟାଣ୍ଡରେ ବି କୁକୁର ଶୋଇଲେଣି । ୨୦୧୮ ମସିହାରେ ବିଶ୍ୱକପ୍ ହକି ସମୟରେ ବହୁ ଆଡମ୍ବରରେ ରାଜଧାନୀରେ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ପ୍ରକଳ୍ପର ମୂଲ୍ୟ ଥିଲା ୧୦...
ପିଆଜ ଉତ୍ପାଦନ ଖର୍ଚ୍ଚ ୧୫ ବିକ୍ରି ୮ଟଙ୍କା
ଭୁବନେଶ୍ୱର : କିଲେ ପିଆଜ ଉତ୍ପାଦନ କରିବାପାଇଁ ଚାଷୀଙ୍କ ହାରାହାରି ଖର୍ଚ୍ଚ ପ୍ରାୟ ୧୫ଟଙ୍କା ହେଉଥିବାବେଳେ ପିଆଜ ସଂଗ୍ରହ ଓ ସଂରକ୍ଷଣ ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ଚାଷୀମାନେ ଉତ୍ପାଦନ ସମୟରେ ଏବେ କିଲୋ ୭/୮ ଟଙ୍କାରେ ବେପାରୀମାନଙ୍କୁ ଯାଚି ଗୁଞ୍ଜି ପିଆଜ ଦେଉଛନ୍ତି । ତାହା ପୁଣି ନଗଦ ନୁହେଁ, ବାକିରେ । ଓଡିଶା ପାଇଁ ବାର୍ଷିକ ପ୍ରାୟ ୪ଲକ୍ଷ ମେଟ୍ରିକ ଟନ୍ ପିଆଜ ଆବଶ୍ୟକ ପଡୁଛି । ଏହା ସତ୍ୱେ ବି ଓଡିଶା ପିଆଜ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟବୋଲି...
୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ
ଭୁବନେଶ୍ୱର : ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂସଦରେ ଆସିଥିବା ସୀମା ପୁନଃନିର୍ଦ୍ଧାରଣ ବିଲ କାଟ ଖାଇବା ପରେ ରାଜ୍ୟ ସରକାର ଆସନ୍ତା ୩୦ ତାରିଖରେ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀ ନେଇ ସ୍ୱତନ୍ତ୍ର ଭାବେ ଗୋଟିଏ ଦିନ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ। ସମ୍ବିଧାନର ଧାରା ୧୭୪ ଉପଧାରା ୧ ଆଧାରରେ ରାଜ୍ୟପାଳ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ସବୁ ବିଧାୟକମାନେ ଉପସ୍ଥିତ ରହିବାକୁ ଅପିଲ...
ଆଠ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବି
ଭୁବନେଶ୍ୱର : କ୍ରସ ଭୋଟିଂ ଓ ଦଳ ନିଷ୍ପତ୍ତି ବିରୋଧରେ କାର୍ଯ୍ୟ କରିଥିବାରୁ ଆସନ୍ତା ୨୭ ତାରିଖରେ ଆଠ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବ ବିଜେଡି। ଦଳର ନିଷ୍ପତ୍ତି ବିରୋଧରେ ରାଜ୍ୟସଭାରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇଥିବାରୁ ଏହି ଦାବି କରାଯିବ । ସୂଚନାଯୋଗ୍ୟ ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ ତାରିଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ...
ଏପ୍ରିଲ ୨୭ରୁ ଖରା ଛୁଟି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ...










