ସମ୍‌ରେ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ

0

ଭୁବନେଶ୍ୱର : ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୮ ବର୍ଷୀୟା ରୋଗୀଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ରୋଗୀଙ୍କର ସମସ୍ତ ଚିକିତ୍ସା କରାଯାଇଛି । ପ୍ରାୟ ଦେଢ଼ ବର୍ଷ ତଳେ ରୋଗୀ ଜଣକ ମଲ୍ଟିପଲ ମାଇଲୋମା ରୋଗରେ ଚିହ୍ନଟ ହେବା ପରେ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌ରେ...

ପ୍ରତି ମାସରେ ଜିଲ୍ଲା ଗସ୍ତ କରିବେ କୃଷି ଅଧିକାରୀ

0

ଭୁବନେଶ୍ୱର : କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଚାଷୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚାଷର ସ୍ଥିତି ଓ ଯୋଜନାଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ନିମନ୍ତେ ବିଭାଗ ପକ୍ଷରୁ ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି । ନୋଡାଲ...

Pradhan For Puri Beach

0

Bhubaneswar: Union Minister Education Dharmendra Pradhan will lead Beach Cleaning Operations in Puri Beach. As part of the 75-day long ongoing Coastal Clean Up Campaign, Mr.Pradhan has been assigned Puri Beach. Team Pradhan will organize beach cleaning of Sea side Holy Town in Odisha. Puri is one of the cleanest beaches in East Coast and it has been taken care by the...

ମୋବାଇଲ ବ୍ୟବହାରରେ ବାଲେଶ୍ୱର ଚାଷୀ ଆଗରେ

0

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୩୨ ଲକ୍ଷ ଚାଷୀ ମୋବାଇଲ ଆମ କୃଷି ଯୋଜନାରେ ଫୋନ୍‍ ବ୍ୟବହାର କରୁଥିବାବେଳେ ବାଲେଶ୍ୱରର ଚାଷୀମାନେ ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ଏହି ଜିଲ୍ଲାରେ ୨ଲକ୍ଷ ୮୪ହଜାରରୁ ଅଧିକ ଚାଷୀ ମୋବାଇଲ ଫୋନ୍‍ ବ୍ୟବହାର କରୁଥିବା ସରକାରୀ ଭାବେ ଦର୍ଶାଯାଇଛି । ସରକାରୀ ସୂଚନା ଅନୁଯାୟୀ ଆମ କୃଷି କାର୍ଯ୍ୟକ୍ରମରେ ରାଜ୍ୟର ୩୧,୯୭,୨୨୯ ଜଣ ଚାଷୀ ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି । ଏଥି ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଚାଷୀଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ...

ପାର୍ବଣରେ ଖାଲ ଖମା ରାସ୍ତା ଚିନ୍ତା

0

ଭୁବନେଶ୍ୱର : ଚଳିତବର୍ଷ ବିନା କଟକଣାରେ ରାଜଧାନୀରେ ଧୂମଧାମରେ ଦଶହରା ପାଳନ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ସହରର ଖାଲଖମା ରାସ୍ତାଘାଟ ଏବେ ଚିନ୍ତାର କାରଣ ପାଲଟିଛି । ପୂଜାକୁ ଆଉ ଦୁଇ ସପ୍ତାହ ଥିବାବେଳେ ଏହା ଭିତରେ କର୍ତ୍ତୃପକ୍ଷ ଯଦି ଏହାକୁ ମରାମତି ନକରିବେ ତେବେ ଲୋକେ ହୀନସ୍ତା ହେବା ସାର । ସହରର ବିଭିନ୍ନ ସ୍ଥାନରେ ଏବେ ମୁଖ୍ୟ ରାସ୍ତାରେ ଖାଲଖମା । ବର୍ଷାପାଣି ଜମିବା ଯୋଗୁଁ କେଉଁଠି ପିଚୁ ରାସ୍ତା ମଝିରେ ଖାଲ ସୃଷ୍ଟି ହୋଇଛି ତ ଆଉ କେଉଁଠି ପରସ୍ତ...

୧୫ଟି କମ୍ପାନୀ ପ୍ରତିନିଧିଙ୍କ ସହ ଆଲୋଚନା

0

ଭୁବନେଶ୍ୱର : ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ୍‌ ପାଇଁ ବୃହତ୍‌ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୧୫ଟି କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା...

ରାଜ୍ୟର ପ୍ରଥମ ଟିଏଚଆର ୟୁନିଟ୍ ଉଦଘାଟିତ

0

ଭୁବନେଶ୍ୱର : ବଲାଙ୍ଗିରର ଟିଟିଲାଗଡ ଠାରେ ରାଜ୍ୟର ପ୍ରଥମ ମଡେଲ ଟେକ ହୋମ ରାସନ (ଟିଏଚଆର)ର ଅତ୍ୟାଧୁନିକ ଛତୁଆ ୟୁନିଟ୍‍ ଉଦଘାଟିତ ହୋଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହାକୁ ଉଦଘାଟନ କରିଥିବାବେଳେ ରାଜ୍ୟ ଜଳ ସମ୍ପଦ ଏବଂ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବସନ୍ତୀ ହେମ୍ବ୍ରମ ଉପସ୍ଥିତ ଥିଲେ । ନିରନ୍ତର ଖାଦ୍ୟ ଏବଂ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ...

ନୂଆ ରୂପରେ ଉତ୍କଳ ମଣ୍ଡପ

0

ଭୁବନେଶ୍ୱର : ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ  ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି । ମଣ୍ଡପର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ଦର୍ଶକମାନେ ଏକ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ  କାର୍ଯ୍ୟକ୍ରମ ଦେଖିବାକୁ ପାଇବେ । ରାଜ୍ୟ ସରକାରଙ୍କ ତରଫରୁ  ୯୬  ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ  ରାସ୍ତା ଓ କୋଠାବାଡି (ପୂର୍ତ୍ତ) ବିଭାଗ ଦ୍ୱାରା ଏହି କାର୍ଯ୍ୟ ସମାପ୍ତ କରାଯାଇଛି । ଏଠାରେ...

Rampia I II Auctioned

0

Bhubaneswar: The Government of India successfully auctioned eight coal mines including the Rampia and Dip Side of Rampia coal blocks of Odisha. According to official sources, Jhar Mineral Resources Private Limited has emerged as the highest bidder and grabbed the coal mine located in Sundergarh district. The two coal blocks have a reserve of 1179.41 MT of coal and the exploration capacity...

ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

0

ନୂଆଦିଲ୍ଲୀ : ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି । ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି । ଓଡ଼ିଶାର ଦୁଇଟି ଖଣି ହେଲା- ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି । ଏହି ୮ଟି ମଧ୍ୟରୁ ୫ଟି ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯିବ ଏବଂ ତିନୋଟି ଖଣିରୁ ଆଂଶିକ ଭାବେ...