ବିମାନ ବନ୍ଦର ପାଇଁ ଉଡାଣ ସମୟ ଧାର୍ଯ୍ୟ

0

ଭୁବନେଶ୍ୱର : ରାଜ୍ୟରେ ଅତି କମରେ ୫ଟି ବିମାନ ବନ୍ଦରରୁ ଧାର୍ଯ୍ୟ ସମୟରେ ବ୍ୟବସାୟିକ ଉଡାଣ ଆରମ୍ଭ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ବିମାନ ଉଡାଣ ପାଇଁ ଆଗ୍ରହୀ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନଙ୍କ ଉଦ୍ୟମ ଯୋଗୁଁ ରାଜ୍ୟର ପାଞ୍ଚଟି ବିମାନବନ୍ଦର ରାଉରକେଲା, ଜୟପୁର, ଉତ୍‍କେଲା, ରଙ୍ଗେଇଲୁଣ୍ଡା ଏବଂ ମାଲକାନଗିରିର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଜାରି ରହିଛି । ରାଉରକେଲା ବିମାନବନ୍ଦର ଚଳିତବର୍ଷ ଅକ୍ଟୋବର...

ଅଦାଲତ ରାୟ ସତ୍ତ୍ୱେ ପେନସନରେ ବିଳମ୍ବ

0

ଭୁବନେଶ୍ୱର : ଆଇନ ଅଦାଲତର ସ୍ପଷ୍ଟ ରାୟ ସତ୍ତ୍ୱେ ଅନେକ କ୍ଷେତ୍ରରେ ବର୍ଷ ବର୍ଷ ଧରି ରାୟର ପ୍ରତିପାଳନ କରାଯାଉ ନ ଥିବାରୁ ଲୋକେ କିଭଳି ନାହିଁନଥିବା ହିନସ୍ତାର ସମ୍ମୁଖୀନ ହେଉଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ୮୯ବର୍ଷ ବର୍ଷିୟା ଲଳିତା ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରାୟ ୯ବର୍ଷ ଧରି କାର୍ଯ୍ୟକାରୀ ହୋଇପାରି ନଥିବା ବେଳେ ଶେଷରେ ବିଭାଗୀୟ କର୍ତ୍ତୃପକ୍ଷ ହାଇକୋର୍ଟରେ ହାଜର ହେବା ପରେ ୨୬ବର୍ଷ ଧରି ପରିବାର ପେନସନରୁ ବଞ୍ôଚତ ଥିବା ଏହି ବୃଦ୍ଧା ଜଣକ ଏବେ ପେନସନ...

ଅତନୁଙ୍କ ଅଚାନକ ପରିଦର୍ଶନ

0

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସମବାୟ ବିଭାଗ ଅର୍ନ୍ତଗତ ଆକାଉଣ୍ଟାଣ୍ଟ ଜେନେରାଲ କୋପରେଟିଭ ସୋସାଇଟି ଦପ୍ତରକୁ ଅଚାନକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ମନ୍ତ୍ରୀ ଦପ୍ତରର ବିଭିନ୍ନ ଶାଖା ବୁଲି ଦେଖିବା ସହିତ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ତେବେ ଏହି କାର୍ଯ୍ୟାଳୟରେ ବର୍ତ୍ତମାନ ସୁଦ୍ଧା ବାୟୋମେଟ୍ରିକ ଉପସ୍ଥାନ ଯନ୍ତ୍ର ଠିକଣା ଭାବେ କାର୍ଯ୍ୟକାରୀ କରୁନଥିବା ମନ୍ତ୍ରୀଙ୍କ ନଜରକୁ ଆସିବାପରେ ତୁରନ୍ତ ଏ ଦିଗରେ ପଦକ୍ଷେପ...

Vedanta Bags 2 Coal Mines

0

New Delhi: Vedanta Limited has bagged Ghogharpalli and its Dip Extension coal mines with quoting highest value during ongoing e-auction of coal mines for commercial mining. The Ministry of Coal had launched the auction of coal mines for commercial mining under the second attempt of 4th tranche and 5th Tranche of the Coal Mines (Special Provisions) Act and Mines and Minerals (Development &...

Bureaucratic Reshuffle Effected

0

Bhubaneswar: State Government on Wednesday affected a reshuffle among senior meridians. As per a notification issued by the General Administration and Public Grievances Department, Science & Technology Department Secretary Suresh Kumar Vashishth has been appointed as Secretary, Fisheries & ARD Department while Handlooms, Textiles & Handicrafts Department Secretary Shubha Sarma is transferred as Secretary, Woman & Child Development Department. Nikunja Bihari...

Pandit Gets Health

0

Bhubaneswar: Finally Ace Mandarin, Shalini Pandit has been appointed as Commissioner-cum- Secretary Health & Family Welfare Department. One of the longest serving Mandarin in the Department of Health & family Welfare, Shrimati Pandit on 14 September is given the post, which she deserved long ago. 2001 Batch IAS, one of the most upright, honest, hardworking Mandarin, Shrimati Pandit is serving in...

ଗୋପାଳପୁର ବନ୍ଦର ପକ୍ଷରୁ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଉଦଘାଟିତ

0

ଛତ୍ରପୁର : ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଶାଖା ଅଧୀନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ସ୍ଥାନୀୟ କଣମଣା ପଞ୍ଚାୟତର ଡୁବୁରୀ ଛକ ଠାରେ ଉଦ୍ଘାଟନ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଭି ଜେ ରାଓ ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରଟିକୁ ଉଦ୍ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ  ଅଜୟ କୁମାର ମିଶ୍ର,ଉପସଭାପତି (ମାନବ ସମ୍ବଳ ଓ ଶିଳ୍ପ ସମ୍ପର୍କ,) ଗୋପାଳପୁର ବନ୍ଦର , ଚିତରଞ୍ଜନ ବାହିନୀପତି, ଏଭିପି( ମାନବ ସମ୍ବଳ ଶିଳ୍ପ ସମ୍ପର୍କ) ଏବଂ ...

ଶାଳିନୀ ପଣ୍ଡିତ ନୂଆ ସ୍ୱାସ୍ଥ୍ୟ ସଚିବ

0

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି । ୨୦୦୧ ବ୍ୟାଚ୍‍ ଆଇଏଏସ୍‍ ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଭାବେ ନିଯୁକ୍ତ ହୋଇଥିବାବେଳେ ୧୯୯୯ ବ୍ୟାଚ୍‍ ଆଇଏଏସ୍‍ ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଦାୟିତ୍ୱ ମିଳିଛି । ସେହିଭଳି ୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଅରବିନ୍ଦ କୁମାର ପାଢୀଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ପାଢୀ ଏବେ କୃଷି...

CB Busts SIM Racket

0

Cuttack: In a major achievement, the Crime Branch of Odisha Police have busted a major pre-activated SIM card racket and arrested six members of an inter-state gang including the Mastermind from Khunta area in Mayurbhanj district. Speaking to reporters, Crime Branch IG AN Sinha identified the accused as Vishal Khandwal, who was the mastermind, Tapan Kumar Patra, Ajay Kumar Patra,...

ସେବାର ଆଧାର ହେଉଛି ଭାବ ଓ ଆବେଗ

0

ଭୁବନେଶ୍ୱର : ଅନ୍ୟର ସେବାରୁ ନିର୍ମଳ ଆନନ୍ଦ ମିଳେ । ବ୍ୟକ୍ତିଗତ ଖୁସିର ସାର୍ବଜନୀନ ପରିପ୍ରକାଶ ହେଉଛି ସେବା । ଏହାର ଆଧାର ହେଉଛି ଉଭୟ ଭାବ ଓ ଆବେଗ । ଏହା ଆମ ଜୀବନର ଧ୍ୟେୟ ହେବା ଉଚିତ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେଣ୍ଟ୍‍ ଜନ ଆମ୍ବୁଲାନ୍ସ, ଭୁବନେଶ୍ୱରର  କାର୍ଯ୍ୟନିର୍ବାହୀ ବୈଠକରେ ସଭାପତିତ୍ୱ କରି ପ୍ରକାଶ କରିଛନ୍ତି। ଆଜି ରାଜଭବନରେ ଅନୁଷ୍ଠିତ କାର୍ଯ୍ୟ ନିର୍ବାହୀ ବୈଠକରେ ସେଣ୍ଟ୍‍ ଜନ ଆମ୍ବୁଲାନ୍ସର ଲକ୍ଷ୍ୟ ଓ ଆଦର୍ଶ ପରିପୂରଣ ନିମନ୍ତେ କାର୍ଯ୍ୟକ୍ରମର ରୂପରେଖ...