IREDA Tops RE Sector
New Delhi: Pradip Kumar Das, Chairman & Managing Director (CMD), Indian Renewable Energy Development Agency Limited (IREDA), delivereda session address at the Workshop cum Conclave on Green Hydrogen Energy on 20 October 2022 at IIT Delhi.Shri Das highlighted the overall journey of Renewable Energy (RE) in the country, technical and commercial aspects of fundamental and new RE technologies and...
Land For Land Loser
Bhubaneswar : In an aim to ensure shelter for those who lose land/home for two mega projects in Cuttack city, development of SCB Medical College & Hospital and Taladanda Canal, will get 2000 sq ft of land from the Government. Following the approval of Chief Minister Naveen Patnaik, Revenue and Disaster Management ACS Satyabrata Sahu has asked RDC Central Division,...
State Eyes Revenue Growth
Bhubaneswar : With sustained improvement in collection of own tax and own non tax revenue it is expected that State’s own revenues are to register ‘Moderate Growth’ in Financial Year 2023- 24. According to officials of the Department of Finance, the recovery of the economy post pandemic as well as high inflationary regime has resulted in higher realization of direct...
ଆସନ୍ତା ଆର୍ଥିକ ବର୍ଷରେ ଟିକସ ଆଦାୟ ବଢିବ
ଭୁବନେଶ୍ୱର : ରାଜ୍ୟରେ ନିଜସ୍ୱ ଟିକସ ଓ ନିଜସ୍ୱ ଅଣଟିକସ ଆଦାୟ ବଢୁଥିବାରୁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ନିଜସ୍ୱ ଟିକସ ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅର୍ଥ ବିଭାଗ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋଭିଡ ପରବର୍ତ୍ତୀ ସମୟରେ ଜାତୀୟ ଓ ରାଜ୍ୟ ସ୍ତରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ହାର ବୃଦ୍ଧି ପାଇଛି । ୨୦୨୨-୨୩ ବର୍ଷରେ ଲୁହାପଥର ଦର ହ୍ରାସ ପାଇବାରୁ ଏହା ଖଣିଜ କ୍ଷେତ୍ରରୁ ମିଳୁଥିବା ଟିକସକୁ ପ୍ରଭାବିତ କରିବ । ତେବେ...
କଟକ ବାସହରାଙ୍କୁ ୨୦୦୦ ବର୍ଗଫୁଟ ଜମି
ଭୁବନେଶ୍ୱର : କଟକରେ କାର୍ଯ୍ୟକାରୀ ହେଉଥିବା ଦୁଇଟି ମେଗା ପ୍ରକଳ୍ପ ଏସ୍ସିବି ମେଡିକାଲ ଓ ତାଳଦଣ୍ଡା କେନାଲ ବିକାଶ କାର୍ଯ୍ୟରେ ଯେଉଁମାନେ ଘର ଓ ଜମି ହରାଇଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୨୦୦୦ ବର୍ଗଫୁଟର ବାସପଯୋଗୀ ଜମି ଯୋଗାଇଦେବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଞ୍ଜୁରୀ ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କେନ୍ଦାଞ୍ଚଳ ଆରଡିସିଙ୍କୁ କହିଛନ୍ତି । ଏହି ମର୍ମରେ ଶ୍ରୀ ସାହୁ ଲେଖିଥିବା...
Cabinet Nods 125 OAS Posts
Bhubaneswar: In view of increasing workload in revenue administration specifically in districts and sub-divisions, the State Cabinet on Friday decided to create additional 125 posts in OAS Gr.A(JB) level. With the creation of additional 125 posts, the total OAS cadre strength was enhanced to 1313 in the state, said Chief Secretary S.C. Mahapatra. While two posts of Deputy Collector in each...
Solar Powered RTO
Jajpur: The Regional Transport Office (RTO) in Jajpur is the first RTO in Odisha to power its electricity requirements from solar energy. As most of the offices depend on electricity for most of their energy consumption needs, installing solar panels on the rooftop of the RTO building will reduce electricity bills. “The idea was to adopt green energy and reduce electricity...
୪୯.୬୭ କୋଟିରେ ଶୁକ ପାଇକା ପୁନରୁଦ୍ଧାର
ଭୁବନେଶ୍ୱର : ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ତେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ । ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି । ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ...
ପ୍ରାଥମିକ ଠିକା ଶିକ୍ଷକଙ୍କ ନିୟମିତ ଦାବି
ଭୁବନେଶ୍ୱର : ପ୍ରାଥମିକ ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଠିକା ଶିକ୍ଷକମାନଙ୍କୁ ଅନ୍ୟ ଠିକା କର୍ମଚାରୀଙ୍କ ଭଳି ନିୟମିତ କରାଯାଇ ନାହିଁ । ଏହି ଶିକ୍ଷକ ଶିକ୍ଷୟତ୍ରୀମାନେ ବର୍ଷ ବର୍ଷ ଧରି ସ୍ୱଳ୍ପ ପାରିଶ୍ରମିକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଚିବ କରି ରଖିଥିବା ପରିପ୍ରେକ୍ଷୀରେ ସେମାନଙ୍କ ସମସ୍ୟା ରାଜ୍ୟ ସରକାର ହୃଦୟଙ୍ଗମ କରି ଅନ୍ୟ ଠିକା କର୍ମଚାରୀଙ୍କ ଭଳି ସେମାନଙ୍କୁ ମଧ୍ୟ ଚାକିରି ଆରମ୍ଭରୁ ନିୟମିତ କରିବା ସହ ଇନକ୍ରିମେଣ୍ଟ ଆଦି ଦେବାପାଇଁ ଦାବି ଉଠୁଛି । ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଉଥିବା ଏହି ଶିକ୍ଷକ...
କନଜରଭେନ୍ସି ପାଲଟିଛି ଡେଙ୍ଗୁ ଉତ୍ପତି ସ୍ଥଳ
ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା କନଜରଭେନ୍ସି ଗୁଡିକ ଏବେ ଡେଙ୍ଗୁ ମଶାଙ୍କ ଉତ୍ପତିସ୍ଥଳ ପାଲଟିଛି । ବିଏମ୍ସି କର୍ତ୍ତୃପକ୍ଷ ଘର ସାମ୍ନାପଟକୁ ଝାଡୁମାରି ସଫାସୁତୁରା କରୁଥିବାବେଳେ ପଛପଟ ଅଞ୍ଚଳରେ କିନ୍ତୁ ଅରମା ବଣ ସହିତ ମଶାବଂଶ ବୃଦ୍ଧି ପାଇଁ ସମସ୍ତ ପ୍ରକାର ପରିବେଶ ସୃଷ୍ଟି ହୋଇଛି । ସହରର ବିଭିନ୍ନ ୟୁନିଟ୍ରେ ଥିବା ସରକାରୀ ଓ ବେସରକାରୀ ଘରର ପଛପଟେ ରହିଛି କନଜନଭେନ୍ସି ଅଞ୍ଚଳ । ଏହି ସ୍ଥାନ ଏବେ ମଶା ଓ ମୂଷାଙ୍କ ଉତ୍ପତି ଓ ବିଚରଣ ସ୍ଥଳ ।...









