Window Clears 25 Projects
Bhubaneswar: The State Government on Saturday approved 25 industrial projects worth Rs 5,827.27 crore, which will create employment for 25,000 persons. The State Level Single Window Clearance Authority (SLSWCA) under the chairpersonship of Chief Secretary Pradeep Kumar Jena has approved the projects during its 115th meeting. The Authority also recommended 3 large projects of investment value of Rs. 28,000 crore with...
Plan For Plug & Play Facility
Bhubaneswar: With an aim to attract IT/ESDM companies, the State Government has planned to create 2 million square feet of ready built space with plug and play facility for such companies. This will not only attract the IT companies but also provide employment to the youth, said Electronics and Information Technology Minister Tusharkanti Behera here on Saturday. Minister Shri Behera and...
IR Records Freight Load
New Delhi: Indian Railways has recorded best ever February Monthly freight loading of 124.03 MT in February ’23. The incremental loading in the month of February has been 4.26 MT i.e. a growth of 3.55 % over the previous best February figures achieved in 2022. With this, Indian Railways has had 30 straight months of best ever monthly freight loading. IR...
Odisha Women Bag SSSS 23′
New Delhi: Shrimati Bishnupriya Mahakud and Shrimati Saila Jena of Jajpur District in Odisha have been honored with the “Swachh Sujal Shakti Samman (SSSS) 2023”. President of India, Droupadi Murmu honored the Women Champions for their exceptional and exemplary work being done at Grass root level. Union Minister Jal Shakti Gajendra Singh Shekhawat, MoS Jal Shakti Bishwesar Tudu graced the occasion. While...
ମନୋବଳ ଦୃଢ ହେଲେ ସବୁକିଛି ସମ୍ଭବ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକ୍ଟଲି ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସସେ (ଆଇଏଏସ୍)ର ସଭା ଗୃହରେ ଏକ ପ୍ରେରଣାଦାୟୀ ଆଲୋଚନା “ଉଇ କ୍ୟାନ୍ ..ଉଇ କ୍ୟାନ୍” ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଜିଏସ୍ ମୂର୍ତି ଯୋଗ ଦେଇ ସାମାଜିକ ମୂଲ୍ୟବୋଧ ହିଁ ଯେ କୌଣସି ପ୍ରେରଣାର ମୂଳ ଉତ୍ସ ବୋଲି କହିଥିଲେ । ପ୍ରତି ଗ୍ରାମରେ ଦେବତା ବା ଦେବୀ ଓ ଆମେ ପାଳନ...
କମୁଛି ଋଣ ବୋଝ
ଭୁବନେଶ୍ୱର : ସମସ୍ତ ପ୍ରକାର ଆହ୍ୱାନ ସତ୍ୱେ ଗତ ଦୁଇବର୍ଷ ଧରି ରାଜ୍ୟ ସରକାରଙ୍କ ସଫଳ ଆର୍ଥିକ ପରିଚାଳନା ଯୋଗୁଁ ରାଜ୍ୟର ଋଣବୋଝ ହ୍ରାସ ପାଇଛି । ପ୍ରତିବର୍ଷ ଋଣବୋଝ ବଢୁଥିବାବେଳେ ଗତ ଦୁଇ ବର୍ଷରେ ଏହା ୧୬,୮୨୫.୬୨ କୋଟି ଟଙ୍କା ହ୍ରାସ ପାଇଛି । ରାଜ୍ୟର ଏହି ସଫଳ ଆର୍ଥିକ ପରିଚାଳନା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବାବେଳେ ଏହାର ଶ୍ରେୟ ଯାଇଛି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବଙ୍କ ନିକଟକୁ । ଆର୍ଥିକ ପରିସଂଖ୍ୟାନ ଅନୁଯାୟୀ ୨୦୨୦ ମାର୍ଚ୍ଚ...
ଯକୃତ ପ୍ରତିରୋପଣ କେବେ ?
ଭୁବନେଶ୍ୱର : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ଯକୃତ (ଲିଭର) ପ୍ରତିରୋପଣ ଲାଗି ୧୦ ବର୍ଷ ତଳେ ରାଜ୍ୟ ସରକାର ଘୋଷଣା କରିବା ସହ ଏଥିପାଇଁ ୨୨କୋଟି ଟଙ୍କା ବରାଦ କରିଥିଲେ ମଧ୍ୟ ଏହି ୟୁନିଟ୍ ଏଯାବତ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବାରୁ ଓଡିଶାର ରୋଗୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଅନ୍ୟ ରାଜ୍ୟର କର୍ପୋରେଟ ହସ୍ପିଟାଲଗୁଡିକ ଉପରେ ନିର୍ଭର କରୁଛନ୍ତି । ଯକୃତ ପ୍ରତିରୋପଣ ପାଇଁ ଏସ୍ସିବିର ସୁପରସ୍ପେଶିଆଲିଟି ବ୍ଲକରେ ୨୦୨୧ ମସିହାରେ ଓପିଡି ଉଦଘାଟନ କରିଥିଲେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର...
ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୨୬୩୧୧.୯୫ କୋଟି
ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ବସବାସ କରୁଥିବା ୮୮.୫୬ ଲକ୍ଷ ଗ୍ରାମୀଣ ପରିବାର ପାଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ପହଞ୍ଚାଇ ସେମାନଙ୍କୁ ବିକାଶ ସ୍ରୋତରେ ସାମିଲ କରିବାକୁ ପ୍ରତିଶ୍ରୁତିବଦ୍ଧ । ସେହି ମର୍ମରେ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟୟ ଅଟକଳ ୨୬୩୧୧.୯୫ କୋଟି ଟଙ୍କା ରଖା ଯାଇଛି, ଯାହା ଗତବର୍ଷ ବଜେଟ ତୁଳନାରେ ୧୬ ପ୍ରତିଶତ ଅଧିକ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ,...
State Lessens Loan Burden
Bhubaneswar: Despite adverse challenges, the State Government has been able to manage its financial resources very effectively in last two years.Due to which, the State’s total loan burden, which was increasing almost every year, now it goes down by Rs 16,825.62 crore.All thanks to the Team Finance led by Principal Secretary, Finance, Vishal Dev. Shri Dev is personally monitoring...
57K CR For Drinking Water
Bhubaneswar: In an aim to ensure safe drinking to all the rural habitations by 2024, the State Government has earmarked to spend an amount of Rs 57,000 on this account. This was informed during the post-budget press conference held by Panchayati Raj and Drinking Water (PR&DW) Minister Pradip Kumar Amat and Principal Secretary PR&DW, Sushil Kumar Lohani here on Friday. Under...









