ପ୍ରତ୍ୟାହାର ହେଲା ଏନ୍ଏମ୍ଏ କଟକଣା
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍ଏମ୍ଏ) ଐତିହ୍ୟ ବାଇ-ଲ ଜାରି କରିବାର ୭୨ଘଣ୍ଟା ମଧ୍ୟରେ ତାହା ପ୍ରତ୍ୟାହାର ହୋଇଛି । ଏହି ଘଟଣା ସାମ୍ନାକୁ ଆସିବାପରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ପରିବାର ଏପରିକି ସାଧାରଣ ଲୋକେ ଏହାର ତୀବ୍ର ବିରୋଧ କରିଥିଲେ । ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲଙ୍କୁ ଭେଟିବା ସହିତ ତୁରନ୍ତ ଏହା ପ୍ରତ୍ୟାହାର ପାଇଁ ଦାବି କରିଥିଲେ ।...
ଦଳୀୟ କାର୍ଯ୍ୟ ପାଇଁ ସରକାରୀ ହେଲିକାପ୍ଟର
ଭୁବନେଶ୍ୱର : ଫେବୃଆରୀ ୨ ତାରିଖରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଆସିଥିଲେ । ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରସୂତୀ ଗୃହର ଭିତିପ୍ରସ୍ଥର ସ୍ଥାପନର ଭୂମିପୂଜା ରଖା ଯାଇଥିଲା । ଯଦିଓ ଏହି ଗୃହଟି କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିସନ ଟଙ୍କାରେ ହେବାକୁ ଯାଉଥିବାବେଳେ ସ୍ଥାନୀୟ ବିଧାୟକ, ବ୍ଲକ ଅଧକ୍ଷ କିମ୍ବା ସରପଂଚ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରୀତ ନଥିଲେ ବୋଲି...
ତେଲୁଗୁ ବହି ଯୋଗାଇବାକୁ ଦାବି
ଭୁବନେଶ୍ୱର : ଆନ୍ଧ୍ର ଓଡ଼ିଶା ସୀମାରେ ୮୦ ଲକ୍ଷ ତେଲୁଗୁ ଭାଷାଭାଷୀ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବସବାସ କରୁଥିବା ସ୍ଥଳେ ସେମାନଙ୍କର ପିଲାମାନେ ପର୍ଯ୍ୟାପ୍ତ ପରିମାଣରେ ତେଲୁଗୁ ପାଠ୍ୟପୁସ୍ତକ ପାଉନଥିବା କମିଟି ସଦସ୍ୟମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶାରେ ବସବାସ କରୁଥିବା ତେଲୁଗୁଭାଷୀ ଅଧିବାସୀମାନଙ୍କର ଭାଷା ଓ ସଂସ୍କୃତିର ବିକାଶ ପାଇଁ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ଗୃହ କମିଟି ଓଡ଼ିଶା, ଗସ୍ତରେ ଆସିଛନ୍ତି । ବିଧାନ ପରିଷଦ ଅଧ୍ୟକ୍ଷ ମହମ୍ମଦ ଅହମ୍ମଦ ସରିଫଙ୍କ...
Center Withdraws NMA Draft Law
New Delhi: With Chief Minister Naveen Patnaik strongly objected to the National Monuments Authority's draft heritage byelaws which prohibits any construction activity in the 100 meter periphery of the 12th-century shrine, Union Minister Culture, Prahlad Patel has withdrawn the draft byelaws. Biju Janata Dal (BJD) Members of Parliament went in a delegation and met Mr.Patel on 8 February and demanded...
Odisha Girls Shine With Medals
Bhubaneswar: Odisha girls, track and field athletes Sabita Toppo and Manisha Merel brought laurels for the State on at the 36th Junior National Junior Athletics Championships, 2021, Guwahti.While Sabita Toppo, clinched gold in the U-16 long jump (5.59m), Manisha Merel bagged silver in U-20 long jump (5.63m).The Championships for under 14, 16, 18 and under-20 boys and girls that...
Less Spending Worry For State
Bhubaneswar: When there is requirement to pump more funds to the hands of the people, spending by the State Government has gone down drastically in Odisha, which is a major cause of concern. Instead of spending more as compared to last year, Odisha Government has spent over Rs.13,000 Crores less funds during last 9 months. Less spending by the State Government...
ଲୋକଙ୍କ ହାତକୁ ପଇସା ଆସୁନି
ଭୁବନେଶ୍ୱର : କରୋନା ସମୟରେ ଲୋକଙ୍କ ହାତକୁ ଟଙ୍କା ଆସିବା ଜରୁରୀ ହୋଇଥିବାବେଳେ ସରକାରଙ୍କ ଦ୍ୱାରା ବ୍ୟୟ ହ୍ରାସ ଏଥିରେ ବାଧକ ସାଜିଛି । ଗତବର୍ଷ ତୁଳନାରେ ଅଧିକ ଖର୍ଚ୍ଚ କରିବା ବଦଳରେ ରାଜ୍ୟ ସରକାର ଚଳିତ ଆର୍ଥିକବର୍ଷର ଡିସେମ୍ବର ଶେଷ ସୁଦ୍ଧା ୧୩ହଜାର କୋଟି ଟଙ୍କା କମ୍ ଖର୍ଚ୍ଚ କରିଛନ୍ତି । ସଦ୍ୟତମ ଆର୍ଥିକ ସମୀକ୍ଷାରୁ ଜଣାପଡିଛି ଯେ କରୋନା ମହାମାରୀ ଯୋଗୁଁ ସରକାରୀ ବିଭାଗମାନେ ଅପେକ୍ଷାକୃତ କମ୍ ଟଙ୍କା ଖର୍ଚ୍ଚ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ...
ରାଜଧାନୀ କଲେଜରେ ଅସାମାଜିକଙ୍କ ଆଡ୍ଡା
ଭୁବନେଶ୍ୱର : ରାଜଧାନୀ ସରକାରୀ ମହାବିଦ୍ୟାଳୟ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ । ସଞ୍ଜ ନଇଁବା ତ ଦୂରରକଥା ଦିନ ଦ୍ୱିପହରରେ ଆସି କଲେଜ ପରିସୀମା ମଧ୍ୟରେ ଏହି ଯୁବକମାନେ ମଦ ଠାରୁ ଆରମ୍ଭ କରି ଗଞ୍ଜେଇ, ଚରସ ଆଦି ସେବନ କରୁଛନ୍ତି । କମିଶନରେଟ ପୁଲିସର ଖଣ୍ଡଗିରି ଥାନା ନିକଟରେ ରହିଛି ଏହି ସରକାରୀ ମହାବିଦ୍ୟାଳୟ । ଏଠାରେ ଯୁକ୍ତ ଦୁଇ ଠାରୁ ଆରମ୍ଭକରି ସ୍ନାତକୋତ୍ତର ପାଠ୍ୟକ୍ରମ ଥିବାରୁ ଦୈନିକ ଶହ ଶହ ଛାତ୍ରୀ ଏଠାକୁ ଅଧ୍ୟୟନପାଇଁ ଆସୁଛନ୍ତି । ଫାଟକରେ ସୁରକ୍ଷାକର୍ମୀ...
Budget Boost For MSME
Bhubaneswar: Union MSME Minister of State Pratap Sarangi Sunday asserted that the Budget proposals for 2021-22 as presented in the Parliament by Union Finance Minister Nirmala Sitharaman is a reiteration of the determination of the Narendra Modi government from the ruins of Coronavirus scare across the globe. Addressing a press conference here, the Union Minister said that the Budget is...
Plea For MSME Stimulus
Bhubaneswar: The Utkal Chamber of Commerce and Industry (UCCI) has requested the Union Government to announce a stimulus package for MSME sector to help it come out of the pandemic shock.UCCI President Brahma Mishra submitting a memorandum to Union Minister of State for MSME, Pratap Sarangi, said due to the Covid 19 pandemic, which has affected all facets of...










