Positivity Reduces In Nabarangpur

0

Nabarangpur: Chief Secretary Suresh Chandra Mahapatra and Additional Chief Secretary Health Pradipta Kumar Mohapatra visited Nabarangpur district today to review ground level situation on COVID-19 Management. ACS Health & FW Mr.Mohapatra and went around the Hospitals and talked to Doctors, Nursing Officers and took stock of situation. Mr.Mohapatra made a detailed review and advised the District Collector on Vaccination Management and...

ପଲିଥିନ୍‍ ଆସୁଛି କେଉଁଠୁ ?

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ଦୋକାନ ବଜାର ଅଳ୍ପ ସମୟ ପାଇଁ ଖୋଲୁଥିଲେ ମଧ୍ୟ ବଜାରରେ ଏବେ ପଲିଥିନ୍‍ ଓ ଅନ୍ୟାନ୍ୟ ଜରିମୁଣା ହାଉଜାଉ । କଟକଣା ସମୟରେ ଏତେ ପରିମାଣରେ ପଲିଥିନ୍‍ କେଉଁଠୁ ଆସୁଛି ତାହା ବଡ ପ୍ରଶ୍ନ ହୋଇଥିବାବେଳେ ଏହା ଉପରେ ତୁରନ୍ତ କଟକଣା ନଲଗାଇଲେ ମୌସୁମୀ ଆଗମନ ସହିତ ଏହା ସହରର ବିଭିନ୍ନ ନାଳ ନର୍ଦ୍ଦମା ଜାମ୍‍ କରି ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ୨୦୧୯ ଅକ୍ଟୋବର ୨ତାରିଖରୁ ପଲିଥିନ୍‍ ଉପରେ କଡା...

କରୋନା ପରେ ଗାନ୍ଧୀ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : କରୋନା ସଂକ୍ରମଣ ଲାଗି ରହିଥିବାରୁ ଓଡିଶାକୁ ମହତ୍ମାଗାନ୍ଧୀଙ୍କ ପ୍ରଥମ ଆଗମନର ଶତବାର୍ଷିକୀ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । କରୋନା କବଳରୁ ମୁକ୍ତ ହେବାପରେ ସରକାରୀ ଓ ବେସରକାରୀ ସ୍ତରରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ସପ୍ତାହବ୍ୟାପି ଓଡିଶାଗସ୍ତ ହୋଇଥିଲା । ଏହି ଗସ୍ତ ଅବସରରେ ସେ କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ଏହି...

Vax for 18-44 Age Group On Priority

0

Bhubaneswar: Odisha Government has decided to vaccinate people in the age group of 18 to 44, for Covid-19 in 5 Municipal Corporations and Headquarters of 6 districts on priority basis. Additional Chief Secretary, Health & Family Welfare, Pradipta Kumar Mohapatra Sunday informed that the vaccination of this age group will be prioritized in Bhubaneswar, Sambalpur, Berhampur, Rourkela, and Cuttack municipal...

Lock Down Till 17 June

Bhubaneswar: Odisha Government Sunday announced further extension of the lockdown till 5 AM of 17 June along with the on-going weekend shutdowns across the state. However there will be some relaxation in 3 districts, officials say. Chief Secretary S C Mohapatra announced here. He said the second phase of the lockdown was scheduled to be completed at 5 AM of...

ପୁଣି ବଢିଲା ଲକ୍‍ଡାଉନ୍‍

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଲକ୍‍ଡାଉନ୍‍ କଟକଣାକୁ ପୁଣିଥରେ ବଢାଇଛନ୍ତି । ଏହା ଜୁନ୍‍ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଲବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପ୍ରଥମେ ମଇ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‍ଡାଉନ୍‍ ଜାରି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ମଇ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଲକ୍‍ଡାଉନ୍‍ ସହିତ ପୂର୍ବଭଳି ସପ୍ତାହନ୍ତ ସଟ୍‍ଡାଉନ୍‍ ଜାରି ରହିବ । ସେହିଭଳି ଅନ୍ୟାନ୍ୟ କଟକଣା ବି ପୂର୍ବଭଳି ବଳବତ୍ତର ରହିବ...

୧୦ଦିନ ମଧ୍ୟରେ ଆହୁରି କମିବ ସଂକ୍ରମଣ

0

ଭୁବନେଶ୍ୱର : ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବ । ପଶ୍ଚିମ ଓ ଦକ୍ଷିଣ ଓଡିଶରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଶ୍ରୀ ମହାପାତ୍ର ଆଜି ରାଜ୍ୟର କୋଭିଡ ପରିସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ମଇ ୨୨ତାରିଖରେ ରାଜ୍ୟରେ ସର୍ବାଧିକ ୧୨,୮୫୨ କରେନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହି...

Urban Rural Connect For Waste Management

0

Bhubaneswar: While Odisha has emerged as leader in Faecal Sludge Management  (FSM)  in Urban areas, State Government has decided to utilize the Urban Infrastructure for rural areas also. In order to bring in synergy and convergence in the sanitation activities and to leverage the urban infrastructures of Faecal Sludge Septage  and Plastic Waste Management (PWM) for servicing Rural and Urban...

Imported Oxygen Cylinders Landed Here

Bhubaneswar: First time in the country, a freighter from China landed at Biju Patnaik International Airport with 1350 Medical Oxygen Cylinders, thanks to the overdrive by the State Level Task Force for Oxygen Management Chief Asit Tripathy. Acting upon the Chief Minister Naveen Patnaik directive that "No patient shall suffer for want of oxygen in Odisha", Task Force Chief is...

କୋଭିଡ ପ୍ରଭାବିତ ଶିଶୁଙ୍କ ତାଲିକା ମାଗିଲେ ଆୟୋଗ

ନୂଆଦିଲ୍ଲୀ : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଶିଶୁ ଆଇନ, ୨୦୧୫ଧାରା ୧୦୯ ଅଧୀନରେ କୋଭିଡ-୧୯ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ସୁରକ୍ଷା ନେଇ ବାଲସ୍ୱରାଜ (କୋଭିଡ-କେୟାର) ଲିଙ୍କ”ନାମକ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି । ଯେଉଁ ପିଲାମାନେ ଯତ୍ନ  ଓ ନିରାପତ୍ତା ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଅନଲାଇନରେ ଠାବ କରିବା ସହ ସେମାନଙ୍କ ସୁବିଧା ତଦାରଖ ଉଦ୍ଦେଶ୍ୟରେ ଆୟୋଗଙ୍କ ପକ୍ଷରୁ ଏହି ପୋର୍ଟାଲ ଆରମ୍ଭ କରାଯାଇଛି । କୋଭିଡ-୧୯ ଯୋଗୁଁ ଯେଉଁ ପିଲାମାନେ ସେମାନଙ୍କ ମାତାପିତା...