୮ବର୍ଷ କଟକଣା ପରେ ବି ବିକ୍ରି ଚାଲିଛି
ଭୁବନେଶ୍ୱର : ଓଡିଶାରେ ଗୁଟ୍ଖା ଓ ତମାଖୁ ସାମଗ୍ରୀ ନିଷିଦ୍ଧ କରାଯିବାର ୮ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟରେ ବେଧଡକ ଭାବରେ ଏହି ବିଷାକ୍ତ ନିଶା ସାମଗ୍ରୀର ବେପାର ଚାଲିଛି । ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ପ୍ରତିବର୍ଷ ଗତାନୁଗତିକ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ତମାଖୁ ବର୍ଜନ ଲାଗି ସଚେତନତା ନାମରେ ବିପୁଳ ଅର୍ଥ ବରବାଦ ହେଉଥିବାବେଳେ ଏହାର ବ୍ୟବହାର କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ସମଗ୍ର ବିଶ୍ୱରେ ମୁଖ ଗହ୍ୱର କର୍କଟ ରୋଗରେ ଯେତେ ଲୋକ...
ଦୁଗ୍ଧ ପାଇଁ ସମସ୍ତେ ହନ୍ତସନ୍ତ
ଭୁବନେଶ୍ୱର : କରୋନା ମହାମାରୀ ସମୟରେ ନିଜ ଉତ୍ପାଦିତ ଦୁଗ୍ଧ ବିକ୍ରି କରିନପାରି ଗାଁ ଗହଳର ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ସହରରେ ବି ଲୋକେ ଓମଫେଡ୍ କ୍ଷୀରଟିକେ ପାଇବାକୁ ଡହଳ ବିକଳ ହେଉଛନ୍ତି । କ୍ଷୀର ବିକ୍ରି କରିବାପାଇଁ ଓମଫେଡ୍ ନିଜସ୍ୱ କୌଣସି ବ୍ୟବସ୍ଥା କରିନଥିବାବେଳେ ସ୍ୱିଗୀ ଦ୍ୱାରା ଏହାର ସାମଗ୍ରୀ ଉପଲବ୍ଧ ହେବବୋଲି ବିଜ୍ଞାପନ ଦେଇଥିଲେ ମଧ୍ୟ ଏଥିରେ ଓମଫେଡ୍ ପ୍ରସ୍ତୁତ ସାମଗ୍ରୀ କିଣିବା ସମ୍ଭବପର ହେଉନାହିଁ । ଚଳିତମାସ ୫ ତାରିଖରୁ ରାଜ୍ୟରେ ଲକ୍ଡାଉନ୍ ଜାରି ପରେ ଓମଫେଡ ନିଜର ପଞ୍ଜିକୃତ...
ଉପକୂଳରେ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ଯୋଜନା
ଭୁବନେଶ୍ୱର : ଉପକୂଳର ୧୦ଟି ଜିଲ୍ଲା ତଟବର୍ତୀ ଅଂଚଳକୁ ସୁରକ୍ଷା ଦେବା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି । ପୂର୍ବରୁ ଜାତୀୟ ବାତ୍ୟା ବିପର୍ଯ୍ୟୟ କ୍ଷତି ପରିଚାଳନା ପ୍ରକଳ୍ପ ଜରିଆରେ ରାଜ୍ୟର ୪ଟି ଜିଲ୍ଲା ଯଥା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ୫୨ କିଲୋମିଟର ଦୀର୍ଘ ଲୁଣାବନ୍ଧର ସୁରକ୍ଷା କାର୍ଯ୍ୟ ଜଳ ସଂପଦ ବିଭାଗ ପକ୍ଷରୁ କରାଯାଇଛି । ବିଶ୍ୱ ବ୍ୟାଙ୍କ ସହାୟତାରେ ୨୦୧୩-୨୦୧୬ ଯୋଜନାରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା । ଏହା...
୨୦ଜିଲ୍ଲା ବୁଲିଲାଣି ରାଜସ୍ୱ ରଥ
ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ ସମୟରେ ସରକାରୀ କାର୍ଯ୍ୟାଳୟକୁୁ କିମ୍ବା ଅନ୍ୟ କେନ୍ଦ୍ରକୁ ଲୋକମାନେ ନଆସି ନିରବଚ୍ଛିନ୍ନ ଭାବେ ରାଜସ୍ୱ ସେବା ପାଇବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମୟୋପଯୋଗୀ ତଥା ଅଭିନବ ପଦକ୍ଷେପ ସ୍ୱରୂପ ‘ରାଜସ୍ୱ ରଥ’ ମାଧ୍ୟମରେ ସେବା ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ଗତ ୧୩ ତାରିଖରେ ଶୁଭାରମ୍ଭ କରାଯାଇଥିଲା । ବିଗତ ଦୁଇ ସପ୍ତାହ ଲକ୍ଡାଉନ୍ ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାର ୧୨୮ରୁ ଊଦ୍ଧ୍ୱର୍...
Riding Out The Storm
The scientific community across the globe has a unanimous opinion: never interfere with nature, rather cope with it. And this nature has been very cruel towards the poor states like Odisha as it is frequently disturbing the state’s growth. However, due to advancement of science and advance preparation, cyclones have lost the ‘killer’ tag of late. Now the cyclones...
Climate Change Added To Forest & Env
Bhubaneswar: State Government on Saturday renamed the ‘Forest & Environment Department’ as ‘Forest, Environment & Climate Change Department.’ The department will give focus on climate change alongwith Forest and Environment protection and conservation, The department will be the nodal agency of our State for Climate Change Actions. Development of State Action Plan on Climate Change (SAPCC) along with other plan,...
Rice Export On Rise
Bhubaneswar: With Vietnam showing more interest for non-Basmati Rice, Odisha will be exporting more rice to Vietnam through Paradip International Cargo Terminal (PICT) during the next three months. Earlier this month, a consignment of rice with 20 containers was exported to Vietnam from the Paradip International Cargo Terminal. This was for the first time in recent years; non-basmati rice was exported...
State Asks Covid Care & Death Review
Bhubaneswar: While to prevent deaths of COVID patients by providing timely and quality care is the utmost priority of the State Government, it has directed District Collectors and Municipal Commissioners to go for audit of quality of care and death review. The Health & Family Welfare Department Saturday issued direction in this regard here, while asking the District Authorities to...
ରେମଡେସିଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ
ନୂଆଦିଲ୍ଲୀ : ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ସରକାର ରାଜ୍ୟଗୁଡ଼ିକୁ ରେମଡେସିଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସସିଓକୁ ଦେଶରେ ରେମଡେସିଭିର ଉପଲବ୍ଧତା ଉପରେ ଲଗାତାର ନଜର ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରେମଡେସିଭିର ଉତ୍ପାଦନ ଦଶଗୁଣା ବୃଦ୍ଧି କରାଯାଇଛି। 11 ଏପ୍ରିଲରେ ଏହି ଔଷଧର ଦୈନିକ ଉତ୍ପାଦନ ପରିମାଣ 33,000...
ଛାତ୍ରଛାତ୍ରୀଙ୍କୁ ମିଳିବ ବିପର୍ଯ୍ୟୟ ମୁକାବିଲା ଜ୍ଞାନ
ଭୁବନେଶ୍ୱର : ଜରୁରୀ ପରିସ୍ଥିତି ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀକୁ କିଭଳି ରାଜ୍ୟର ପ୍ରତ୍ୟେକ ଲୋକ ମୁକାବିଲା କରିପାରିବେ ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ । ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଏ ସଂକ୍ରାନ୍ତରେ ଜ୍ଞାନ ପ୍ରଦାନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଆଜି ଏକ ସଙ୍କଳ୍ପ ପାରିତ ହୋଇଛି । ସଙ୍କଳ୍ପ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ଦକ୍ଷତା ସଂପର୍କରେ ସାରା...










