ଶେଷ ତିନି ମାସରେ ଖର୍ଚ୍ଚ ବୃଦ୍ଧି ଯୋଜନା

0

ଭୁବନେଶ୍ୱର : ଆର୍ଥିକ ବର୍ଷର ଶେଷ ତିନିମାସରେ ଉଭୟ ଯୋଜନା ଓ ପ୍ରଶାସନିକ ବ୍ୟୟକୁ ଜୋରଦାର କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ବିଶେଷକରି ଯୋଜନା ବ୍ୟୟ କିଭଳି ଅଧିକ ହେବ ସେଥିପାଇଁ ରୂପରେଖ ପ୍ରସ୍ତୁତ ହୋଇଥିବା ଜଣାଯାଇଛି । ୨୦୨୦-୨୧ଆର୍ଥିକ ବର୍ଷରେ ଉନ୍ନୟନ ବାବଦ ବ୍ୟୟ ୧୭.୩୯ ପ୍ରତିଶତ ହେବାର ଲକ୍ଷ୍ୟ ଥିବାବେଳେ କୋଭିଡ ମହାମାରୀ ଯୋଗୁଁ ନଭେମ୍ବର ଶେଷସୁଦ୍ଧା ଏହା ୭ପ୍ରତିଶତକୁ ହ୍ରାସ ପାଇଛି । ଏଭଳି ବ୍ୟୟ ହ୍ରାସ ପାଇଁ କୋଭିଡ ମହାମାରୀକୁ ଦାୟୀ କରାଯାଉଛି । ସରକାରୀ...

ସି ପ୍ଲେନ ତାଲିକାରେ ଓଡିଶା ନାହିଁ

0

ଭୁବନେଶ୍ୱର : କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନରେ ‘ସି ପ୍ଲେନ୍‍’ ଚଳାଚଳ ପାଇଁ ତାଲିକା ପ୍ରସ୍ତୁତ କରିଥିବାବେଳେ ଓଡିଶା ଏଥିରୁ ବାଦ୍‍ ପଡିଛି । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ଏସ୍‍ପିଭି ଜରିଆରେ ଆଗ୍ରହୀ ବିମାନ କମ୍ପାନୀଙ୍କୁ ନେଇ ନିର୍ଦ୍ଧିଷ୍ଟ କେତେକ ପଥରେ ଏହା ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି । ପର୍ଯ୍ୟଟନ ବିଶେଷଜ୍ଞମାନେ ରାଜ୍ୟର ତିନିଟି ରୁଟ୍‍ରେ ସି ପ୍ଲେନ ଚଳାଚଳ ସପକ୍ଷରେ ମତ ଦେଉଛନ୍ତି । ଏଗୁଡିକ ହେଲା ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା,...

State Scales Up Spending

0

State Government has decided to scale up both program and administrative expenditure during the next three months to boost the economy, officials said on Monday. More spending on programme is planned and the details are being chalked out in this regard, the officials said. While 17.39 per cent developmental expenditure was planned during 2020-21 fiscal, it came down to a meager...

Seaplane Destinations Elude Odisha

0

No destination in Odisha is among the list of destinations under seaplane operation across the country envisaged by the Centre. The Ministry of Ports, Shipping and Waterways is initiating the process of commencing operations of the service on select routes under a special purpose vehicle (SPV) framework through prospective airline operators. But no destination is Odisha is in the list it...

Berhampur Gets 5T Boost

Chief Minister Naveen Patnaik on Monday said that the State Government is  making all efforts to make Berhampur an ideal city. "Berhampur has always been of special importance to me. I think I have always kept a close eye on the development of Berhampur and Ganjam," he said inaugurating the restoration and beautification of Ramlingeshwar Reservoir in the silk city. CM Mr.Patnaik...

State Asks For Session Sites

0

State Government has directed the District Collectors to identify Session Sites and Five Member Team for each Session Sites for COVID-19 Vaccination of Health Care Workers(HCW)s. ACS Health & Family Welfare, Pradipta Kumar Mahapatra has written to all the District Collectors and Municipal Commissioners of Five Municipal Corporations on 4 January in this regard. Mr.Mohapatra has said that as per Operational...

ଦୁଇବର୍ଷ ପରେ ଗୋଟିଏ ଆପ୍‍

0

ଭୁବନେଶ୍ୱର : ମୋ ସାଇକେଲ୍ ବ୍ୟବସ୍ଥା ଆରମ୍ଭ ହେବାର ୨ବର୍ଷ ପରେ ଏବେ ତିନି ସାଇକେଲ କମ୍ପାନୀ ପାଇଁ ଗୋଟିଏ ଆପ୍‍ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ (ବିଏସସିଏଲ୍)ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସ୍ମାର୍ଟସିଟିର ସିଇଓ ତଥା ବିଏମସି ର କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶରେ ସାଇକେଲିଆଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଅଛି । ତେବେ ଫେବୃଆରୀ ମାସରେ ଏହି ସୁବିଧାର ଉପଯୋଗ ହୋଇପାରିବ । ଫଳରେ କେବଳ ଗୋଟିଏ ଆପ୍ ର...

ଡିଜି ଅଫିସ ଘେରିବ ବିଜେପି

0

ଭୁବନେଶ୍ୱର : ଶାସକ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ । ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ପ୍ରତିବାଦରେ ରାଜ୍ୟ ବିଜେପି ଆଗାମୀ ୮ ତାରିଖରେ ପୁଲିସ୍‍ ଡିଜିଙ୍କ ଦପ୍ତର ଘେରାଉ କରିବ । ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ...

ହାସଲ ହୋଇନି ମହାତ୍ମାଙ୍କ ସ୍ୱପ୍ନ

0

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରମାର ଘୋଷିତ ପ୍ରତିଶ୍ରୁତି ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ରାଜ୍ୟ ଓ ଗ୍ରାମସ୍ୱରାଜ ସ୍ୱାଧୀନତାପ୍ରାପ୍ତିର ୭୪ବର୍ଷରେ ବି ହାସଲ ହୋଇପାରି ନାହିଁ । ଗାନ୍ଧୀ ବିଚାର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ କିନ୍ତୁ ଏହା ଏଯାବତ୍‍ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ । ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ‘ମହାଗାନ୍ଧୀଙ୍କ ପରେ ଭାରତ ବର୍ଷ’ ଶୀର୍ଷକ ସମ୍ପାନରେ ଅଂଶଗ୍ରହଣ କରି ବହୁ...

ଦୁଇ ଯୋଜନାକୁ ନୀତି ଆୟୋଗଙ୍କ ପ୍ରଶଂସା

0

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆମ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଓଡ଼ିଶା ମିଲେଟ୍‌ ମିଶନ’ ଏବଂ ‘ମୋ ଉପକାରୀ ବଗିଚା’ ଯୋଜନାକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି ।। ଏହି ଦୁଇଟି ଯୋଜନା ଗର୍ଭବତୀ, ପ୍ରସୂତି ମହିଳା, କିଶୋରୀ ଏବଂ ଶିଶୁମାନଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି...