ଶୀଘ୍ର ଖୋଲିବ ପ୍ଲାଜମା ସଂଗ୍ରହ କେନ୍ଦ୍ର

0

ଭୁବନେଶ୍ୱର : ରାଜ୍ୟରେ ପ୍ଲାଜମା ଚାହିବା ବୃଦ୍ଧି ପାଉଥିବାରୁ ୬ଟି ପ୍ଲାଜମା ବ୍ୟାଙ୍କ୍‍କୁ ପୁନଃ ଚାଲୁ କରିବା ସହିତ କରୋନାମୁକ୍ତ ଲୋକଙ୍କ ଠାରୁ ପ୍ଲାଜମା ସଂଗ୍ରହ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ମାତ୍ର ୭୫୦ ପ୍ଳାଜମା ମହଜୁଦ ରହିଛି । ଏଥି ମଧ୍ୟରୁ କଟକରେ ୩୪୧, ଭୁବନେଶ୍ୱରରେ ୧୧୨, ବ୍ରହ୍ମପୁରରେ ୭୯, କୋରାପୁଟରେ ୧୪୧, ବୁର୍ଲାରେ ୪୬ ଓ ରାଉରକେଲାରେ ୩୧ଟି ମହଜୁଦ ଅଛି । ପ୍ଲାଜମା ଚାହିଦା ବୃଦ୍ଧି ପାଉଥିବାରୁ ପୁଲିସ ଡିଜି...

ଟିକା ପାଇଁ ଡହଳ ବିକଳ…..

0

ଭୁବନେଶ୍ୱର : ଓଡିଶାରେ ଏବେ କରୋନା ସଂକ୍ରମଣ ଉପରମୁହାଁ ଥିବାବେଳେ ଟିକା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ଜଣ ଚିହ୍ନିତ ହୋଇଥିବାବେଳେ କୋଭିଡ ମୃତ୍ୟୁସଂଖ୍ୟା ୨୦୪୩ରେ ପହଞ୍ଚିଛି । ଗତକାଲିର ସୂଚନା ଅନୁଯାୟୀ ଓଡିଶାରେ ୫୭,୭୧୦ଜଣ କରୋନା ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ଆଜି ଏହି ସଂଖ୍ୟା ୬୧,୬୯୮କୁ ବୃଦ୍ଧିପାଇଛି । ତେବେ ସଂଖ୍ୟାଧିକ କରୋନା ସଂକ୍ରମିତ ଡାକ୍ତରଖାନା ନଆସି ସଂଗେରୋଧରେ ଚିକିତ୍ସିତ ହେଉଥିବା ଦୃଷ୍ଟିରୁ ଅନେକ ସ୍ଥାନରେ କୋଭିଡ ଡାକ୍ତରଖାନାରେ ଶଯ୍ୟା ଖାଲିପଡିଛି...

ଇସ୍ପାତ୍ ଉଦ୍ୟୋଗ ଦ୍ୱାରା ୧୦ହଜାର ଶଯ୍ୟା ପ୍ରତିଷ୍ଠା

0

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ୍ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ଶୁକ୍ରବାର ସରକାରୀ ଏବଂ ଘରୋଇ ଇସ୍ପାତ୍ ଶିଳ୍ପର ମୁଖ୍ୟ ଓ ଅଧିକାରୀ ମାନଙ୍କ ସହ ଏକାଧିକ ବୈଠକ କରି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇସ୍ପାତ୍ ଉଦ୍ୟୋଗ ଦେଶରେ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଇସ୍ପାତ୍ ରାଷ୍ଟ୍ରାୟତ ଉଦ୍ୟୋଗ ସେଲ୍‌, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍‌(ଆରଆଇଏନଏଲ),...

ଓଡିଶାକୁ ମିଳିଲା ୧.୫ଲକ୍ଷ କୋଭାକ୍ସିନ

0

ଭୁବନେଶ୍ୱର: ୧୮ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ରାଜ୍ୟ ସରକାର ନିଜେ ଖରିଦ କରିଥିବା କୋଭାକ୍ସିନ ଟିକାର ପ୍ରଥମ ଦଫା ଟିକା ଆଜି ରାତି ୯ଟା ସମୟରେ ପାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରଥମ ଦଫା ଟିକା ଆସି ପହଞ୍ଚିବାପରେ ଖୁସିବ୍ୟକ୍ତ କରିଛନ୍ତି । ଏହି ଟିକା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବ୍ୟବହୃତ ହେବ ଯେଉଁଥି ପାଇଁ କୋୱିନ୍‍ରେ ରେ ୩ ମଇ ସୋମବାର...

Plasma Banks Restart Soon

0

Bhubaneswar: With demand for Plasma picking up State Government has issued direction to restart all 6 Plasma banks and collect Convalescent Plasma from recovered patients According to official sources Plasma units stock on hand State Total is 750. While in Cuttack 341, Bhubaneswar, 112, Berhampur, 79, Koraput, 141, Burla, 46, Rourkela, 31 are available. As Demand for plasma has picked up for...

Expert Team For Covid Drugs

0

Bhubaneswar: State Government on Friday constituted an expert committee to examine the proposal of use of such drugs on case to case basis under the supervision of Director Medical Education and Training(DMET). Committee will be headed by Dr.Bidyult Das., Professor Rheumatology SCB MCH Cuttack, (9437275220) as Chairman  while the other members are Dr. Jyoti Patnaik, Professor Pulmonary Medicine SCB MCH Cuttack....

Odisha Gets 1.5 Lakh Covaxin

0

Bhubaneswar: Odisha Government at 9 PM has received 1.5 lakh doses of Covaxin Vaccine, as the first consignment of State's own procurement for vaccination of 18-44 years age-group. ACS Health & Family Welfare P K Mohapatra was happy on arrival of the Covaxin Doses. This vaccine will be used in Bhubaneswar Municipal Corporation limits for which slots will be opened on...

State Appeals Not To Panic

0

Bhubaneswar: ACS Health & Family Welfare Pradipta Kumar Mohapatra appealed to people not to panic over getting a hospital bed immediately after testing COVID-19 positive.  "Hospital beds should be kept vacant for critical patients. All COVID-19 positive persons do not need hospitalization." The State Government has made arrangements to monitor the health condition of all people in home isolation and they...

CJ Opens Court Centers

0

Cuttack: Chief Justice of Orissa High Court Dr S Muralidhar on Friday inaugurated the District Court Digitization Centres in four major District Courts of Cuttack, Ganjam, Sambalpur and Balasore in the presence of Judges of the High Court and other dignitaries in virtual mode. These four District Court Digitization Centres have been established to carry out scanning and digitization of...

ଚାରି ଜିଲ୍ଲା କୋର୍ଟ ଉଦ୍‍ଘାଟନ

0

ଭୁବନେଶ୍ୱର : ଆଜି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ. ଜଷ୍ଟିସ୍ ଏସ୍ ମୁରଲୀଧର ଓଡିଶାର ପ୍ରମୁଖ ୪ଟି ଜିଲ୍ଲା କୋର୍ଟ ଯଥା କଟକ, ଗଞ୍ଜାମ, ସମ୍ବଲପୁର ଏବଂ ବାଲେଶ୍ୱର ଜିଲ୍ଲାର ‘ଜିଲ୍ଲା କୋର୍ଟ ଡିଜିଟାଇଜେସନ୍ କେନ୍ଦ୍ର’କୁ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଉଦଘାଟନ କରିଛନ୍ତି । ଉଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତିମାନେ ଭର୍ଚୁଆଲ ମାଧ୍ୟମରେ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭିନ୍ନ ମାମଲାଗୁଡିକ ଫଇସଲା କରିବାରେ କେସ୍ ରେକର୍ଡଗୁଡିକ ସ୍କାନିଂ ଓ ଡିଜିଟାଇଜ୍ କରିବା ଉଦ୍ଦେଶ୍ୟରେ ଏହି ୪ଟି...