Global Tender For Vax Modified
Bhubaneswar: The State Cabinet Friday modified the document of global tender for Covid-19 vaccines to attract bidders. According to Chief Secretary Suresh Chandra Mahapatra, relaxation has been made to the earnest money deposit, bid security amount, and liquidated damage has been incorporated to attract bidders. To facilitate the participation of manufacturer of vaccines to be stored in supercool temprature, the storage...
ଡ୍ରେନ ସଫେଇ ପାଇଁ ମୁଣ୍ଡବିନ୍ଧା
ଭୁବନେଶ୍ୱର : ଆଗାମୀ ବର୍ଷାଋତୁ ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସହରାଞ୍ଚଳରେ ଥିବା ଛୋଟ ବଡ ନାଳ ଓ ଡ୍ରେନଗୁଡିକୁ ସଫା କରିବାପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଥିବାବେଳେ ଏହା କିଭଳି କାର୍ଯ୍ୟକାରୀ ହେବ ତାହାକୁ ନେଇ ବିଭିନ୍ନ ପୌର କର୍ତ୍ତୃପକ୍ଷ ସମସ୍ୟାରେ ପଡିଛନ୍ତି । ଲୋକବଳ ନିୟୋଜିତ କରି ଡ୍ରେନ ସଫେଇ ନକରିବାକୁ ଅଦାଲତଙ୍କ କଡା ନିର୍ଦ୍ଦେଶ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଡ୍ରେନ ସଫେଇ କାର୍ଯ୍ୟ ମାନବ ସମ୍ବଳ ପରିବର୍ତ୍ତେ ମେସିନ୍ ଦ୍ୱାରା କରିବାକୁ ଅଦାଲତଙ୍କର ସ୍ପଷ୍ଟ...
ଛାନିଆରେ ମନଇଚ୍ଛା ଔଷଧ ସେବନ
ଭୁବନେଶ୍ୱର : କରୋନା ଛାନିଆରେ ଡାକ୍ତରଙ୍କ ବିନା ପରାମର୍ଶରେ ଆଖିବୁଜା ଷ୍ଟିରଏଡ୍, ଆଣ୍ଟିବାୟୋଟିକ ଓ ଅନ୍ୟାନ୍ୟ ଔଷଧ ଖାଇବା ଫଳରେ ଅନେକ ଲୋକଙ୍କ ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଉଛି । ଏହି ସମସ୍ୟାକୁ ଆଖିଆଗରେ ରଖି ଲୋକେ ମନଇଚ୍ଛା ଔଷଧ ସେବନ ନକରିବାକୁ ସରକାରଙ୍କ ଠାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ବାରମ୍ବାର ଚେତାବନୀ ଦେଉଥିଲେ ମଧ୍ୟ କରୋନାର କୋଳାହଳ ଭିତରେ ଏହା ହଜିଯିବା ପରି ମନେ ହେଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କରୋନା ଚିକିତ୍ସାଳୟମାନ ଖୋଲା ଚାଲିଛି । ସରକାରୀ ଡାକ୍ତରଖାନାଗୁଡିକରେ...
୧୯୨୯ କୁ ୫୦ହଜାର କଲ୍
ଭୁବନେଶ୍ୱର : କୋଭିଡ୍ ପରିଚାଳନାରେ ଏକ ମୁଖ୍ୟ ଦାୟିତ୍ୱ ୧୯୨୯ କଲ୍ ସେଣ୍ଟର ନିଭାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଏଠାକୁ ଆସୁଥିବା ଏବଂ ଯାଉଥିବା କଲ୍ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇଥିବା ଜଣାପଡିଛି । କୋଭିଡ୍ ସଂକ୍ରମିତ ଏବଂ ସମ୍ପର୍କୀୟଙ୍କଠାରୁ ୧୯୨୯କୁ ୫୧,୩୫୧ ଟି କଲ୍ ଆସିଥିବାବେଳେ କଲ୍ ସେଣ୍ଟର କାର୍ଯ୍ୟନିର୍ବାହୀମାନେ ୫୦,୪୧୪ଟି କଲ୍ କରି ଗୃହ ସଂଗରୋଧରେ ଥିବା ବ୍ୟକ୍ତିଙ୍କର ଅବସ୍ଥା ବାବଦରେ ପଚାରି ବୁଝିଛନ୍ତି । ସେହିଭଳି ତିନୋଟି ସିଫ୍ଟ୍ରେ ସେବା ଯୋଗାଉଥିବା ୧୯ ଜଣ ଡାକ୍ତରଙ୍କ ପରାମର୍ଶ ରୋଗୀଙ୍କୁ ଦେବା...
ବାତ୍ୟା ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ସମୟରେ ସ୍ଥାନାନ୍ତରଣ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପୁନରୁଦ୍ଧାର ଇତ୍ୟାଦି କାର୍ଯ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ସୂଚାରୁ ରୂପେ ସଂପୂର୍ଣ୍ଣ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଅଛି ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି । ଆସନ୍ତା ୨୨ ତାରିଖ ଦିନ ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ପନ୍ନ ହେଉଥିବା ଲଘୁଚାପ କ୍ଷେତ୍ର ୨୩ ତାରିଖରେ କ୍ରମଶଃ ଘନୀଭୂତ ହେବ ଏବଂ...
ବାତ୍ୟା ମୁକାବିଲା ପାଇଁ ଏସ୍ଓପି ଜାରି
ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ ଆସନ୍ତା ୨୪ତାରିଖରୁ ଓଡିଶାରେ ପଡିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍ଓପି) ପ୍ରସ୍ତୁତ ସହିତ ୧୨ ଜିଲ୍ଲାର ୫୬ଟି ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଏହା ପଠାଇ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ବିଭିନ୍ନ ପୌର କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଛନ୍ତି । ଜାରି ଏସ୍ଓପିରେ କୁହାଯାଇଛି ଯେ ବତ୍ୟା ସମୟରେ ଲୋକଙ୍କ ରହଣି...
ଅଙ୍ଗନବାଡ଼ିକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର : କେବଳ ଛୋଟପିଲା ଏବଂ ଗର୍ଭବତୀ ମା’ମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରିଚାଲିଛନ୍ତି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରାଣ୍ଟାଇନ୍ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍ ଭଲ କାମ କରୁଛନ୍ତି । ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ...
ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ବଙ୍ଗୋପ ସାଗରରେ ଆସନ୍ତା କାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ଘୂର୍ଣ୍ଣିଝଡ଼ ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି | ପାଣିପାଗର ଆକଳନ ଅନୁଯାୟୀ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା...
ସମରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍ଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର । ଶିଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା । ଶିଶୁ ଶରୀରର ଛାତି ଓ ପେଟ ମଧ୍ୟରେ ଥିବା ଡାୟାଫ୍ରାମ ରେ ଏକ ବଡ଼ ଛିଦ୍ର ଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା । ଏହା ଏକ ଜନ୍ମଗତ ତ୍ରୁଟି ହୋଇଥିବା ବେଳେ...
କରୋନା ମୃତ୍ୟୁରେ ନୂଆ ରେକର୍ଡ
ଭୁବନେଶ୍ୱର : କରୋନା ମୃତ୍ୟୁରେ ଓଡିଶା ନୂଆ ରେକର୍ଡ କରିଛି । ୨୪ଘଣ୍ଟାରେ ରାଜ୍ୟରେ ୨୭ଜଣଙ୍କ ଜୀବନ ଯାଇଛି ଯାହାକି ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୨୪୩୦ରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା ୨୭ଜଣଙ୍କ ମଧ୍ୟରେ ଖୋରଧା ଓ କୋରାପୁଟରେ ୪ଜଣ କରି ଥିବାବେଳେ ସୁନ୍ଦରଗଡ, ରାୟଗଡା ଓ ନୂଆପଡାରୁ ୩ଜଣ କରି ଏବଂ କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ଝାରସୁଗୁଡା, ଗଜପତି, ବୌଦ, ବଲାଙ୍ଗିର, ବରଗଡ ଓ ପୁରୀ ଜିଲ୍ଲାରୁ...










