State Facilitates Paperless Loan Journey

Bhubaneswar: 5T Charter of Government of Odisha emphasizes on the public service delivery in a transparent, hassle-free & time-bound manner using technology to bring transformation in Governance. Bishnupada Sethi, Principal Secretary Revenue & Disaster Management reviewed the program which aims to reduce the physical interface between Citizens & Government offices and to deliver service in online mode. Dematerialization of e-Stamp...

Bio Bubble For Ratha Khala

Puri: Puri district administration is all set to create a bio-bubble at the ‘Ratha Khala’ (construction site of the chariots for the world-famous annual Rath Yatra of Lord Jagannath and his siblings on the Badadanda-Grand Road) to protect the artisans engaged in the construction of chariots. Puri Collector Samarth Verma has taken a decision for the creation of a bio-bubble...

No Mucormycosis Epidemic In Odisha

0

Bhubaneswar: The State Government Thursday decided to include Mucormycosis (Black Fungus) as a notifiable disease under the Epidemic Diseases Act -1897 in view of the reported rise in the incidence of Mucormycosis (Black Fungus) amongst the COVID- 19 patients who were under Cortico Steroids and other Immunosuppressive drugs and also among the patients in the post COVID period across...

ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର

ଭୁବନେଶ୍ୱର : ଲକ୍‍ଡାଉନ୍‍ ସମୟରେ ଏବେ ଲୋକଙ୍କ ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର । ବିଶେଷକରି ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରିବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । କରୋନାର ଦ୍ୱିତୀୟ ସଂକ୍ରମଣ ତୀବ୍ର ହୋଇଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ଚାହିଁ ସରକାର ରାଜ୍ୟରେ ଥିବା ସମସ୍ତ ଆହରକେନ୍ଦ୍ର ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । ଚଳିତ ମାସ ୫ତାରିଖରୁ ଲକ୍‍ଡାଉନ୍‍ ଆରମ୍ଭ ଦିନ ଠାରୁ ହିଁ ଆହରକେନ୍ଦ୍ରଗୁଡିକ ଖୋଲିଥିଲା । ତେବେ କର୍ତ୍ତୃପକ୍ଷ ସଂକ୍ରମଣକୁ ଦୃଷ୍ଟିରେ ଏହି...

କରୋନାରେ ନିଶାବେପାରୀ ମାଲେମାଲ

0

ଭୁବନେଶ୍ୱର : କରୋନା ଜନିତ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ପାଇଁ ଅନେକ ଲୋକଙ୍କ ଜୀବିକା ବୁଡି ଯାଉଥିବାବେଳେ ନିଶାବେପାରୀମାନେ କିନ୍ତୁ ମାଲେମାଲ । ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଠାରୁ ଆରମ୍ଭ କରି ଚୋରାମଦ ଗଞ୍ଜେଇ, ବ୍ରାଉନସୁଗାର ଆଦିର ବେପାର ଏହି ସମୟ ଭିତରେ ଜୋରଦାର ଚାଲିଥିବା ଦେଖିବାକୁ ମିଳୁଛି । କରୋନା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ତେଜରାତି, ପନିପରିବା ଆଦି ଦୋକାନ ଖୋଲା ରହୁଥିବାବେଳେ ଔଷଧ ଦୋକାନ କିନ୍ତୁ ୨୪ଘଣ୍ଟା ଖୋଲା । ତେବେ ହୋମ ଡେଲିଭରୀ ନାଁରେ ଘରେ ଘରେ...

State Alerts 4 Coastal Districts

Bhubaneswar: ACS Disaster Management and Special Relief Commissioner Pradeep Jena said that though the India Meteorological Department (IMD) yesterday predicted the formation of a possible Cyclonic Storm over the northern Bay of Bengal by 25 May, which may move northwestwards and touch the coastal areas around May 26, the exact location of landfall is yet to be ascertained. Mr.Jena said...

Cong Favors All Party Covid Meet

Bhubaneswar: Pradesh Congress on Thursday urged Chief Minister Naveen Patnaik to convene an all-party meeting to discuss the pandemic situation in State. OPCC President Niranjan Patnaik in his letter to CM said that this is the first truly global pandemic and the miseries that it has brought is unimaginable. “Not a day goes by when people do not hear of someone...

ବାୟୋ ବବଲ ସୁରକ୍ଷାରେ ରଥ ନିର୍ମାଣ

0

ପୁରୀ : ରଥ ନିର୍ମାଣରେ ନିୟୋଜିତ ମହାରଣା ଓ ଭୋଇ କାରିଗରଙ୍କ ଠାରେ କରୋନା ଠାବ ହେବାପରେ ସୁରୁଖୁରୁରେ ରଥକାମ ଚଳାଇବାପାଇଁ କାରିଗରମାନଙ୍କୁ ବାୟୋବବଲ ସୁରକ୍ଷା ବଳୟରେ ରଖିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି । ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ଏହି ସୂଚନା ଦେଇଛନ୍ତି । ବାୟୋ ବବଲ ହେଉଛି ଏକ ଜୈବିକ ସୁରକ୍ଷା ବଳୟ ଯାହାକୁ ସହଜରେ କରୋନା ଭୂତାଣୁ ଭେଦ କରିପାରେ ନାହିଁ । ଏହା ଅତ୍ୟନ୍ତ ସୁରକ୍ଷିତ...

ରାମଚନ୍ଦ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ଭଦ୍ରକ : ଦେଶର ଅଗ୍ରଣୀ ହୋଟେଲ ଶିଳ୍ପ ମେ ଫେୟାର ହୋଟେଲ ଗୋଷ୍ଠିର ପରାମର୍ଶଦାତା ସ୍ୱର୍ଗତ ରାମଚନ୍ଦ୍ର ମିଶ୍ରଙ୍କ ଦଶାହ ଅବସରରେ ଆଜି ତାଙ୍କ ପୈତୃକ ଗ୍ରାମ ଧାମନଗର ଅର୍ନ୍ତଗତ ଗୁରୁନଗର ଶାସନଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କରୋନା କଟକଣା ମଧ୍ୟରେ ଗ୍ରାମର ଯୁବକମାନେ କ୍ୟାଣ୍ଡେଲ ଜଳାଇ ତାଙ୍କର ପ୍ରିୟ ଟୁଲା କାକାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ଅମର ଆତ୍ମାର ସଦ୍‍ଗତି କାମନା କରିଛନ୍ତି । ନୋଇଡାରେ ଅବସ୍ଥାପନ କରୁଥିବା ଶ୍ରୀ ମିଶ୍ର ନିଜ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ...

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ରାଜ୍ୟର ପ୍ରଭାବିତ ହେବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୋଲିସ୍‍ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହିତ ରାଜ୍ୟସ୍ତରରେ ସଂପୃକ୍ତ...