Vintage Car Registration Allowed
New Delhi: Ministerof Road Transport and Highways Shri Nitin Gadkari has saidwith an aim to preserve and promote the heritage of vintage vehicles, the registration process of Vintage Motor Vehicles has been formalized.In a tweet he said with no existing rules for regulating the process of registration across different states, the new rules shall provide a hassle-free process along...
Covid Death Toll Crosses 5K
Bhubaneswar: Though the Covid-19 infection rate has come down in the State, fatalities due to the virus are on a rising trend. The State has reported over 50 deaths since July 5. Department of Health & FW on Sunday confirmed the death of another 66 persons due to Covid-19. With this, the death toll in the State has crossed...
୫ହଜାର ଟପିଲା କରୋନା ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ୫ହଜାର ଟପିଯାଇଛି । ୬୬ଜଣନୂଆ ମୃତ୍ୟୁ ସହିତ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୦୫୮ରେ ପହଞ୍ଚିଛି । କେବଳ ଖୋରଧାରେ ଗୋଟିଏ ଦିନରେ କରୋନାରେ ୨୩ଜଣଙ୍କ ପ୍ରାଣ ଯାଇଛି । କରୋନା ମୃତ୍ୟୁ ତାଲିକାରେ ଖୋରଧା ସର୍ବାଧିକ ୮୯୭ଜଣ ଥିବାବେଳେ ସୁନ୍ଦରଗଡରେ ୪୪୦, ଗଞ୍ଜାମରେ ୪୧୬, କଟକରେ ୩୧୧, ପୁରୀରେ ୩୦୪, ବରଗଡରେ ୨୪୧, ଅନୁଗୁଳରେ ୧୯୮, କଳାହାଣ୍ଡିରେ ୧୯୨, ମୟୁରଭଞ୍ଜରେ ୧୮୪, ବାଲେଶ୍ୱରରେ ୧୫୬, ରାୟଗଡାରେ ୧୫୨ ଓ ସମ୍ବଲପୁରରେ ୧୫୦ଜଣ, କେନ୍ଦ୍ରାପଡାରେ ୧୦୯ ଓ...
Pandian Takes Up Infra Review
Cuttack: Secretary to Chief Minister V K Pandian today morning visited the project sites of Taladanda Canal and Netaji Bus Terminal in Cuttack and reviewed the progress. While Chief Minister Naveen Patnaik is stressing on timely implementation of the Infrastructure Projects, he directed Mr.Pandian to take up review of the Flagship Projects. Accordingly Mr.Pandian along with Secretary Works Krishan Kumar, Special...
ତାଳଦଣ୍ଡା କେନାଲ ଏବଂ ବସ୍ ଟର୍ମିନାଲ୍ ସମୀକ୍ଷା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି । ୧.୫୫ କିଲୋମିଟରର ଦୈର୍ଘ୍ୟ ତାଳଦଣ୍ଡା କେନାଲ ନବୀକଣର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଯାଉଛି । କେନାଲ କାମକୁ ଜାତୀୟ ରାଜପଥ ପାଶ୍ୱର୍କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।...
ତିନି ପ୍ରତିଶତରେ ଟିପିଆର
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କଣ୍ଟେନମେଣ୍ଟ ରଣକୌଶଳ ଯୋଗୁଁ ରାଜ୍ୟରେ କରୋନାର ଟେଷ୍ଟ ପଜିଟିଭ ରେଟ୍ (ଟିପିଆର) ଚଳିତ ସପ୍ତାହରେ ୩ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ମଇ ପ୍ରଥମ ସପ୍ତାହରେ ୨୪ ପ୍ରତିଶତ ଥିଲା । ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଲକଡାଉନ୍ ଜାରି କରିବା ସହିତ ଯେଉଁଠାରେ କୋଡିଡ ଚିହ୍ନଟ ହେଉଥିଲା ସେଠାରେ ମାଇକ୍ରୋ କଣ୍ଟେସନମେଣ୍ଟ ଜୋନ୍ କରୁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଟିପିଆର ହ୍ରାସ ପାଇବା ଫଳରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ...
କେବଳ ଧାନ ଉତ୍ପାଦନ ବହୁଗୁଣିତ
ଭୁବନେଶ୍ୱର : ରାଜ୍ୟ ସରକାର କୃଷି ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଗତ ୨୦ବର୍ଷ ମଧ୍ୟରେ ଧାନକୁ ବାଦ୍ ଦେଲେ ଅନ୍ୟାନ୍ୟ ଫସଲ ଉତ୍ପାଦନ ସେଭଳି ଆଖିଦୃଶିଆ ବୃଦ୍ଧି ହୋଇନାହିଁ । ବିଶେଷକରି ଡାଲି, ତୈଳବୀଜ ଏବଂ ଆଳୁ, ପିଆଜ ଭଳି ଆବଶ୍ୟକ ଖାଦ୍ୟ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସେଭଳି ଅଭିବୃଦ୍ଧି କରିପାରିନାହିଁ । ୨୦୦୦-୦୧ ବର୍ଷରେ ରାଜ୍ୟରେ ୪୬୧୩ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହୋଇଥିବାବେଳେ ୨୦୧୯-୨୦ ବେଳକୁ ଏହା ୯୭୫୫ ଲକ୍ଷ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି...
କୋଭିଡ ରୋଗୀଙ୍କର ହେବ ଯକ୍ଷ୍ମା ପରୀକ୍ଷା
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସବୁ କୋଭିଡ ଆକ୍ରାନ୍ତଙ୍କ ଯକ୍ଷ୍ମା ପରୀକ୍ଷା ଏବଂ ସବୁ ଟିବି ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଘଟଣା ପ୍ରତି ତୀକ୍ଷ୍ମ ନଜର ରଖିବା ସହ ଯଦି କୌଣସି ଘଟଣା ନଜରକୁ ଆସେ ତାହାର ତଥ୍ୟ ଅଗଷ୍ଟ ମାସ ଆରମ୍ଭ ସୁଦ୍ଧା ଜଣାଇବାକୁ କୁହାଯାଇଛି । ଏହା ବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବହୁବିଧ ମାର୍ଗଦର୍ଶିକା ଓ...
Will Naveen Expand Ministry?
Bhubaneswar: Whenever there is a murmur in Delhi, it resounds across the country. A similar political development is now being seen in Odisha after Prime Minister Narendra Modi reshuffled and expanded his Council of Ministers. The Modi ministry’s expansion has started producing an echo in the state as the ruling party lawmakers in Odisha have started expecting a similar...
ଅବଢା ଯୋଜନା ପାଇଁ ରୟାଲିଟି ଛାଡ
ଭୁବନେଶ୍ୱର : ଅବଢା ଯୋଜନା ଅର୍ନ୍ତଗତ ପ୍ରକଳ୍ପର କାର୍ଯ୍ୟକୁ ସହଜ କରିବାପାଇଁ ଏଥିପାଇଁ ସଂରକ୍ଷିତ ଖଣିରୁ ବାହାର କରାଯାଉଥିବା ଖଣିଜ ପଦାର୍ଥ (ଖଣ୍ଡାଲାଇଟ୍) ଉପରୁ ରୟାଲିଟି ଛାଡ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଅବଢା ଯୋଜନା ଅର୍ନ୍ତଗତ ପ୍ରକଳ୍ପ ମାଧ୍ୟମରେ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ...









