ଖରିଫ ପାଇଁ ସାର ଯୋଗାଅ
ଭୁବନେଶ୍ୱର: ଖରିଫ ଋତୁରେ ଚାଷୀଙ୍କୁ ସାର ଯୋଗାଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଆଜି କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଏ ସମ୍ପର୍କରେ କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡାଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି । ଏପ୍ରିଲ୍ -୨୦୨୧ ମାସରେ ଆବଣ୍ଟନ ଅନୁଯାୟୀ ସାର ବିଭାଗ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେଇଛି । ତେବେ, ମେ ଏବଂ ଜୁନ୍ -୨୦୨୧ ମାସରେ,...
III Wave Intensity Less Likely; Experts
Bhubaneswar: The possible third wave of Covid-19 pandemic is likely to cause less impact than the second wave, senior Health officials said here on Monday. Speaking to reporters here, Public Health Director Niranjan Mishra said, “So far there is no strong information about the occurrence of third wave of Covid-19. However, many scientists have opinioned about it and some countries...
RD Defers Tender Process
Bhubaneswar: In view of restrictions imposed due to Covid-19 situation, the Rural Development Department has postponed all tender process scheduled till June 30. The Engineer-in-Chief, Rural Works Monday informed all Superintending Engineers and Exertive Engineers about the decision of the Department. The decision was taken by Additional Chief Secretary (ACS), Rural Development, PK Jena after receiving a representation from the All...
Odisha Asks For Fertilizer Supply
Bhubaneswar: To ensure smooth supply of fertilizers to farmers during ensuing Kharif season, the State Government on Monday urged Centre to supply the entire allocated quantity of fertilizers to Odisha during the crop season. State Agriculture and Farmers' Empowerment Minister Arun Kumar Sahoo has written to Union Minister for Chemicals and Fertilizers, DV Sadananda Gowda, in this regard. The Department of...
Covid Dips To Fresh Low
Bhubaneswar: The daily Covid-19 in Odisha dipped to a fresh low with reporting 3,031 cases on Monday. However, the fatalities continue to remain high at 43. Out of the new cases, 1738 newly infected persons were detected from quarantine centres while 1293 were local contacts. As many as 61,000 samples were tested in the state during the last 24 hours...
କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପଦକ୍ଷେପ
ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକରୁ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପି.ଏମ୍.ଏଫ୍.ଏମ୍.ଇ. ରାଜ୍ୟ କୋର୍ଗ୍ରୁପ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ପ୍ରାରମ୍ଭରେ ଆଇଏମ୍ଇଡିଏଫ୍ର ସତ୍ତ୍ୱାଧିକାରୀ ରମଣ ଥାପର ମୟୂରଭଞ୍ଜ ଜିଲ୍ଲାର ମୋହନପୁର ମ୍ୟାଜିକ୍ ମିଲେଟ୍ କ୍ଲଷ୍ଟରର ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ପ୍ରକଳ୍ପଟିରେ ୪୩୦.୫୭ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବାବେଳେ ସମୁଦାୟ ୯୮୦...
ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନର ୩ଟି ୱେବସାଇଟ୍
ଭୁବନେଶ୍ୱର : ରାଜ୍ୟରେ ନକଲି ଔଷଧ ଧରାପଡିବା ପରେ ଏବେ ଔଷଧ ତଦାରଖ ଦାୟିତ୍ୱରେ ଥିବା ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନର ତିନି ପ୍ରକାର ୱେବସାଇଟ୍ ରହିଥିବା ନଜରକୁ ଆସିଛି । ପ୍ରତ୍ୟେକ ୱେବସାଇଟ୍ର ଚିତ୍ର ଓ ତଥ୍ୟ ଭିନ୍ନ ଭିନ୍ନ ହୋଇଥିବାରୁ ଏହାକୁ ନେଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକେ ଅଡୁଆରେ ପଡୁଛନ୍ତି । ରାଜ୍ୟ ସରକାରଙ୍କ ପୋର୍ଟାଲରେ ଥିବା ସ୍ୱାସ୍ଥ୍ୟ ବିଭାଗ ପେଜ୍ରେ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ଗୋଟିଏ ୱେବସାଇଟ୍ ଲିଙ୍କ୍ ରହିଛି । ଏଥିରେ ସୂଚନାକୁ ଅପଡେଟ୍ କରାଯାଉ ନାହିଁ...
କରୋନାର ଝଡ ପୂର୍ବର ନିରବତା
ଭୁବନେଶ୍ୱର : କରୋନାର ତୃତୀୟ ଲହର ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଆସିବା ସମ୍ଭାବନା ଅଧିକ । ଦ୍ୱିତୀୟ ଲହରରେ ଦେଖା ଦେଇଥିବା କରୋନାର ଡେଲଟା + ଭାରିଆଣ୍ଟ ଏବେ ଦୁର୍ବଳ ହେଉଥିବାବେଳେ ଝଡ ପୂର୍ବର ନିରବତା ଭଳି କିଛିଦିନ ଶୋଇ ରହି ପୁଣି ତାହାର ଭୟଙ୍କର କରାମତି ଦେଖାଇବାକୁ ଯାଉଛି । ଏଭଳି ସୂଚନା ଦେଇଛନ୍ତି କରୋନା ଉପରେ ପ୍ରାୟ ଦେଢବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ଗବେଷଣା କରୁଥିବା ଓଡିଆ ବୈଜ୍ଞାନିକ ଡକ୍ଟର ସ୍ୱୟଂପ୍ରକାଶ । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର...
Poor CD Ratio Worry Hits State
Bhubaneswar:While Covid-19 Pandemic situation posing serious economic stress in the State, reluctance of the Bankers to provide much needed credit support to the people engaged in Industry, Trade and Business has come as a double whammy. Though the Reserve Bank of India is harping on extension of more credit facilities for the people, banks are extending less credit facilities in...
SJTA Issues Jatra Schedule
Puri: The Shree Jagannath Temple Administration (SJTA) on Sunday issued a detailed schedule for conduct of all the rituals associated with Snana Purnima, Shree Gundicha Jatra, Bahuda, Niladri Bije, Suna Besha and Adhar Pana. The timings were finalised at a meeting held between SJTA, Puri District Administration and Chhattisa Nijog on Sunday. “All arrangements will be made keeping in mind the...










