ରଥଯାତ୍ରା ପାଇଁ ସମୟ ନିର୍ଘଣ୍ଟ
ପୁରୀ : ଆସନ୍ତା ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଓ ୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାହୁଡା ଯାତ୍ରା ଲାଗି ଆଜି ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏହା ସ୍ଥିରୀକୃତ ହୋଇଥିବା ସୂଚନା ଦିଆଯାଇଛି । ଧାର୍ଯ୍ୟ ହୋଇଥିବା ନୀତି ଅନୁଯାୟୀ ଶ୍ରୀଗୁଣ୍ଡିଚା ଦିନ ଭୋର ୪.୩୦ରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତୀ ହେବ । ଏହାପରେ ସକାଳ ୫ଟାରେ ମଇଲମ, ତଡପଲାଗି ଓ ରୋଷହୋମ, ୫.୩୦ରେ ଅବକାଶ,...
୧୭ପ୍ରତିଶତ ଲୋକ ଯୋଗ ପ୍ରତି ଆଗ୍ରହୀ
ଭୁବନେଶ୍ୱର : ରାଜଧାନୀରେ ମାତ୍ର ୧୭ ପ୍ରତିଶତ ଲୋକ 'ଆସନ', 'ପ୍ରାଣାୟାମ ' ବା 'ଧ୍ୟାନ' କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି | ଡ଼ଃ ସତ୍ୟଜିତ ମହାନ୍ତି, ଡ଼ଃ ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡ଼ଃ ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ଵାରା ଭୁବନେଶ୍ୱରର ୧୨୦୦ ରୁ ଅଧିକ ଲୋକଙ୍କୁ...
Yoga Gets 17 % Response In Capital City
Bhubaneswar: In spite of the worldwide focus on yoga, included as an useful alternative to physical activity for all age groups in India with the potential to prevent non-communicable diseases, it has yet to find wide acceptance among the urban population, a recent study has revealed. A mere 17 per cent of people in Bhubaneswar city practiced either ‘asana’ or...
Ashirbad For Covid Orphan
Bhubaneswar: On Father’s Day, Chief Minister Naveen Patnaik has announced the Ashirbad Scheme, under which his Government will provide monthly financial assistance to the children orphaned due to Covid-19 pandemic. The Chief Minister said that the State Government is committed to providing a safe environment for the overall development of these children who need special care of the society. The Ashirbad...
ଦିନକୁ ୩ଲକ୍ଷ ଟିକା
ଭୁବନେଶ୍ୱର: ଆସନ୍ତାକାଲି ଠାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମାଗଣା ଟିକା ଯୋଗାଇବାକୁ ଯାଉଥିବାରୁ ରାଜ୍ୟ ସରକାର ପ୍ରତିଦିନ ୩ ଲକ୍ଷ ଡୋଜ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ରବିବାର ଦିନ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ଓ ଏବଂ ପିଏଚଓ) ମାନଙ୍କୁ ସେହି ଅନୁଯାୟୀ ଯୋଜନା କରିବାକୁ ଏବଂ ନିଜ ଜିଲ୍ଲା ପାଇଁ ଧାର୍ଯ୍ୟ...
ଅସହାୟ ଶିଶୁଙ୍କ ପାଇଁ “ଆଶୀର୍ବାଦ” ଯୋଜନା
ଭୁବନେଶ୍ୱର : ଗତ ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା ,ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା “ଆଶୀର୍ବାଦ “ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ।ବାପା ,ମା ଉଭୟଙ୍କୁ ହରାଇ ଥିବା ପିଲା ଜଣେ ଅଭିଭାବକଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନ କାରୀ...
State Targets 3 Lakh Vax Doses Per Day
Bhubaneswar: With the Centre going to supply free vaccines to States from tomorrow, the State Government has set an ambitious target to vaccinate 3 lakh doses each day. Additional Chief Secretary, Health & Family Welfare, PK Mohapatra on Sunday asked all District Collectors, Municipal Commissioners and Chief District Medical and Public Health Officers (CDM & PHOs) to plan accordingly and...
India Spent 2386 Cr For Oral Cancer Treatment
Mumbai: According to the World Health Organization (WHO), cancer is the second leading cause of death globally, with approximately 70% cancer cases occurring in low and middle-income countries. India’s cancer scenario is burdened with oral cavity cancer being the most common among men. In fact, India accounted for almost a third of the global incidence in 2020. Dr RA Badwe,...
ଆଉ ୪୦ ଜୀବନ ନେଲା କରୋନା
ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୪୦ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କୁ ମିଶାଇ ମୋଟ୍ ମୃତ୍ୟୁସଂଖ୍ୟା ୩୫୯୦ରେ ପହଞ୍ଚି ଥିବାବେଳେ ନୂଆ ତାଲିକାରେ କଟକ ଓ ବରଗଡରୁ ସର୍ବାଧିକ ୫ଜଣ କରି ରହିଛନ୍ତି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ କୋରାପୁଟ, ମୟୁରଭଞ୍ଜ ଓ ରାୟଗଡାରୁ ୪ଜଣ କରି ମୃତ୍ୟୁବରଣ କରିଥିବାବେଳେ ଖୋରଧା, ଝାରସୁଗୁଡା ଓ ଗଞ୍ଜାମରୁ ୩ଜଣ କରି, ବଲାଙ୍ଗିର,ପୁରୀ ଓ ସୁନ୍ଦରଗଡରୁ ୨ଜଣ କରି ମରିଥିବାବେଳେ ନୟାଗଡ, ମାଲକାନଗିରି ଓ ଅନୁଗୁଳରେ ଜଣେ କରି ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ...
ଚାଲି ଗଲେ ତପୁ ମିଶ୍ର
ଭୁବନେଶ୍ୱର: ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ତପୁ ଆଉ ଇହ ଜଗତରେ ନାହାନ୍ତି । ଆଜି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ପରବର୍ତ୍ତୀ ଚିକିତ୍ସା ଲାଗି ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେଇଥିଲା । ଗତ ମାସ ୨୦ ତାରିଖରେ ତପୁ ଡାକ୍ତରଖାନାରେ ଭତ୍ତି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସେ ଭେଣ୍ଟି ଲେଟରକୁ ଚାଲିଯାଇଥିଲେ । ତେବେ ଗତ ତିନି ଚାରି ଦିନ ଧରି ତାଙ୍କ ସ୍ୱାସ୍ଥାବସ୍ଥା...









