ମରାମତିରେ କାମ ଚାଲିଛି

ଭୁବନେଶ୍ୱର : ଶକ୍ତି ସଞ୍ଚୟ ପାଇଁ ସରକାର ବିଭିନ୍ନ ପନ୍ଥା ଆପଣଉ ଥିବାବେଳେ ପୂର୍ତ୍ତ ବିଭାଗ ଅଧିନରେ ଥିବା ସରକାରୀ କ୍ୱାଟର୍ସ ଓ ଦପ୍ତରଗୁଡିକରେ କିନ୍ତୁ ଅଧିକ ବିଦ୍ୟୁତ୍‍ ଖର୍ଚ୍ଚ ହେଉଥିବା ଅତି ପୁରୁଣା କାଳିଆ ପଙ୍ଖା ବ୍ୟବହାର ହେଉଛି । ଏପରିକି ୧୫/୨୦ବର୍ଷର ପୁରୁଣା ପଙ୍ଖାକୁ ନବଦଳାଇ ତାହାକୁ ବାରମ୍ବାର ମରାମତି କରି କର୍ତ୍ତୃପକ୍ଷ କାମ ଚଳାଇ ଦେଉଛନ୍ତି । ସମସ୍ତ ସରକାରୀ କ୍ୱାଟର୍ସରେ ବିଦ୍ୟୁତ୍‍ ସାମଗ୍ରୀ ଲଗାଇବା ସହିତ ପ୍ରତି କୋଠରୀକୁ ପଙ୍ଖା ଯୋଗାଣ ହୋଇଥାଏ । ପୂର୍ବରୁ ଏହି କାର୍ଯ୍ୟ...

A Bindass Brother !

0

Bhubaneswar: As people know Manoranjan Mohapatra, for never saying “No” to anything in this world, appears to have also failed to refuse the Heavenly Call. At an early age, Manoranjan made his journey to Heavenly Abode leaving many in tears. In life, he could not say no to anything and at the end also he failed to displease the killer "COVID-19"...

Task Force On Oxygen Security Drive

Bhubaneswar: In anticipation that Oxygen production, filling, transportation and overall logistics management would be highly critical for the treatment of COVID- 19 affected patients during Cyclone Yaas, the State Task Force for oxygen management took up special proactive initiatives especially in the affected districts of Balasore, Bhadrak and Mayurbhanj. While Task Force Chief Asit Tripathy was leading the process, Principal...

Sethi Takes I&PR Director Charge

0

Bhubaneswar: Veteran Odisha Information Service (OIS) Officer Niranjan Sethi has taken over as Director Information & Public Relations.  He succeeds KS Mishra who superannuated on Monday.  Notably, Mr.Sethi has huge experience in the Department of Information & Public Relations.     Mr.Sethi who is now continuing as the Technical Director of the Department of I&PR has worked in many important departments of the State...

Mohapatra Takes CBDT Chief Charge

New Delhi: The Finance Ministry on Monday said Jagannath Bidyadhar Mohapatra, Member, CBDT, has been given the additional charge of Chairman of the Central Board of Direct Taxes(CBDT) for three months.The extended tenure of the incumbent chairman Pramod Chandra Mody ended on 31 May.  In February, he was given third extension till 31 May. Mr.Mody, a 1982-batch Indian Revenue Service (IRS)...

ବିଦ୍ୟାଳୟ ପୁଷ୍ଟି ବଗିଚାକୁ ଗୁରୁତ୍ୱ

ଭୁବନେଶ୍ୱର : ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟିର ୧୮ତମ ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଗତବର୍ଷର ମହାମାରୀ ସମୟରେ ସମସ୍ତ ବାଧା ସତ୍ତେ୍ୱ ମଧ୍ୟାହ୍ନ ଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ତାହା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ଲାଭାର୍ଥୀଙ୍କୁ ସେମାନଙ୍କ...

ବହୁ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ତମାଖୁ

0

ଭୁବନେଶ୍ୱର : ତମାଖୁ ବ୍ୟବହାର ଯୋଗୁଁ ବିଭିନ୍ନ ପ୍ରକାରର ପ୍ରାଣଘାତୀ ରୋଗ ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ଯଥା କର୍କଟ, ହୃଦ ରୋଗ, ଯକ୍ଷ୍ମା, ଆଖି ସମସ୍ୟା ଓ ମଧୁମେହ ଆଦି ହୋଇଥାଏ । ତେବେ ବ୍ୟାପକ ଜନସଚେତନତା ଓ ଠିକଣା ଶିକ୍ଷା ପ୍ରଦାନ ଦ୍ୱାରା ଲୋକଙ୍କୁ ଏହା କବଳରୁ ରକ୍ଷା କରାଯାଇ ପାରିବ । ଆଜି ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍‌) ଓ ରୋଟାରୀ କ୍ଲବ୍ ୟୁନିକ୍‌, ଭୁବନେଶ୍ୱରର ସହଯୋଗରେ ଆୟୋଜିତ ଭର୍ଚୁଆଲ ଉତ୍ସବରେ ବରିଷ୍ଠ ଚିକିତ୍ସକ,...

ନବରଙ୍ଗପୁରରେ ଖୁବ୍ ଶୀଘ୍ର ଆର.ଟି.ପି.ସି.ଆର ମେସିନ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କରେ କ୍ଷେତ୍ର ସ୍ତରୀୟ ସମୀକ୍ଷା କରିଥିଲେ। ମୁଖ୍ୟ ଶାସନ ସଚିବ ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତିର ଅନୁଧ୍ୟାନ...

ନିରଞ୍ଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର : ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଆଜି ନିର୍ଦ୍ଦେଶକ ଦାୟିତ୍ୱ ଗହଣ କରିଛନ୍ତି । ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ହେବା ପର୍ଯ୍ୟନ୍ତ ଶ୍ରୀ ସେଠୀ ଏହି ଦାୟିତ୍ୱ ତୁଲାଇବେ । ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଜି ଅବସର ଗ୍ରହଣ କରିଥିବାବେଳେ ଶ୍ରୀ ତାଙ୍କ ସ୍ଥାନରେ ଦାୟିତ୍ୱରେ ତୁଲାଇବେ । ଆଜି ଏହି ମର୍ମରେ ବିଭଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଶ୍ରୀ ସେଠୀଙ୍କର ଦୀର୍ଘ ବର୍ଷ ଧରି ଏହି ବିଭାଗୀୟ...

୪ଟି ଜିଲ୍ଲାରେ ଫସଲର ବିବିଧକରଣ

ଭୁବନେଶ୍ୱର : ରାଜ୍ୟ ସରକାର କୃଷକମାନଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧକରଣ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଉତ୍ପାଦନ ବୃଦ୍ଧି ସହିତ କୃଷିର ଅଭିବୃଦ୍ଧି ଏବଂ ରାଜ୍ୟର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଫସଲର ବିବିଧକରଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଚାଷୀମାନଙ୍କୁ ଫସଲର ବିବିଧକରଣ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି । ଫସଲର ବିବିଧକରଣ କରାଯାଇ ଅଣଧାନ ଚାଷ ଯଥା: ଡାଲି, ତୈଳବୀଜ, କପା, ମକା...