ଗ୍ରାମାଞ୍ଚଳ ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ

ଭୁବନେଶ୍ୱର : ପୌରସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସହିତ ପୌରସଂସ୍ଥା ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକୀୟ ଭିତ୍ତିଭୂମି ବ୍ୟବହାର କରି ଗାଁ ଗୁଡିକର ସଠିକ ମଳ ପରିଚାଳନା ଏବଂ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ, ମିଳିତଭାବେ ଜାରି ଏକ ନିର୍ଦେଶାବଳୀ ମାଧ୍ୟମରେ ସବୁ ଜିଲ୍ଲାର...

କୋରାପୁଟରେ ହେବ ଦୁଇଟି ନୂଆ ଅକ୍ସିଜେନ୍ ପ୍ଲାଣ୍ଟ୍

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋରାପୁଟ୍ ଜିଲ୍ଲା ପରିଦର୍ଶନ କରି ସେଠାରେ କୋଭିଡ୍ ପରିଚାଳନା ସ୍ଥିତିର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ । ଜୟପୁରରେ ପହଞ୍ଚିବା ପରେ ପରେ ଶ୍ରୀ ମହାପାତ୍ର କୋରାପୁଟ ଜିଲ୍ଲାପାଳ ଅବ୍ଦଲ ଅଖତାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଉପଲବ୍ଧ...

OSL Supports Odisha Oxygen Security Move

Bhubaneswar: Country's Premier Logistic Service Provider, Orissa Stevedores Limited (OSL) is extending its support for Oxygen Security endeavor of the Odisha Government.In a major step towards ensuring fully logistic support to the Odisha Government, Orissa Stevedores Limited (OSL) carried out the Customs and Airport clearances of a special cargo flight carrying the consignment of 1300 medical grade oxygen cylinders...

କୋଭିଡ୍ ବିରୁଦ୍ଧରେ ଓଏସ୍‌ଏଲ ର ଲଢ଼େଇ ଜାରି

0

ଭୁବନେଶ୍ୱର : କରୋନା ବିରୋଧି ଲଢେଇରେ ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ତାହାର ଉଦ୍ୟମ ଅବ୍ୟାହତ ରଖିଛି । ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନ୍ରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ମେଡିକାଲ୍ ଉପଯୋଗୀ ସାମଗ୍ରୀଗୁଡ଼ିକ ବହନ କରି ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରେ ୩୦ ମଇରେ ଅବତରଣ କରିଥିବା ଏକ ସ୍ୱତନ୍ତ୍ର କାର୍ଗୋ ବିମାନର କଷ୍ଟମ ଏବଂ ଏୟାରପୋର୍ଟ କ୍ଲିୟରାନ୍ସ କାର୍ଯ୍ୟ ସମ୍ପାଦନ କରିଛି । ଓଏସ୍‌ଏଲ୍...

ଗରିବଙ୍କ ପାଇଁ ପ୍ୟାକେଜ ଘୋଷଣା କର

0
Rabi Behera

ଭୁବନେଶ୍ୱର : କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟରେ ଜାରି ଲକଡାଉନ୍‍ ଓ ସଟ୍‍ଡାଉନ ପ୍ରଭାବରେ ଗରିବ, ଖଟିଖିଆ ଓ ଦିନ ମଜୁରୀଆମାନଙ୍କ ଜୀବନ ଜୀବିକା ଘୋର ପ୍ରଭାବିତ ହୋଇଛି । ଅନେକ ଏବେ ଅନାହାରରେ ରହିବାକୁ ବାଧ୍ୟ ହେଉଛନ୍ତି । ମହାମାରୀ ନିୟନ୍ତ୍ରଣ ପାଇଁ ସମାଜବାଦୀ ପାର୍ଟି ଏଭଳି କଟକଣାକୁ ସମର୍ଥନ କରୁଥିବାବେଳେ ତୁରନ୍ତ ଗରିବ ଲୋକଙ୍କ ପାଇଁ ପ୍ୟାକେଜ ଘୋଷଣା କରିବାକୁ ଦଳର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ...

Positivity Reduces In Nabarangpur

0

Nabarangpur: Chief Secretary Suresh Chandra Mahapatra and Additional Chief Secretary Health Pradipta Kumar Mohapatra visited Nabarangpur district today to review ground level situation on COVID-19 Management. ACS Health & FW Mr.Mohapatra and went around the Hospitals and talked to Doctors, Nursing Officers and took stock of situation. Mr.Mohapatra made a detailed review and advised the District Collector on Vaccination Management and...

ପଲିଥିନ୍‍ ଆସୁଛି କେଉଁଠୁ ?

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ଦୋକାନ ବଜାର ଅଳ୍ପ ସମୟ ପାଇଁ ଖୋଲୁଥିଲେ ମଧ୍ୟ ବଜାରରେ ଏବେ ପଲିଥିନ୍‍ ଓ ଅନ୍ୟାନ୍ୟ ଜରିମୁଣା ହାଉଜାଉ । କଟକଣା ସମୟରେ ଏତେ ପରିମାଣରେ ପଲିଥିନ୍‍ କେଉଁଠୁ ଆସୁଛି ତାହା ବଡ ପ୍ରଶ୍ନ ହୋଇଥିବାବେଳେ ଏହା ଉପରେ ତୁରନ୍ତ କଟକଣା ନଲଗାଇଲେ ମୌସୁମୀ ଆଗମନ ସହିତ ଏହା ସହରର ବିଭିନ୍ନ ନାଳ ନର୍ଦ୍ଦମା ଜାମ୍‍ କରି ଜଳବନ୍ଦୀ ଅବସ୍ଥା ସୃଷ୍ଟି କରିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ୨୦୧୯ ଅକ୍ଟୋବର ୨ତାରିଖରୁ ପଲିଥିନ୍‍ ଉପରେ କଡା...

କରୋନା ପରେ ଗାନ୍ଧୀ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : କରୋନା ସଂକ୍ରମଣ ଲାଗି ରହିଥିବାରୁ ଓଡିଶାକୁ ମହତ୍ମାଗାନ୍ଧୀଙ୍କ ପ୍ରଥମ ଆଗମନର ଶତବାର୍ଷିକୀ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । କରୋନା କବଳରୁ ମୁକ୍ତ ହେବାପରେ ସରକାରୀ ଓ ବେସରକାରୀ ସ୍ତରରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କର ପ୍ରଥମ ସପ୍ତାହବ୍ୟାପି ଓଡିଶାଗସ୍ତ ହୋଇଥିଲା । ଏହି ଗସ୍ତ ଅବସରରେ ସେ କଟକ, ଭଦ୍ରକ, ସାକ୍ଷୀଗୋପାଳ, ପୁରୀ ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ଏହି...

Vax for 18-44 Age Group On Priority

0

Bhubaneswar: Odisha Government has decided to vaccinate people in the age group of 18 to 44, for Covid-19 in 5 Municipal Corporations and Headquarters of 6 districts on priority basis. Additional Chief Secretary, Health & Family Welfare, Pradipta Kumar Mohapatra Sunday informed that the vaccination of this age group will be prioritized in Bhubaneswar, Sambalpur, Berhampur, Rourkela, and Cuttack municipal...

Lock Down Till 17 June

Bhubaneswar: Odisha Government Sunday announced further extension of the lockdown till 5 AM of 17 June along with the on-going weekend shutdowns across the state. However there will be some relaxation in 3 districts, officials say. Chief Secretary S C Mohapatra announced here. He said the second phase of the lockdown was scheduled to be completed at 5 AM of...