Celestial Shifts; Stormy Skies

0

Bhubaneswar: The release of the new Odia Panji for the year 2026-27 on the occasion of Maha Vishuba Pana Sankranti has brought a series of significant astrological forecasts for the state of Odisha. As families across the state transition to the new lunar cycle, prominent almanacs including Kohinoor, Radharaman, and Biraja have outlined a year marked by both progress...

Pankaj Mohanty; New Chief ASSOCHAM Odisha

0

Bhubaneswar: The Associated Chambers of Commerce and Industry of India (ASSOCHAM) has officially announced the appointment of Shri Pankaj Lochan Mohanty as the Chairman of its Odisha State Development Council. Shri Mohanty who serves as the Chairman and Managing Director of the MGM Group of Industries is widely recognized as a visionary captain of industry with a proven track...

ରେଳଗାଡିରେ ବେଧଡକ ଜଙ୍କ୍‍ଫୁଡ୍‍ ବିକ୍ରି

ଭୁବନେଶ୍ୱର : ଜଙ୍କ୍‍ଫୁଡ୍‍ ଠାରୁ ଛୋଟ ଛୋଟ ପିଳାଙ୍କୁ ଦୂରେଇ ରଖିବାପାଇଁ ସବୁ ସ୍ତରରେ ପରାମର୍ଶ ଦିଆଯାଉଥିବାବେଳେ ରେଳଗାଡିଗୁଡିକରେ କିନ୍ତୁ ପିଲାଏ କିଭଳି ଜଙ୍କ୍‍ଫୁଡ୍‍ ସହଜରେ ପାଇ ଖାଇବେ ତାହାର ସମସ୍ତ ବ୍ୟବସ୍ଥା ହୋଇଛି । ଖୋଦ୍‍ ଆଇଆରସିଟିସିର ଖାଦ୍ୟ ବିକ୍ରେତାମାନେ ଏକାଧିକ କିସମର ଜଙ୍କ୍‍ଫୁଡ୍‍ ରେଳଡବାରେ ବିକ୍ରି କରୁଥିବାରୁ ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମେସ୍ତ ଏହାକୁ ଚୋବାଉଛନ୍ତି । ରେଳଗାଡିଗୁଡିକରେ ଏବେ ଖାଦ୍ୟ ଯୋଗାଣର ଦାୟିତ୍ୱ ରହିଛି ଆଇଆରସିଟିସି ହାତରେ । ଏହାର କର୍ମଚାରୀମାନେ ରେଳଗାଡି ଭିତରେ ପାଣି, ଚା’,...

ବଦଳି ସୁପାରିସକୁ ନେତାଙ୍କ ଡର

ଭୁବନେଶ୍ୱର : ବିଧାୟକ ଓ ସାଂସଦମାନଙ୍କ ସୁପାରିସରେ କରାଯାଉଥିବା ଶିକ୍ଷକ ବଦଳିକୁ ହାଇକୋର୍ଟ ବେଆଇନ୍‍ ଘୋଷଣା କରିସାରିଥିବା ପରିପ୍ରେକ୍ଷୀରେ ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ବଦଳି ଲାଗି ସୁପାରିସ କରିବା ପାଇଁ କେତେକ ବିଧାୟକ ରୋକଠୋକ୍‍ ଭାବେ ମନା କରିଦେଇଛନ୍ତି । ଶିକ୍ଷକ ବଦଳି ପ୍ରସଂଗରେ ହାଇକୋର୍ଟ ଯେଭଳି ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି ତାହାକୁ ଆଖି ଆଗରେ ରଖି ଅନ୍ୟ କୌଣସି କର୍ମଚାରୀଙ୍କ ବଦଳି ପାଇଁ ସୁପାରିସ କରିବା ପୂର୍ବରୁ ରାଜନୈତିକ ନେତାମାନଙ୍କୁ ଶତାଧିକ ବାର ଚିନ୍ତା କରିବାକୁ ପଡୁଛି ।...

BOP Celebrates Odia New Year

0

Bhubaneswar: Biswa Odia Parivar(BOP) organized a vibrant celebration of Pana Sankranti and the Odia New Year at the Khandagiri Community Center in Bhubaneswar today. The event served as a platform to honor Odia heritage and discuss future initiatives aimed at strengthening the community's global identity. Shri Sajjan Sharma, Chairman of the organization, presided over the assembly and outlined the strategic...

ରାଜଧାନୀରେ ନିର୍ମାଣ ହେବ ଆମ୍ବେଦକର ଭବନ

0

ଭୁବନେଶ୍ୱର : ଆମ୍ବେଦକର କେବଳ ଏକ ନାମ ନୁହେଁ, ଏହାଏକ ବିଚାରଧାରା, ଯାହା ସମାନତାର ପଥ ପ୍ରଦର୍ଶନ କରେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ଯେ ଭୁବନେଶ୍ୱର ଖାରବେଳ ନଗର ଠାରେ ଆମ୍ବେଦକର ଭବନ ନିର୍ମାଣ ହେବ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ଏହାର ଡିପିଆର ପ୍ରସ୍ତୁତ କରିବାକୁ...

Ambedkar Jayanti Celebrated

0

Bhubaneswar: Odisha observed the birth anniversary of Bharat Ratna Dr. Bhimrao Ramji Ambedkar with profound reverence today, honoring the primary architect of the Indian Constitution and a towering visionary of social reform. The city resonated with tributes to the man whose life was dedicated to the pursuit of equality, justice, and the fundamental rights of every citizen. Speakers at...

୧୯ ସଂସ୍ଥାର ନାହିଁ ପ୍ରଦୂଷଣ ପ୍ରମାଣପତ୍ର

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା ସମୟରେ ପ୍ରଦୂଷଣ ନିୟନ୍ତ୍ରଣକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ପ୍ରଦୂଷଣ ଅନୁମତି ପାଇଲାପରେ ହିଁ ଶିଳ୍ପ ପ୍ରତିଷ୍ଠା ହୋଇଥାଏ । ତେବେ ରାଜ୍ୟରେ ୧୯ଟି ଶିଳ୍ପସଂସ୍ଥା ବିନା ପ୍ରଦୂଷଣ ସମ୍ମତିପତ୍ରରେ କାରଖାନା ଚଳାଇଥିବାବେଳେ ଏମାନଙ୍କ ମଧ୍ୟରେ ସରକାରଙ୍କ ନିୟନ୍ତ୍ରଣାଧିନ ଓମଫେଡ୍‍ ବି ରହିଛି । କୋରାପୁଟ ଜିଲ୍ଲାର ଜୟପୁର ଠାରେ ଥିବା ଓମଫେଡ୍‍ କାରଖାନା ପ୍ରଦୂଷଣ ନିୟନ୍ତ୍ରଣ ସମ୍ମତିପତ୍ର ବିନା ଚାଲୁଛି । ତୁରନ୍ତ ଏ ସଂକ୍ରାନ୍ତୀୟ ସମ୍ମତିପତ୍ର ହାସଲ ପାଇଁ ଓମଫେଡ୍‍କୁ ପତ୍ର ଲେଖାଯାଇଛି । ସେହିଭଳି ବିନା ପ୍ରମାଣପତ୍ରରେ...

ଛତିଶଗଡ ରଖିଛି ୬୭% ଅଧିକ ଜଳ

ଭୁବନେଶ୍ୱର : ମହାନଦୀର ଶାଖାନଦୀଗୁଡିକ ଏବେ ଶୁଖିଲା ପଡିଥିବାବେଳେ ଛତିଶଗଡର କଲମା ଜଳଭଣ୍ଡାରରେ ଜଳଧାରଣ କ୍ଷମତାର ୬୭ ପ୍ରତିଶତରୁ ଅଧିକ ପାଣି ଜମାହୋଇ ରହିଛି । ସେଠାରେ ଥିବା ଜଳ ନିଷ୍କାସନ ଫାଟକଗୁଡିକରୁ ଗୋଟିଏ ହେଲେ ଛତିଶଗଡ ଖୋଲୁନାହିଁ । ମହାନଦୀର ବର୍ତ୍ତମାନ ଓ ଭବିଷ୍ୟତ ସଂକ୍ରାନ୍ତରେ ଏଠାରେ ଆୟୋଜିତ ଏକ କର୍ମଶାଳାରେ ଏଭଳି ସୂଚନା ଦେଇଛନ୍ତି ଇଞ୍ଜିନିୟର ଆଶୁତୋଷ ଦାଶ । ସେ ଆଶଙ୍କାବ୍ୟକ୍ତ କରିଛନ୍ତି ଯେ ଉପରମୁଣ୍ଡରେ ବର୍ଷା ହେଲେ ଛତିଶଗଡର ଜଳଭଣ୍ଡାର ଏକାବେଳକେ ଅଧିକ ଜଳ ନିଷ୍କାସନ ଫାଟକ ଖୋଲିଲେ...

Singh Deo Joins Cambridge Program

0

Cambridge, UK – Shrimati Meghna Singh Deo, a visionary educationist and Chairperson of Ekamra Vatika in Odisha, begins her participation in the prestigious Classroom 2030 programme at the University of Cambridge. Program started from 13 April will continue till 17 April 2026, this senior-level initiative is hosted by the Digital Education Futures Initiative (DEFI) at Hughes Hall, a historic...