DM Fast Tracks Infra
Sambalpur: District Administration of Sambalpur is fast tracking infrastructure development in the District. The inspection led by District Magistrate Shri Siddheshwar Baliram Bondar marks a significant step toward streamlining public works in the Sambalpur region. The site visit by District Magistrate Shri Siddheshwar Baliram Bondar, alongside SP Shri Mukesh Bhamoo and SE Shri Bibhu Prasad Lenka, highlights a proactive approach...
Shah Empowers Bharat Taxi Sarathis
New Delhi: Union Home Minister and Minister of Cooperation Shri Amit Shah recently held a landmark interaction in New Delhi with the drivers of Bharat Taxi, whom he officially designated as Sarathis. During the event, Shah announced a paradigm shift in the transport sector, asserting that the labor force behind the wheels should be the true owners and beneficiaries...
Cops Neutralize Two Top Maoists
Phulbani: In a major breakthrough in the ongoing anti-insurgency drive, security forces eliminated two dreaded Maoists during a fierce exchange of fire in the Karada forest area of Kandhamal district on Sunday. Additional Director General of Police for Anti-Naxal Operations, Shri Sanjeeb Panda, confirmed the success, identifying the deceased as Jagesh and Ratna, both of whom were key cadres...
ଆସିବ ଅଧିକ ଇ-ବସ
ଭୁବନେଶ୍ୱର : ବଜେଟରେ ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ-ବସ୍ ସେବା...
ରାଜ୍ୟସଭା ପାଇଁ ଆଶାୟୀଙ୍କ ତାଲିକା ଲମ୍ବୁଛି
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ କାର୍ଯ୍ୟନିର୍ଘଣ୍ଟ ଘୋଷଣା ସରିଥିବାବେଳେ ବିଜେପି ଓ ବିଜେଡିରେ ଆଶାୟୀମାନଙ୍କ ତାଲିକା ଲମ୍ବିବାରେ ଲାଗିଛି । ଓଡିଶାର ଯେଉଁ ୪ଟି ରାଜ୍ୟସଭା ଆସନ ଖାଲି ହେଉଛି ସେସବୁ ଆଗକୁ ବିଜେଡି କବଜାରେ ଥିଲା । ଏଥିରୁ ଦୁଇ ଜଣ ବିଜେଡି ସାଂସଦ ଇସ୍ତଫା ଦେଇ ପୁର୍ନବାର ବିଜେପି ଟିକଟରେ ନିର୍ବାଚିତ ହୋଇଛନ୍ତି । ଏପରିପ୍ରେକ୍ଷୀରେ ବିଜେଡି ଛାଡି ବିଜେପି ହାତ ଧରିଥିବା ମୟୁରଭଞ୍ଜ ଜିଲ୍ଲାର ଶ୍ରୀମତୀ ମମତା ମହାନ୍ତ ଓ କଳାହାଣ୍ଡି ଜିଲ୍ଲାର ଶ୍ରୀ ସୁଜିତ କୁମାରଙ୍କୁ...
କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ
ନୂଆଦିଲ୍ଲୀ : ଭାରତର କୃଷି କ୍ଷେତ୍ରରେ ଚାଷୀଙ୍କୁ ସହାୟତା ଯୋଗାଇ ଦେବା, ନିଷ୍ପତ୍ତି ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଉତ୍ପାଦକତା ବଢ଼ାଇବା ଲାଗି ଏଆଇର ବର୍ଦ୍ଧିତ ଉପଯୋଗ କରାଯାଉଛି। ଉପଗ୍ରହ ଚିତ୍ର, ଡ୍ରୋନ ଆଧାରିତ ନିରୀକ୍ଷଣ ଏବଂ କୃଷି ସ୍ତରୀୟ ଫଟୋକୁ ବ୍ୟବହାର କରି ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଏଆଇର ଉପଯୋଗ କରାଯାଉଛି। ଏହା ପ୍ରୟୋଗଶାଳାରେ ମାଟି ପରୀକ୍ଷାର ଆବଶ୍ୟକତାକୁ ଦୂର କରୁଛି। ଏଆଇ ମଧ୍ୟ ବୃଷ୍ଟିପାତ ସ୍ଥିତି, ତାପମାତ୍ରା ପରିବର୍ତ୍ତନ ଏବଂ ଖରାପ ପାଣିପାଗ ପୂର୍ବାନୁମାନ ଲାଗି ପାଣିପାଗ ଏବଂ ଜଳବାୟୁ...
ଗଞ୍ଜେଇ ଗଛ ରାଜକୋଷ ଉପରେ ବୋଝ
ଭୁବନେଶ୍ୱର : ରାଜରେ ଗଞ୍ଜେଇ ଚାଷ ଏବେ ରାଜକୋଷ ଉପରେ ବୋଝ ହେବାରେ ଲାଗିଲାଣି । ନିଶା ବେପାରୀମାନେ କରୁଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବାପାଇଁ ସରକାର ଖର୍ଚ୍ଚ କରୁଥିବା ଅର୍ଥ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଶା ବେପାରୀମାନେ ଗଞ୍ଜେଇ ଚାଷ କରିବା ସହିତ ତାହାକୁ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ଓଡିଶା ଗଞ୍ଜେଇ ଏବେ ରାଜ୍ୟ ବାହାରେ ବେଶ୍ ଦୁର୍ନାମ ଅର୍ଜନ କରିବାରେ ଲାଗିଛି ।...
ଅବକାରୀ ଆୟ ୧୪ ହଜାର କୋଟି ଟପିପାରେ
ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୧୦୯୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମଦ ଉପରେ ଲାଗୁଥିବା ଭାଟ୍ ସମେତ ଅନ୍ୟାନ୍ୟ ଟିକସକୁ ମିଶାଇଲେ ଏ ବାବଦରେ ରାଜକୋଷକୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଆସିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ଓଡ଼ିଶା ସରକାର ଆସନ୍ତା ଆର୍ଥିକ ବର୍ଷରେ ୭୦ ହଜାର କୋଟି ଟଙ୍କାର ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ କରିବା ଲାଗି ଯେଉଁ ଯୋଜନା ରଖିଛନ୍ତି ସେଥିରୁ ରାଜ୍ୟ...
PM Lauds Hirod Patel
Bhubaneswar: Prime Minister Shri Narendra Modi, in the 131st episode of Mann Ki Baat aired on February 22, 2026, highlighted the transformative journey of Shri Hirod Patel, a young farmer from Ratanpur village in the Sundargarh district of Odisha. Recognizing farmers as the true devotees of the earth who possess the unique skill of turning soil into gold, the...
BOP Organizes Bhasa Dibas
Bhubaneswar: Biswa Odia Paribar organized a special event to celebrate Biswa Matrubhasa Diwas on February 21, 2026, in Bhubaneswar. The program was held at the organization's office in Nayapalli and featured an interactive discussion session chaired by Shri Sajjan Sharma, the Chairman Biswa Odia Paribar. The discussion, titled Our Identity Our Existence, Our Language Our Responsibility, focused on how the...










