ଏମ୍ଏସ୍ଏମ୍ଇ ପାଇଁ ବଢୁଛି ଋଣ ପରିମାଣ
ଭୁବନେଶ୍ୱର : ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସଏମ୍ଇ) କ୍ଷେତ୍ରକୁ ଋଣ ପରିମାଣ ବୃଦ୍ଧି ପାଉଥିବାବେଳେ ମହାମାରୀ ସମୟରେ ଆହୁରି ଅଧିକ ଅର୍ଥ ମିଳିବ ବୋଲି ଆଶା କରାଯାଉଛି । ବିଭିନ୍ନ କ୍ଷେତ୍ରକୁ ଋଣ ପ୍ରଦାନ ନେଇ ବ୍ୟାଙ୍କଗୁଡିକ ପକ୍ଷରୁ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଏମ୍ଏସ୍ଏମ୍ଇ କ୍ଷେତ୍ର ସବୁଠାରୁ ଅଧିକ ଲାଭବାନ ହୋଇଛି । ତଦନୁଯାୟୀ ବ୍ୟାଙ୍କ୍ଗୁଡିକ ଏହି କ୍ଷେତ୍ରକୁ ଅଧିକ ପରିମାଣରେ ଋଣ ଯୋଗାଣ ପାଇଁ କୁହାଯାଇଛି । ଏମ୍ଏସ୍ଏମଇ କ୍ଷେତ୍ରକୁ ଋଣ ପ୍ରଦାନ ପରିମାଣ ବୃଦ୍ଧି ପାଉଥିବାବେଳେ ଗତ...
ରାଜଧାନୀରୁ ଆଜି ୧୩୨୧ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରୁ ଆଜି ରେକର୍ଡ ସଂଖ୍ୟକ ୧୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବିଏମ୍ସି ଅଞ୍ଚଳରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୮ହଜାର ଟପିଯାଇଛି । ଗତ ସପ୍ତାହେ ହେଲା ଲଗାତାର ଭାବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଚଳିତ ମାସ ୧୧ତାରିଖରେ ବିଏମ୍ସି ଅଞ୍ଚଳରେ ୭୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୩ ତାରିଖରେ ଏହା ହଜାରେ ଅତିକ୍ରମ କରିଯାଇଥିଲା । ରାଜଧାନୀରେ ପ୍ରତିଦିନ କରୋନା ରୋଗୀଙ୍କ...
Credit Boost For MSME
Bhubaneswar: With Credit Flow to MSME Sector is on rise, and it is expected that more funds will flow to the sector during Covid Pandemic, officials feel. Principal Secretary Finance, Vishal Dev has reviewed funds flow to various sectors recently and has urged the bankers to continue their efforts in extending more credit to the deserving sectors. Credit flow to MSME...
ପଞ୍ଚାୟତ ନିର୍ବାଚନ ମନ୍ତ୍ରୀ, ବିଧାୟକଙ୍କ ପାଇଁ ଅଗ୍ନିପରୀକ୍ଷା
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପ୍ରତ୍ୟାଶୀଙ୍କ ଅପେକ୍ଷା ଅଧିକାଂଶ ବିଧାୟକ ଏବଂ ଆଗାମୀ ନିର୍ବାଚନରେ ବିଧାନସଭା ନିର୍ବାଚନ ଲଢିବାପାଇଁ ପ୍ରସ୍ତୁତି ଚଳାଇଥିବା ନେତାମାନଙ୍କ ଚିନ୍ତା ଏବେ ବେଶି ବଢିଯାଇଛି । ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସର ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ଚୟନଲାଗି ବହୁ ଆସନରେ ସମସ୍ୟା ଥିବାରୁ ନେତାମାନେ ସମାଧାନର ବାଟ ଖୋଜୁଛନ୍ତି । ଆସନ୍ତା କାଲି ଅର୍ଥାତ୍ ଜାନୁୟାରୀ ୧୭ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ତାରିଖରେ ଏହି...
11,177 Covid Cases Recorded
Bhubaneswar: State has recorded 11,177 new Covid-19 cases including 1016 minors on Sunday. Out of the total positive cases, 6,479 cases detected from the quarantine centres, while 4,698 local contacts cases. With 3424 new positives, Khurda district, where capital city Bhubaneswar is located, is on top position in infection list, followed by Sundargarh with 2136 cases, Cuttack (829), Sambalpur (379), Balasore...
SEC Gears Up For Urban Poll
Bhubaneswar: The State Election Commission (SEC) has geared up to conduct the much-awaited Urban Poll soon after completion of the Panchayat Elections. The preparedness for the election to Urban Local Bodies (ULBs) was also discussed during the meeting of State Election Commissioner AP Padhi with District Collectors and SPs, official sources said. The preparations for elections to Urban Local Bodies are...
Chanllanges For Rural Poll
Bhubaneswar: Besides education and livelihood, the COVID-19 pandemic has also shaken the democratic fabrics of Odisha and India as well. The elections are the building blocks of democratic infrastructure across the country, but the pandemic has come as a major challenge to renewing the democratic bodies - rural, urban, assembly or parliamentary. There is no alternative to elections for...
Swadhin Shines At Inter-Varsity Meet
Bhubaneswar: High jumper Swadhin Majhi of Angul produced an impressive performance at the recently held All India Inter-University Athletics Championship for Men in Mangalore to return with a bronze medal. Twenty-year-old Majhi, who trains at the Reliance Foundation Odisha Athletics High Performance Centre (HPC) at the Kalinga Stadium here, came with a personal best of 2.08 metres for the...
ପ୍ରାର୍ଥୀଙ୍କୁ ବୋଝ ହେଲାଣି ଡିଜିଟାଲ ପ୍ରଚାର
ଭୁବନେଶ୍ୱର : କରୋନା କଟକଣା ପାଇଁ ଏଥର ପଞ୍ଚାୟତ ନିର୍ବାଚନ ଡିଜିଟାଲ ମୋଡରେ ହେବା ନିଶ୍ଚିତ ହେବାପରେ ପ୍ରାର୍ଥୀମାନେ ଚିନ୍ତାରେ ପଡିଛନ୍ତି । ପ୍ରଚାର ପାଇଁ ଆବଶ୍ୟକ ସ୍ମାର୍ଟଫୋନ୍ ସହିତ ଡାଟାପ୍ୟାକ୍ ଯୋଗାଇବା ସକାଶେ ସେମାନଙ୍କ ଉପରେ ଚାପ ଆରମ୍ଭ ହୋଇଗଲାଣି । କରୋନା ଯୋଗୁଁ ପଞ୍ଚାୟତ ସ୍ତରରେ ଡିଜିଟାଲ ଲଢେଇ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ରାଜ୍ୟର ତିନି ରାଜନୈତିକ ଦଳ ସଜବାଜ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଶାସକ ବିଜେଡି ଡିଜିଟାଲ ପ୍ରଚାର ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ବିଜେପି ତାହାର ‘ଡିଜିଟାଲ...
ଚର୍ଚ୍ଚାରେ କୋଟିଆ ଓ ଢିଙ୍କିଆ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପରିପ୍ରେକ୍ଷୀରେ କୋଟିଆ ଓ ଢିଙ୍କିଆ ଏବେ ଚର୍ଚ୍ଚାରେ । କିଛିମାସ ତଳେ କୋଟିଆ ଅଞ୍ଚଳରେ ଆନ୍ଧ୍ର ପଞ୍ଚାୟତ ର୍ନିବାଚନ କରାଇଥିବାବେଳେ ଏବେ ଓଡିଶାର ଏହି ଅବିଚ୍ଛେଦ୍ୟ ଅଙ୍ଗରେ ରାଜ୍ୟ ତଥା କୋରାପୁଟ ଜିଲ୍ଲା ପ୍ରଶାସନ ନିର୍ବାଚନ କରାଇବାକୁ ଯାଉଛନ୍ତି । ଅନ୍ୟ ପକ୍ଷରେ ଆଇନ୍ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ବହୁ ଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତରେ ନିର୍ବାଚନକୁ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି । ଜଗତ୍ସିଂହପୁର ଜିଲ୍ଲାର ପାରାଦୀପ ନିକଟବର୍ତ୍ତୀ ଢିଙ୍କିଆରେ ଆଗରୁ ପୋସ୍କୋ ଇସ୍ପାତ କାରଖାନା କରିବାକୁ ଚାହିଁଥିଲା ।...










