ରାଜଧାନୀରେ ଭିନ୍ନକ୍ଷମଙ୍କ ପାଇଁ ପ୍ରଥମ ପାର୍କ
ଭୁବନେଶ୍ୱର,; ଭୁବନେଶ୍ୱରର ସେନ୍ସୋରୀ ପାର୍କ ଆଜି ଉଦ୍ଘାଟିତ ହୋଇଯାଇଛି। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ ହୋଇଥିବା ଏହି ପାର୍କକୁ ଉଦ୍ଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ ୍(ବିଏସ୍ସିଏଲ) ର ପ୍ରଚେଷ୍ଟାରେ ସ୍ଥାନୀୟ ସହୀଦନଗର ଠାରେ ଏହି ବିକାଶ ମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ଓଡ଼ିଶା ସରକାର ଉକ୍ତ ପାର୍କରେ ଭିନ୍ନକ୍ଷମଙ୍କ ଆମୋଦ ପ୍ରମୋଦ ନିମନ୍ତେ ଉପକରଣମାନ ଯୋଗାଇ ଦେଇଛନ୍ତି । ଉଦ୍ଘାଟନୀର ଅନ୍ୟତମ...
Advantage Angul Boosts Start-Ups
Angul: The second day of the first ever district-level investment promotion event, “Advantage Angul” was as interesting and engaging as the first day. With sessions on the MSME ecosystem, sustainable development through industrialization, creation and role of circular economy, food processing, as well as sessions on carbon trading, green industrial hubs & green buildings attracted a large audience and overwhelming...
BJP Attacks BJD Government
Bhubaneswar: The Opposition BJP continued its attack on the State Government over the construction activities undertaken as part of the Srimandir Parikrama Project or Heritage Corridor Project around Lord Jagannath temple in Puri. Two senior leaders and National Spokespersons of the BJP, Sambit Patra and Aparajita Sarangi slammed the State Government a day after getting Orissa High Court’s observation on...
1500 CR Plan For OUTR
Bhubaneswar: The State Government will invest Rs 1500 crore for the complete revamp of the Odisha University of Technology and Research (OUTR), Bhubaneswar, formerly College of Engineering and Technology (CET). Chief Minister Naveen Patnaik on Tuesday approved the master plan prepared for Nabakalebara of the engineering institute with an investment of Rs 1500 crore in three years. Of which, Rs...
ସମ୍ ପକ୍ଷରୁ ଲୁପସ୍ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର : ଜଟିଳ ବ୍ୟାଧି ଲୁପସ୍କୁ ଚିହ୍ନଟ କରିବା ସହ ଏହାକୁ ନେଇ ଭୟଭୀତ ନହେବା ବିଷୟରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ଅବସରରେ ଏଠାରେ ମଙ୍ଗଳବାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସମ୍ ହସ୍ପିଟାଲର କ୍ଲିନିକାଲ ଇମୁନୋଲୋଜି ଆଣ୍ଡ ର୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସକାଳୁ ମାଷ୍ଟରକ୍ୟାଂଟିନ୍ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ସଚେତନତା ର୍ୟାଲିର ଆୟୋଜନ କରାଯାଇଥିଲା । ଏଥିରେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ...
ଓୟୁଟିଆର ର ହେବ ନବକଳେବର
ଭୁବନେଶ୍ୱର : ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ ଓୟୁଟିଆରର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟି ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା। କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା...
ସ୍ୱେଚ୍ଛାକୃତ ଅବସର ଦେବାକୁ କୁନ୍ଥୁ କୁନ୍ଥୁ
ଭୁବନେଶ୍ୱର : ଆର୍ଥିକ କଟକଣା ଓ ଅନ୍ୟାନ୍ୟ କାରଣ ଯୋଗୁଁ ବିଭିନ୍ନ ପାହ୍ୟାର ବହୁ ସରକାରୀ ପଦ ପଦବୀରେ ନିଯୁକ୍ତି ଦିଆଯାଇ ପାରୁନଥିବାବେଳେ ରୋଗବ୍ୟାଧି ଓ ଅନ୍ୟାନ୍ୟ ବ୍ୟକ୍ତିଗତ କାରଣରୁ ସରକାରୀ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଦେବାପାଇଁ କର୍ତ୍ତୃପକ୍ଷ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଫଳରେ ସ୍ୱେଚ୍ଛାକୃତ ଅବସର ପାଇବାପାଇଁ ଅନେକ କର୍ମଚାରୀଙ୍କୁ ଆର୍ଥିକ ତଣ୍ଡ ଗଣି ଆଇନ୍ ଅଦାଲତର ଦ୍ୱାରସ୍ଥ ହେବାକୁ ପଡୁଛି । ଓଡିଶା ସରକାରଙ୍କ ପେନ୍ସନ ଆଇନ୍ରେ ୪୨ ଧାରାରେ ସ୍ୱେଚ୍ଛାକୃତ ଅବସର ଗ୍ରହଣର ବ୍ୟବସ୍ଥା ରହିଛି । ଜଣେ...
ସକାଳୁଆ ସ୍କୁଲରେ ପଢିବାକୁ ବେଳ ନାହିଁ
ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ସରକାରୀ ସ୍କୁଲଗୁଡିକ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଖୋଲୁଛି । ତେବେ ଏହି ସମୟରେ ପାଠ ପଢିବାପାଇଁ ଅଳ୍ପ ସମୟ ମିଳୁଛି । ଲକ୍ଷ୍ୟ କରାଯାଉଛି ଯେ ସକାଳ ୬ରୁ ସ୍କୁଲ ଖୋଲିବା ସମୟ ହୋଇଥିଲେ ମଧ୍ୟ ବାସ୍ତବରେ ପିଲାମାନେ ୬.୩୦ରୁ ୭ଟା ମଧ୍ୟରେ ଆସି ପହଞ୍ଚୁଛନ୍ତି । ପିଲାମାନେ ଶ୍ରେଣୀରେ ବସି ପାଠପଢା ଆରମ୍ଭ ବେଳକୁ ପ୍ରାୟତଃ ୭ଟା ହୋଇଯାଉଛି । ଏହାପରେ ସାଢେ ଆଠଟା ସମୟ ବେଳକୁ ମଧ୍ୟାହ୍ନଭୋଜନ ପାଇଁ ପ୍ରସ୍ତୁତ...
State Seeks DEO Reports
Bhubaneswar: Expressing serious concern over absence of nearly 43,500 students in the Matriculation Board examination, School & Mass Education Principal Secretary Bishnupada Sethi sought a report from the District Education Officers (DEOs) within 10 days. In a letter to all DEOs, Principal Secretary Mr.Sethi said that it is reported that 43,489 candidates have not appeared in the Annual HSC...
Heritage Project Sans ASI Permission
Cuttack: While the State Government has not taken any permission from Archeological Survey of India for the ongoing Puri Heritage Corridor, the construction work might have caused damage to the 800-year-old Shree Jagannath Temple. The project was being carried out without valid permission from the competent authorities, informed ASI to the Orissa High Court. Hearing a PIL claiming that construction work...










