୪ଲକ୍ଷରୁ ଅଧିକ ରାଜସ୍ୱ ମାମଲା
ଭୁବନେଶ୍ୱର : ତହସିଲଦାରଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ପାର୍ଷଦ ସଦସ୍ୟଙ୍କ ଅଦାଲତରେ ମୋଟ୍ ୪ଲକ୍ଷ ୪୫ହଜାର ୫୦୧ଟି ମାମଲା ବିଚାରାଧିନ ଅଛି । ତେବେ କୌଣସି ମାମଲା ୫୦ବର୍ଷରୁ ଅଧିକ ସମୟ ଧରି ପଡିନାହିଁ ବୋଳି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ସମସ୍ତ ତହସିଲରେ ମୋଟ୍ ୨ଲକ୍ଷ ୮୬ହଜାର ଦାଖଲ ଖାରଜ ମାମଲା ବିଚାରାଧିନ...
ଛାଡ ହେଲା ହଷ୍ଟେଲ ଫି
ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜମାନଙ୍କର ପଢୁଥିବା ଛାତ୍ରଛାତ୍ରୀଙ୍କର ହଷ୍ଟେଲ ଫି ଛାଡ କରିଛନ୍ତି । ଅଧ୍ୟୟନରତ ୧୭,୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ବାବଦରେ ପ୍ରାୟ ୫ କୋଟି ୧୦ଲକ୍ଷ ଟଙ୍କା ଛାଡ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ କରୋନା ମହାମାରୀ ଯୋଗୁଁ ଅନେକ ସାଧାରଣ ଜନତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏହି...
ଘରେ ଧାନ ଗଦା କଲେଣି ଚାଷୀ
ଭୁବନେଶ୍ୱର : ଚାଷୀମାନେ ଧାନ ଆଣି ମୋ ଘରେ ଗଦା କଲେଣି । କହୁଛନ୍ତି ତୁମକୁ ଆମେ ଭୋଟ ଦେଇଛୁ, ଆମ ଧାନ ବିକ୍ରି ନହେଲେ ତୁମ ଘର ଆଗରେ ରଖିବୁ । ସରକାର ତୁରନ୍ତ ଏହାର ପ୍ରତିକାର କରନ୍ତୁ । ଆଜି ବିଧାନସଭାରେ ଏଭଳି କଥା କହିଥିଲେ ସୁନ୍ଦରଗଡର ବିଜେପି ବିଧାୟିକା କୁସୁମ ଟେଟେ । ଶୂନ୍ୟକାଳରେ ଧାନର ଅଭାବିକ୍ରି ଉପରେ ଜୋରଦାର ଆଲୋଚନା ଚାଲିଥିବାବେଳେ ଶ୍ରୀମତୀ ଟେଟେ କହିଥିଲେ ଯେ ଗତ ଅଧିବେଶନ କାଳରେ ସର୍ବଦଳୀୟ ବୈଠକରେ ସରକାର ଚାଷୀଙ୍କର ସବୁ...
ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର : ବିଧାନସଭାରେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଧାନର ଅଭାବି ବିକ୍ରି ଘଟଣାରେ ସରକାର ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ଆଣି ବାଚସ୍ପତିଙ୍କ ଆସନ ସମ୍ମୁଖରେ ଶ୍ରୀ ପାଣିଗ୍ରାହୀ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିବାବେଳେ ସାଥି ବିଧାୟକମାନେ ତାଙ୍କୁ ରୋକିଥିଲେ । ବିଧାନସଭା ଭିତରେ ଆଜି ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ...
ସମରେ ଆଇଡି-ନାଟ୍ ମେସିନ୍
ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ଇଣ୍ଡିଭିଜୁଆଲ୍ ଡୋନର୍ ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟିଂ (ଆଇଡି-ନାଟ୍) ମେସିନକୁ ସମ୍ ହସ୍ପିଟାଲରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିବା ସହ ରକ୍ତ ପରୀକ୍ଷା ଏବଂ ରୋଗୀଙ୍କୁ ସୁରକ୍ଷିତ...
ମାର୍ଚ୍ଚ ୧୫ରୁ କୃଷି ଓଡ଼ିଶା ୨୦୨୧
ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୧୯ତାରିଖ ପର୍ଯ୍ୟନ୍ତ କୃଷି ଓଡ଼ିଶା-୨୦୨୧ ଅନୁଷ୍ଠିତ ହେବ । ଭୁବନେଶ୍ୱରର ବରମୁଣ୍ଡା ଠାରେ ଥିବା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଏହା ପାଞ୍ଚଦିନ ବ୍ୟାପି ଚାଲିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକଫର ଅରୁଣ କୁମାର ସାହୁ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତିକରଣ ପାଇଁ ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକୀକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର...
Modi Lauds Paika Movement
Ahmedabad: Prime Minister Narendra Modi remembered the Freedom Fighters of Odisha, who fought bravely against the British Regime. While flagging off Freedom March from Sabarmati Ashram here PM Mr.Modi said in Odisha, Chakra Bisoi waged a fight against the British and Laxman Nayak spread awareness through Gandhian methods. He listed other unsung tribal heroes who fought against the British Rule and...
ଭାଷା ଭବନ ନିର୍ମାଣ କେବେ?
ଭୁବନେଶ୍ୱର : ଓଡ଼ିଆ ଭାଷାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ୧୫ ବର୍ଷ ହେବ ବ୍ୟାଙ୍କରେ ଟଙ୍କା ଜମି ସୁଧ ବଢ଼ୁଛି । ଅଥଚ ରାଜଧାନୀରେ ଭାଷା ଭବନ ନିର୍ମାଣ ହୋଇପାରୁନାହିଁ । ଏହା କେଉଁଠି ଓ କେବେ ନିର୍ମିତ ହେବ ସେ ସଂକ୍ରାନ୍ତରେ ବି କେହି କିଛି କହିପାରୁନାହାନ୍ତି । ପୂର୍ବରୁ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିଲା । ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର...
ବିଦ୍ୟାଳୟ ମିଶ୍ରଣ ବିରୋଧରେ ମାମଲା
ଭୁବନେଶ୍ୱର : ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଅଦାଲତରେ ମାମଲା ରୁଜୁ ହେବାରେ ଲାଗିଛି । ପୁରୁଣା ବର୍ଷର ଉପସ୍ଥାନକୁ ଆଧାର କରି ବିଦ୍ୟାଳୟଗୁଡିକୁ ବନ୍ଦ ନୋଟିସ୍ ପଠାଯାଉଥିବାରୁ ଏଭଳି ସ୍ଥିତି ଉପୁଜିଛି । ଯେଉଁ ସରକାରୀ ବିଦ୍ୟାଳୟରେ କମ୍ ଛାତ୍ରଛାତ୍ରୀ ଥିବେ ସେଗୁଡିକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇ ଦେବାପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ପ୍ରଥମେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସିଡ୍ୟୁଲ ଇଲାକାରେ ୨୦ ଓ ଅଣସିଡ୍ୟୁଲ ଇଲାକାରେ ୨୫ଥିଲା । ତେବେ ବିଧାନସଭାରେ ଏ ନେଇ ସଦସ୍ୟମାନେ ହଟଗୋଳ କରିବାପରେ...
Forest Fire Ignites Political Storm
Bhubaneswar: While the Odisha Government Thursday claimed that the forest fire in the Similipal National Park and other forests have been contained to a large extent even as the incident has generated a political storm a day before commencement of the second phase of Budget session of the State Legislative Assembly on Friday. The Forest Fire Task Force headed by...









