ଚିନ୍ତା ବଢାଇଲାଣି ଅଦାଲତ ନିରାପତ୍ତା

0

ଭୁବନେଶ୍ୱର : ମୁକୁଳା ପଡିଥିବା ଓଡିଶାର ଆଇନ୍‍ ଅଦାଲତ ଗୁଡିକ ପାଇଁ ଏବେ ନିରାପତ୍ତା ଚିନ୍ତା ବଢିଯାଇଛି । ଦିଲ୍ଲୀର ଏକ ଅଦାଲତରେ ଓକିଲ ବେଶରେ ଆସି ଦୁଇଜଣ ଅପରାଧି ଅନ୍ୟଜଣେ ଅପରାଧିଙ୍କୁ ବିଚାରପତିଙ୍କ ସମ୍ମୁଖରେ କୋର୍ଟ ପ୍ରକୋଷ୍ଠରେ ଗୁଳି କରିବା ଏବଂ ପୁଲିସ୍‍ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତତାୟୀମାନଙ୍କୁ ମାରିଥିବା ପରିପ୍ରେକ୍ଷୀରେ ଓଡିଶାରେ ଏବେ ଏଥିଘେନି ବିଭିନ୍ନ ମହଲରେ ତତ୍ପରତା ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖନୀୟ ଯେ କିଛିଦିନ ତଳେ ଜଣେ ବିଚାରପତିଙ୍କୁ ରାଜରାସ୍ତାରେ ଅଟୋ ଚଢାଇ ହତ୍ୟା କରାଯାଇଥିଲା...

ଭର୍ଚୁଆଲ୍‌ ଟୁରରେ କୁଟିଆ କନ୍ଧଙ୍କ ପାରମ୍ପରିକ ଔଷଧ

0

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ସେପେଫମ୍ବର ୨୬ ତାରିଖ ଦିନ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି କୁଟିଆ କନ୍ଧ ଜନଜାତିଙ୍କ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ପାରମ୍ପରିକ ଔଷଧ ବ୍ୟବହାର ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ଓଡ଼ିଶାର କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ...

Odisha Launches MPL 3.0

0

Bhubaneswar: The final results of two rounds of Municipal Premiere League (MPL) –MPL 1.0 and MPL 2.0 were announced today and the winners were felicitated by Minister of Housing &Urban Development,  Pratap Jena at an Awards functions held at Convention Centre, Lok Seva Bhavan. Berhampur Municipal Corporation (BeMC) and Buguda NAC have been adjudged as Best ULBs for MPL 1.0...

ବାତ୍ୟା ସମୀକ୍ଷା କଲେ କ୍ୟାବିନେଟ ସଚିବ

0

ନୂଆଦିଲ୍ଲୀ : କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଥିବା ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଆଜି ଏଠାରେ ଏକ ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ / ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ବଙ୍ଗୋପସାଗରରେ ଥିବା ଗଭୀର ଅବପାତର ସ୍ଥିତି ବିଷୟରେ କମିଟିକୁ ସୂଚନା ଦେଇଛନ୍ତି ଯାହା ଆଜି ସନ୍ଧ୍ୟା ସୁଦ୍ଧା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି...

ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ହେବାକୁ ଯାଉଛି । ଭାରତୀୟ ଜାତୀୟ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିବାପାଇଁ ନିଷ୍ପତି ନେଇଛି । କଂଗ୍ରେସ ଦଳ ସର୍ବଦା କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସିଛି । ଏଣୁ ୨୭ ତାରିଖ ଦିନ ଭାରତ ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି...

CJI Opens OSLSA Complex

0

Cuttack: Chief Justice N.V. Ramana on Saturday said the Executive and Legislature should work in unison in realizing the constitutional aspirations or else the judiciary would be compelled to step in as a lawmaker.  He said this while speaking at the inauguration of a new building of the Odisha State Legal Services Authority (OSLSA) in Cuttack.   “Importantly, the Executive and...

ଓଡ଼ିଶାରେ ୨୫ଟି ଏଫ୍‌ପିଓ ଦାୟିତ୍ୱରେ ସୋଆ

0

ଭୁବନେଶ୍ୱର : ନ୍ୟାସ୍‌ନାଲ୍ ଏଗ୍ରିକଲ୍‌ଚରାଲ୍ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ନାଫେଡ୍‌) ଦ୍ୱାରା ଓଡ଼ିଶାରେ ସଂଗଠିତ ୬୭ଟି କୃଷକ ଉତ୍ପାଦକ ସଂଘ (ଏଏଫ୍‌ପିଓ) ମଧ୍ୟରୁ ୨୫ଟି ଏଫ୍‌ପିଓର ବିକାଶ ଦାୟିତ୍ୱ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦିଆଯାଇଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଠାରେ ଶନିବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ନାଫେଡ୍‌ର ଆଂଚଳିକ ମୁଖ୍ୟ ଶ୍ରୀମତି ଭବ୍ୟା ଆନନ୍ଦ ଏହା ପ୍ରକାଶ କରିଛନ୍ତି । ଶନିବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସହକାରିତା ସମ୍ମିଳନୀର...

State Brace For Gulab

0

Bhubaneswar: With the IMD issues cyclone warning for Odisha and Andhra Pradesh coast, the State Government has geared up to tackle the cyclone to be named as Gulab. According to latest bulletin of India Meteorological Department (IMD), a deep depression lies over northwest & adjoining west-central Bay of Bengal was moved westwards with a speed of 17 kmph in last...

ପ୍ରିମିୟର ଲିଗ୍‍ ୦.୨ ରେ ଟିକସ ଆଦାୟ ବୃଦ୍ଧି

0

ଭୁବନେଶ୍ୱର : ମ୍ୟୁନିସିପାଲ ପ୍ରିମିୟର ଲିଗ୍‍ ୨.୦ ରେ କରୋନା ମହାମାରୀ ସତ୍ୱେ ଟିକସ ଆଦାୟ ପରିମାଣ ୧୪୧ କୋଟି ଟଙ୍କା ଛୁଇଁଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୨୪% ଟିକସ୍ ଆଦାୟ ବୃଦ୍ଧି ପାଇ ୧୦୪ କୋଟି ଟଙ୍କାରୁ ୧୨୩ କୋଟି ଟଙ୍କାକୁ ବୃଦ୍ଧି ହୋଇଥିଲା । ପ୍ରିମିୟର ଲିଗ୍‍ ୧.୦ ଓ ୨.୦ ର ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ପୈାରାଞ୍ଚଳର ରାଜସ୍ୱ ଆଦାୟ...

CJI Offers Prayer At Srimandir

0

Puri : Chief Justice of India (CJI) Justice NV Ramana on Saturday morning visited Lord Jagannath temple, Puri. Wearing traditional dress and face mask, Ramana along with Justice Vineet Saran has paid obeisance to Lord Jagannath and his sibling deities at the Jagannath temple. Secretary (5T) to Chief Minister, VK Pandian, Chief Administrator of Shree Jagannath Temple Administration (SJTA) Krishan Kumar,...