Snana Purnima Darshan For Devotees
Puri: After a gap of two years, the devotees can have darshan of Lord Jagannath and his siblings on Snana Purnima. This decision was taken at the meeting of Jagannath Temple Management Committee held under the chairmanship of Puri King Gajapati Maharaja Dibyasingha Deb here on Tuesday. Notably, the devotees were barred from having darshan of their beloved Lord Jagannath and...
8K Schools On Transformation Mode
Bhubaneswar: As part of its 5T initiative, the State Government has decided to transform another 8,000 high schools under its ongoing High School Transformation Program. This was informed by School and Mass Education Minister Samir Ranjan Dash on Tuesday. Bishnupada Sethi Principal Secretary School & Mass Education reviewed progress with senior officials of the Department on this count earlier. Under...
ଅସହାୟ ପ୍ରାଣୀଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର...
ସବୁ ଜିଲ୍ଲାରେ ଋଣ ସମ୍ପର୍କ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜୁନ ୮ ରେ ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବ୍ୟାପକ ଋଣ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସାରା ଦେଶର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମରେ ବ୍ୟାଙ୍କ ଗ୍ରାହକ ଏବଂ ଜନସାଧାରଣଙ୍କ ଋଣ ସୁବିଧା ସଂକ୍ରାନ୍ତ ସମସ୍ତ ସମସ୍ୟା ଦୂର କରାଯିବ । ଏଥିସହିତ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜିକୃତ କରାଯିବ । ସବୁ ସରକାରୀ ବ୍ୟାଙ୍କ ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଦ୍ବାରା ଏହିସବୁ...
Health Plan For Rath Jatra
Bhubaneswar: State Health and Family Welfare Department has prepared detailed plan for the annual Rath Jatra of Lord Jagannath scheduled for July 1. Recently, a meeting was held under the chairmanship of Additional Chief Secretary (ACS), Health & Family Welfare Department RK Sharma and discussed about various steps to be taken to provide uninterrupted health care services to pubic during...
ତିନି ହଜାର କଳାତାଲିକାଭୁକ୍ତ
ଭୁବନେଶ୍ୱର : ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଇତି ମଧ୍ୟରେ ପ୍ରାୟ ୩ହଜାର ସାଇବର ଆକ୍ରମଣ କରୁଥିବା ଆଇପିକୁ କଳାତାଲିକାଭୁକ୍ତ କରିସାରିଲାଣି । ଏମାନେ ଆଉ ଷ୍ଟେଟ ଡାଟା ସେଣ୍ଟର କିମ୍ବା ଆଇଟି ସେଣ୍ଟର ଅଧିନରେ ଥିବା କୌଣସି ୱେବସାଇଟ୍ରେ ପ୍ରବେଶ କରିପାରୁ ନାହାନ୍ତି । ସାଇବର ଆକ୍ରମଣ ଉଦ୍ୟମ କରିଥିବା ଏହି ଆଇପି ମଧ୍ୟରୁ ଅଧିକାଂଶ ୟୁରୋପୀୟ ଦେଶର ବୋଲି ସୂଚନା ମିଳିଛି । ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ...
ରାଜ୍ୟସଭା ନିର୍ବାଚନରେ ବିଜେପିର ପଛଘୁଞ୍ଚାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର : ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନରେ ଓଡିଶାରେ ବିଜୁ ଜନତା ଦଳର ପ୍ରାର୍ଥୀମାନେ ୪ଟି ଯାକ ଆସନରୁ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ବିରୋଧିଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆନଯିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ସଂଖ୍ୟାର ଗଣିତ ଦୃଷ୍ଟିରୁ ଏହି ୪ଟି ଯାକ ଆସନ ସହଜରେ ବିଜେଡି ଖାତାକୁ ଯାଇଥାନ୍ତା । ବିଧାନସଭାରେ ଏବେ ମୁଖ୍ୟ ବିରୋଧିଦଳ ବିଜେପିର ୨୨ଜଣ ବିଧାୟକ ଥିବାବେଳେ ୨୦୨୪ରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରୁଥିବା କଂଗ୍ରେସର ୯ଜଣ ସଦସ୍ୟ ରହିଛନ୍ତି । ରାଜ୍ୟସଭା...
ଅଗ୍ନି -୪ର ସଫଳ ପରୀକ୍ଷଣ
ଭୁବନେଶ୍ୱର : ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ରଣନୈତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ରର ଏକ ନିୟମିତ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ଆଶାନୁରୂପ ସଫଳତା ହାସଲ କରିଥିଲା । ଏହି କ୍ଷେପଣାସ୍ତ୍ର ଉତକ୍ଷେପଣର ସମସ୍ତ ପରିଚାଳନାଗତ ମାପଦଣ୍ଡ ସହିତ ପ୍ରଣାଳୀର ବିଶ୍ବସନୀୟତାକୁ ପ୍ରମାଣିତ କରିଥିଲା...
More Schools On Transformation Mode
Bhubaneswar: Chief Minister Naveen Patnaik Monday said that transformed schools are the bridges between the students' dreams and success. As achieving success is in their hands, they should take advantage of it, he said inaugurating 490 converted schools in 5 districts on the fourth day of the second phase of the school transformation initiative under the 5T charter. The Chief Minister...
CM Buys T20 Ticket
Bhubaneswar: Chief Minister Naveen Patnaik Monday purchased the first ticket of the upcoming T 20 international match between India and South Africa at Barabati Stadium in Cuttack on June 12. President Odisha Cricket Association Pankaj Lochan Mohanty gave ticket to Chief Minister at Naveen Niwas. OCA President Mr.Mohanty briefed the CM about the elaborate arrangements made for the smooth sale of...










