Naveen Changes Strategy!

Bhubaneswar: For the first time Chief Minister Naveen Patnaik on Monday met some senior BJD legislators, who were dropped from the new Council of Ministers. During last 22 years Mr.Patnaik has axed 58 Ministers but never invited the dropped ones to Naveen Niwas. Political Circle is agog over such a development and the political pundits feel BJD Supremo is changing his...

Uniform Allowance For Fire Service

0

Bhubaneswar: In a major decision for the Fire Service officials, the State Government has introduced uniform allowance for all groups of employees working in the Directorate of Fire Services. The Home Department has issued a detailed notification for this purpose on Monday. “After careful consideration, the Government has been pleased to approve the proposal for introduction of Uniform Allowance of...

Scholarship Amount Hiked

Bhubaneswar: The State Government on Monday enhanced the pre-Matriculation Scholarships for the students belonging to Scheduled Tribe (ST) and Scheduled Caste (SC) communities. The pre-matriculation scholarship for boy students has been increased to 950 from Rs 750. Similarly, the girl boarders will now be entitled to get Rs 1,000 from Rs 800. Provision of pre-matric scholarships to ST & SC boarders...

ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ପ୍ରଶଂସା

0

ଭୁବନେଶ୍ୱର : ଭାରତର ଖାଦ୍ୟ  ସୁରକ୍ଷା ବ୍ୟବସ୍ଥା  ବିଷୟରେ ବାସ୍ତବ  ଅନୁଭୁତି ହାସଲ କରିବା ନିମନ୍ତେ  ନେପାଳରୁ ଆସିଥିବା ଉଚ୍ଚସ୍ତରୀୟ ଷ୍ଟଡ଼ି ମିଶନ ଟିମ୍  ଓଡ଼ିଶାରେ  ଖାଦ୍ୟ ସୁରକ୍ଷା  ଯୋଜନାର ସଫଳ  କାର୍ଯ୍ୟାନ୍ୱୟନକୁ ପ୍ରଶଂସା କରିଛନ୍ତି ।  ରାଜ୍ୟର ନିଜ  ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଠିକ୍  କାର୍ଯ୍ୟାନ୍ୱୟନ  ଓଡ଼ିଶାର  ଏକ ବଡ ସଫଳତା ବୋଲି  ମିଶନ ଟିମର  ସଦସ୍ୟମାନେ  ମତ ଦେଇଛନ୍ତି ।  ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା  ଏହି ଉଚ୍ଚସ୍ତରୀୟ  ଟିମ ନିମନ୍ତେ  ଆଜି  ରାଜ୍ୟ ଲୋକସେବା  ଭବନରେ...

ବେଳାଭୂମି ସଫା କଲେ ସୋଆ ଛାତ୍ରଛାତ୍ରୀ

ଭୁୁବନେଶ୍ୱର : ପ୍ଲାଷ୍ଟିକ୍‌ର ବ୍ୟବହାର ପରିବେଶକୁ ପ୍ରଦୂଷିତ କରୁଛି । ଏହାର ବ୍ୟବହାର ଯୋଗୁଁ ଭବିଷ୍ୟତରେ ସାରା ବିଶ୍ୱରେ ପରିବେଶ ଜନିତ ସଂକଟ ଦେଖାଯିବ । ତେଣୁ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶକୁ ସ୍ୱଚ୍ଛ ରଖିବାର ପ୍ରୟାସ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ପୁରୀ ଜିଲ୍ଲାର ଜାହାନିଆ ସମୁଦ୍ର ବେଳାଭୂମିକୁ ସୋଆ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଫା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ବେଳାଭୂମିରେ ପଡିଥିବା...

ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶା ସରକାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିିଷ୍ଟ ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବାଳକମାନଙ୍କ ପାଇଁ ୭୫୦ ରୁ ୯୫୦ ଟଙ୍କା ଏବଂ ବାଳିକାମାନଙ୍କ ପାଇଁ ୮୦୦ ରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନୟନ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଅନ୍ତେବାସୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରୁ ଅନ୍ୟତମ । ପ୍ରି-ମାଟ୍ରିକ ଛାତ୍ରବୃତ୍ତି...

Ports On Green Mode; Thakur

0

Paradip: Union Minister of State, Port, Shipping and Waterways, Shantanu Thakur has said that all the 12 major ports including Paradip Port is aiming at Green and Sustainable port operations. While he has appreciated efforts of Paradip Port Authority in chalking out massive programs for protection of environment and generating awareness among the people in and around the port city. Speaking...

ଧାର୍ଯ୍ୟ ବସ୍‍ ଭଡାକୁ ମାନୁନାହାନ୍ତି

0

ଭୁବନେଶ୍ୱର : ଡିଜେଲ ଦର ହ୍ରାସ ପରେ ରାଜ୍ୟ ସରକାର ବସ୍‍ଭଡା ଦର କମାଇଥିବାବେଳେ ଘରୋଇ ବସ୍‍ଗୁଡିକ କିନ୍ତୁ ଏହାକୁ ମାନୁ ନାହାନ୍ତି । ସରକାର ଯଉଁ ଭଡା ଧାର୍ଯ୍ୟ କରିଛନ୍ତି ତାହା ଠାରୁ ପ୍ରାୟ ଦେଢଗୁଣ ଅଧିକ ଆଦାୟ କରୁଛନ୍ତି । ଏହାର ଗୋଟିଏ ଉଦାହରଣ ହେଉଛି ଭୁବନେଶ୍ୱର-କଟକ ବସ୍‍ଭଡା । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ କଟକର ଦୂରତା ୩୦ କିଲୋମିଟର ଏବଂ ସାଧାରଣ ବସ୍‍ରେ ଏତିକି ବାଟ ଯିବାପାଇଁ କିଲୋମିଟର ପିଛା ୮୯ ପଇସା ହାରରେ ୨୭ଟଙ୍କା...

ମଶା ନିୟନ୍ତ୍ରଣ ପାଇଁ କର୍ମଚାରୀ ନାହାନ୍ତି

0

ଭୁବନେଶ୍ୱର : ମଶା କାମୁଡାରେ ରାଜଧାନୀବାସୀ କଲବଲ ହେଉଥିବାବେଳେ ମଶା ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ନିକଟରେ କର୍ମଚାରୀ ନାହାନ୍ତି । ଏକାଧିକ ପଦବୀ ଖାଲି ପଡିଥିବାରୁ ମଶା ନିୟନ୍ତ୍ରଣ ତ ଦୂରରକଥା କେଉଁ ଅଞ୍ଚଳରେ କେତେ ମଶା ଅଛନ୍ତି ତାହା ବି ଠିକଣା ଭାବେ ଆକଳନ କରାଯାଇ ପାରୁନାହିଁ । ସହରରେ ମଶା ନିୟନ୍ତ୍ରଣ ପାଇଁ ବିଏମ୍‍ସିରେ ଯେତିକ ପଦ ପଦବୀ ରହିଛି ତାହା ପଚାଶ ବର୍ଷ ତଳେ ସୃଷ୍ଟି ହୋଇଥିଲା । ସେତେବେଳେ ସହରର ଜନସଂଖ୍ୟା ଅତି ନଗଣ୍ୟ...

No More Controversy Plz; CM

Bhubaneswar: While Chief Minister Naveen Patnaik coolly eased out tainted Ministers from his Council of Ministers, he advised his new Team not to court controversies. Mr. Patnaik met the new Ministers at Naveen Niwas, his residence and asked them not to get engaged in controversies. In the first ministry reshuffle of his 5th term in office, Chief Minister Naveen Patnaik has...