ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ
ଭୁବନେଶ୍ୱର : ବିଜେପି ବିଧାୟକଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କ ୬୧ ବର୍ଷ ବୟସ ହୋଇଥିଲା । ଶ୍ରୀ ସେଠୀ ଯକୃତ ଜନିତ ରୋଗରେ ପୀଡିତ ହୋଇ କିଛି ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ଏଥି ସହିତ ତାଙ୍କର ମଧୁମେଧ ମଧ୍ୟ ଥିଲା । ଶ୍ରୀ ସେଠୀ ପୂର୍ବରୁ ୨୦୦୦ ମସିହାରେ ଚାନ୍ଦବାଲି ବିଧାନସଭା କ୍ଷେତ୍ର ଓ ୨୦୧୯ରେ ଧାମନଗର ସଂରକ୍ଷିତ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଏକାଧାରାରେ...
Timeline Set For SCB Project
Cuttack:With Healthcare for people foremost in mind, V K Pandian, Secretary to CM has advised officials to ensure utmost quality and timely completion of the Redevelopment Project of SCB Medical College & Hospital. Mr.Pandian visited the Complex, where the First Phase of redevelopment of SCB MCH is in progress. Vishal Dev, Principal Secretary Finance & Works accompanied Secretary to CM. J...
Policy Boosts Hydrocarban Explore
Bhubaneswar: While Hydrocarbon exploration activities are continuing in Odisha, major private players like Vedanta is also participating in these activities, thanks to Open Acreage Licensing Policy (OALP) of the Union Government. Hydrocarbon Exploration Projects in Delta Districts of Odisha is continuing, while Hydrocarbon Production activities are yet to be carried out in the State, officials say. Hydrocarbon Exploration activities are being...
7K Villages Miss Mobile Connect
Bhubaneswar: More than 7000 Villages in Odisha are not having Mobile Broadband Wireless Coverage. High-speed internet access via mobile networks is called Mobile Broadband. It connects to a mobile network and transmits data through 3G or 4G services. This, in turn, allows us to carry out our routine activities from any corner of the world, but within the coverage area While the Department...
ISBT Timeline Set
Bhubaneswar: Secretary to CM, VK Pandian has reviewed the ongoing construction of Inter State Bus Terminus (ISBT) at Baramunda and set the timeline to operationalize the state-of-the-art passenger facility in the State Capital by March 2023. ISBT Bermunda is the busiest bus terminal in the state. Every day, hundreds of buses ply from here to different parts of the state. Secretary...
ସାତ ହଜାର ଗାଁରେ ନାହିଁ ମୋବାଇଲ ବ୍ରଡବ୍ୟାଣ୍ଡ୍
ଭୁବନେଶ୍ୱର : ରାଜ୍ୟର ୭୦୦୦ ରୁ ଅଧିକ ଗାଁରେ ମୋବାଇଲ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା ପହଞ୍ଚି ନାହିଁ । ମୋବାଇଲ୍ ନେଟୱାର୍କ ଜରିଆରେ ଉପଲବ୍ଧ ଦ୍ରୁତଗାମୀ ଇଣ୍ଟରନେଟ୍କୁ ମୋବାଇଲ୍ ବ୍ରଡବ୍ୟାଣ୍ଡ୍ କୁହାଯାଏ । ଏହା ଜରିଆରେ ଲୋକଙ୍କ ନିକଟରେ ୩ଜି ଓ ୪ଜି ସେବା ପହଞ୍ଚିଥାଏ । ଫଳରେ ଯେଉଁଠାରେ ଏହି ସେବା ଉପଲବ୍ଧ ସେଠାରେ ଲୋକେ ମୋବାଇଲ୍ ବ୍ରଡବ୍ୟାଣ୍ଡ୍ ମାଧ୍ୟମରେ ନିଜ ନିଜର କାମ କରିଥାନ୍ତି । କେନ୍ଦ୍ର ଯୋଗାଯୋଗ ବିଭାଗ ପକ୍ଷରୁ ସମସ୍ତ ଗାଁରେ ମୋବାଇଲ ବ୍ରଡ୍ବ୍ୟାଣ୍ଡ ଓୟାରଲେସ୍ ସେବା ଯୋଗାଣ...
ଅଧିକ ଦାମ୍ ନେଉଛନ୍ତି ମଦ ଦୋକାନୀ
ଭୁବନେଶ୍ୱର : ମଦ ଦୋକାନୀମାନେ ଗ୍ରାହକଙ୍କ ଠାରୁ ଧାର୍ଯ୍ୟ ଦର ଅପେକ୍ଷା ଅଧିକ ଦାମ୍ ନେଉଛନ୍ତି । ଏଥିପାଇଁ ଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୬୦ଟି ଅଭିଯୋଗ ଆସିଥିବାବେଳେ ଦୋକାନୀମାନେ ବି ୩୭ଲକ୍ଷ ଟଙ୍କାର ତଣ୍ଡ ଗଣିଲେଣି । ଏବେ ବି ଅନେକ ଅଭିଯୋଗ ବିଚାରାଧିନ ରହିଛି । ରାଜ୍ୟରେ ଥିବା ମଦ ଦୋକାନଗୁଡିକ ସରକାରୀ ସ୍ୱୀକୃତିପ୍ରାପ୍ତ ଓ ସରକାରଙ୍କ ଠାରୁ ଏଥିପାଇଁ ଲାଇସେନ୍ସ ପାଇଛନ୍ତି । ତଦନୁଯାୟୀ ସେମାନେ ସରକାରଙ୍କ ଠାରୁ ମଦ କିଣି ବିକ୍ରି କରିବେ ଓ କେଉଁ ମଦ କେତେ...
ଓଡ଼ିଶା ଆସୁଛନ୍ତି ମହାରାଷ୍ଟ୍ର ଛାତ୍ରଛାତ୍ରୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ । ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଜରିଆରେ ଯୋଡ଼ି ହୋଇଥିବା ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କ୍ରମରେ ମହାରାଷ୍ଟ୍ର ନଭି ମୁମ୍ବାଇର ଖାରଘରସ୍ଥିତ ଜବାହର ଏଜୁକେସନ ସୋସାଇଟିର...
ନୂତନ ରାଜ୍ୟ ଜଳ ନୀତିର ସମୀକ୍ଷା
ଭୁବନେଶ୍ୱର: ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସଂପର୍କରେ ଅବଗତ ହୋଇଥିଲେ । କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ...
୧୦ ପ୍ରତିଶତ ସଂରକ୍ଷଣ ପାଇଁ ଆସିପାରେ ଆଇନ୍
ଭୁବନେଶ୍ୱର : ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ବର୍ଗଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଆଇନ୍ ଓଡିଶାରେ କିପରି ଲାଗୁ ହେବ ସେଥିଘେନି ବିଭିନ୍ନ ମହଲରେ ତର୍ଜମା ଚାଲିଛି । ଏହା ଲାଗୁ କରାଯିବା ଫଳରେ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଟପିବା ସମ୍ଭାବନା ଥିବା ଦୃଷ୍ଟିରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେବେ କିଭଳି ଆଇନ୍ ଆଣିବେ ତାହା ଉପରେ ଏବେ ସମସ୍ତଙ୍କର ନଜର । ସଂସଦରେ ଏ ସଂକ୍ରାନ୍ତୀୟ ବିଲ୍ର ଆଲୋଚନାବେଳେ ଉଭୟ କଂଗ୍ରେସ...










