ବିଏସକେୱାଇରେ ୨୯ ନୂଆ ହସ୍ପିଟାଲ୍

0

ଭୁବନେଶ୍ୱର : ଓଡିଶା ସରକାରଙ୍କ ବିଏସକେୱାଇ ଯୋଜନା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ବୈଠକରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।  ବିଲ ଗୁଡ଼ିକୁ ଅନୁମୋଦନ ଦେବାନ ପୁର୍ବରୁ ସମସ୍ତ ଦରକାରୀ ତଥ୍ୟ ଓ ନିର୍ଦ୍ଧାରିତ ଦର ତାଲିକା କୁ ସଠିକ୍ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ...

ତୁରନ୍ତ ପିଏମଜିକେଏୱାଇରେ ଚାଉଳ ଦିଅ

0

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ରେ ତୁରନ୍ତ ପୂର୍ବଭଳି ଚାଉଳ ଦେବାକୁ ଦାବି କରିଛି ବିଜେଡି । କୋଭିଡ ମହାମାରୀ ପ୍ରଭାବରେ ପ୍ରଭାବିତ ଗରିବ ଲୋକଙ୍କ ପାଇଁ ଏହି ଚାଉଳର ଆବଶ୍ୟକତା ଥିବା କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାର ୩.୨୫ କୋଟି ଲୋକଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୧୦ କିଲୋ ଚାଉଳ...

ଜୋର ଧରିଲାଣି ଭୁବନେଶ୍ୱରକୁ ଜିଲ୍ଲା ଦାବି

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ଦେବାପାଇଁ ଏବେ ଦାବି ଜୋର ଧରିଛି । ଏଥିଲାଗ ଭୁବନେଶ୍ୱରର ତିନିଟି ବିଧାନସଭା କ୍ଷେତ୍ର ସମେତ ଜଟଣୀ ଓ ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ସ୍ଥାନରେ ବୈଠକମାନ ଅନୁଷ୍ଠିତ ହେଉଛି । ଏଥିରେ ବହୁ ଶିକ୍ଷାବିତ୍‍, ପ୍ରାକ୍ତନ ପ୍ରଶାସକ, ଆଇନ୍‍ଜୀବୀ ଓ ସମାଜସେବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଯୋଡି ହେଉଛନ୍ତି । ଭୁବନେଶ୍ୱରରେ ରାଜ୍ୟର ରାଜଧାନୀ ଥିବା ପରିପ୍ରେକ୍ଷୀରେ ଜିଲ୍ଲାର ସଦର ମହୁକୁମା ଭୁବନେଶ୍ୱରରେ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଅତୀତରେ ବିଧାନସଭା...

ଜଳ କର ବ୍ୟବସ୍ଥାରେ ବିଭ୍ରାଟ

0

ଭୁବନେଶ୍ୱର : ସହରାଞ୍ଚଳରେ ଜଳକର ଆଦାୟ ବ୍ୟବସ୍ଥା ବିପର୍ଯ୍ୟସ୍ତ । ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱ ଟିସିଏସ୍‍ ହାତରୁ ଆଣି ପିଡବ୍ଲ୍ୟୁସିକୁ ଦେବାପରେ ଏଭଳି ବିଭ୍ରାଟ ଦେଖାଦେବା ସହିତ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ସହରାଞ୍ଚଳରେ ପାନୀୟଜଳ ବାବଦୀୟ ବିଲ୍‍ ପ୍ରସ୍ତୁତି ଦାୟିତ୍ୱ ଥିଲା ଟିସିଏସ୍‍ ହାତରେ । ଏହା ସରକାରଙ୍କ ଇ-ମ୍ୟୁନିସିପାଲଟି ପ୍ଲାଟଫର୍ମରେ କାର୍ଯ୍ୟକାରୀ ହେଉଥିଲା । ହେଲେ ଗତବର୍ଷ ଅଗଷ୍ଟ ମାସରୁ ସରକାର ଟିସିଏସ୍‍ ବଦଳରେ ଏହି କାର୍ଯ୍ୟ ପ୍ରାଇସ୍‍ ୱାଟର କୁପର (ପିଡବ୍ଲ୍ୟୁସି)କୁ ଦେଇଛନ୍ତି...

ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଉଦଘାଟିତ

0

ରାଉରକେଲା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଆଜି ଏଠାରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମକୁ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ହକିକୁ ଭଲ ପାଉଥିବା ସମସ୍ତଙ୍କୁ, ଖେଳାଳୀ, ସାଧାରଣ ଜନତା, ଓଡିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିଅମକୁ ମୁଁ ଉତ୍ସର୍ଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ହକିକୁ ଭଲ ପାଉଥିବା ସମସ୍ତଙ୍କୁ  ହକି  ବିଶ୍ଵ  କପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ  ନିମନ୍ତ୍ରଣ କରିଥିଲେ। ବିଶ୍ଵ  କପ୍  ଜିତିଲେ  ପ୍ରତି  ଭାରତୀୟ  ଖେଳାଳିଙ୍କୁ ...

Budget Utilization On Rise

0

Bhubaneswar: While Budget utilization during Current Fiscal has increased, the State Government has urged the Development Departments to take steps to further increase the pace of expenditure to ensure full utilization of Budget Provision. Vishal Dev, Principal Secretary Finance has presented detailed report on Fiscal Performance up to December 2022 in the All Secretary Meet held on 4 January. Principal Secretary...

Rourkela Hockey Stadium Opens

0

Rourkela :Ahead of FIH Odisha Hockey Men’s World Cup 2023, Chief Minister Naveen Patnaik on Thursday inaugurated the world’s largest seated Birsa Munda Hockey Stadium at Rourkela.   Both the Stadium and the Hockey Practice Centre have been certified Level 1 by FIH which is the highest in its category. As a tribute, the stadium has been named after legendary...

CM Opens New MCH

0

sundargarh: Chief Minister Naveen Patnaik Thursday inaugurated the Government Medical College and Hospital at Sundargarh. He interacted with the 1st batch of UG students of the Medical College and wished them all success for their future. He also advised them to abide by the 5T principles and render dedicated service to the patients of the State. The government of Odisha has decided...

୫ଜି ଲ୍ୟାବ୍ ପ୍ରତିଷ୍ଠା ନିମନ୍ତେ ବୁଝାମଣା

0

ଭୁବନେଶ୍ୱର : ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍ କମ୍ୟୁନିକେସନ୍ ଏବଂ ୬ ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଜିଓ ପ୍ଲାଟଫର୍ମ୍‌ସ ଲିମିଟେଡ୍ (ଜେପିଏଲ୍‌) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଛଡ଼ା ସୋଆ ଏବଂ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ୍‌ସ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।...

Pact for 5G Lab

0

Bhubaneswar: Siksha ‘O’ Anusandhan (SOA) Deemed to be University here on Thursday signed a Memorandum of Understanding (MoU) with Jio Platforms Ltd (JPL) for establishment of a 5G Lab and collaboration towards exploring other opportunities including building new technologies such as optical communication and 6G. A separate MoU was also signed during the program between SOA and the Software Technology...