ନିର୍ବାଚନ ସପକ୍ଷରେ ନାହାନ୍ତି ଅଧ୍ୟକ୍ଷ
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ଅଧିକାଂଶ ଛାତ୍ର ସଙ୍ଗଠନ ଆଗ୍ରହ ପ୍ରକାଶ କରୁଥିବାବେଳେ ବହୁ ଅଧ୍ୟକ୍ଷ କିନ୍ତୁ ନିର୍ବାଚନ ସପକ୍ଷରେ ନାହାନ୍ତି । ଏଠାରେ ଅନୁଷ୍ଠିତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବାବେଳେ ବହୁ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ଏଭଳି ମତ ରଖିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୭ ପରଠାରୁ ରାଜ୍ୟରେ ଆଉ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ସେତେବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡକୁ ଆଳ କରି କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଉତ୍ତେଜନାମୂଳକ...
ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଭଞ୍ଜକଳା ମଣ୍ଡପରେ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର, ବରେଣ୍ୟ ଅତିଥି ଭାବେ ବଡ଼ମ୍ବା ନରସିଂହପୁରର ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ନିଜର ଉଦବୋଧନରେ କବି ବୈକୁଣ୍ଠନାଥ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଲିଖିତ...
ହ୍ରାସ ପାଉଛି ନଦୀ ଜଳ ପ୍ରଦୂଷଣ
ଭୁବନେଶ୍ୱର : ରାଜ୍ୟରେ ନଦୀ ଜଳ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି । ୨୦୧୮ରେ ବିଭିନ୍ନ ନଦୀର ୧୯ଟି ସ୍ଥାନରେ ଜଳ ପ୍ରଦୂଷଣ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସେହି ସଂଖ୍ୟା ୭କୁ ହ୍ରାସ ପାଇଛି । ନଦୀଜଳ ପ୍ରଦୂଷଣ ହ୍ରାସ ପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କେତେକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି । ବିଶେଷକରି ନଦୀଜଳକୁ ପ୍ରଦୂଷଣ କରୁଥିବା ଶିଳ୍ପ ସଂସ୍ଥା, ପୌରାଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବାବେଳେ ଖୋଲାରେ ମଳତ୍ୟାଗ ଏକ ପ୍ରକାର ବନ୍ଦ ହୋଇଥିବାରୁ ନଦୀଜଳ...
Sahu Favors Environment Awareness
Bhubaneswar: Additional Chief Secretary Forest, Environment and Climate Change, Satyabrata Sahu has urged for awareness generation among the people on environment protection. Addressing the gathering of 40th Foundation Day of Odisha State Pollution Control Board (OSPCB) on 14 September, Shri Sahu said awareness generation through Eco-Clubs in Schools is needed. ACS Shri Sahu harped on balance between Industry and Environment, which...
SNM Group Chief Favors Sustainable Mining
Bhubaneswar: With a view to achieve this ambitious target in such a dynamic and intense situation, it is imperative for all mining stakeholders, including policymakers and industry to adopt a holistic approach for incorporating long-term sustainability in the mining sector. This was stated by Mining Major, SNM Group Managing Director Prabodh Kumar Mohanty, while addressing “Odisha Metals and Mining Conference-...
SPCB Simplifies Consent Management
Bhubaneswar: The State Pollution Control Board has taken several steps for “Ease in Doing Business” in order to simplify Consent Management, said Member Secretary State Pollution Control Board, K Murugesan. SPCB Member Secretary Dr.Murugesan chairing the 40th Foundation Day Ceremony listed out the simplification procedures and reduction of time period, for which the process is being appreciated across the country. According...
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ...
Scrub Typhus Kills Six
Bhubaneswar: At least six people have allegedly died due to scrub typhus in Bargarh and Sundergarh districts in this year. While five people from Bargarh district have been killed due to the disease, another death case has been reported from Sundergarh district. While two of the deceased were from Sohela block of the district, Attabira, Bheden, and Barpali blocks of...
EoW To Question Govinda
Bhubaneswar: The Economic Offences Wing (EOW) of State Crime Branch is likely to question Bollywood actor Govinda in connection with a Rs 1,000 crore pan-India online Ponzi scam. According to the EOW, a company named Solar Techno Alliance (STA), which had its presence in several countries across the globe operated an online ponzi scheme under the pretence of crypto currency...
SPCB Celebrates Foundation Day
The 40th Foundation Day of the State Pollution Control Board was celebrated on 14 September in the Conference Room, Head Office, Bhubaneswar. Pradip Kumar Amat, Minister Forests, Environment and Climate Change, Panchayat Raj and Drinking Water, Information & Public Relation Department, Government of Odisha was present as the Chief Guest on this Foundation Day. Additional Chief Secretary, Department of Forests, Environment...










