ଅଧିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦାବି

0

ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ୬/୭ଟି ଲେଖାଏଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାବେଳେ ଓଡ଼ିଶାରେ ମାତ୍ର ଗୋଟିଏ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି ଯାହାର ୧୫୪ଟି ଶିକ୍ଷକ ପବଦୀ ମଧ୍ୟରୁ ୧୩୭ଟି ଖାଲି ପଡିଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ପାଇଁ ଅଧିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଞ୍ଜୁର କରିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । ଦିଲ୍ଲୀ ପ୍ରଦେଶରେ ୭ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିବାବେଳେ ଉତ୍ତରପ୍ରଦେଶରେ ୬ଟି ରହିଛି । ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କାମ କରୁଥିବାବେଳେ ବିହାରରେ ୪ଟି ଏବଂ...

State To Procure 54 LMT Rice

0

Bhubaneswar: The State Cabinet today approved the Food and Procurement Policy for Kharif Marketing Season (KMS) 2023-24 with a target to procure 54 lakh Metric Tonne (LMT) in terms of rice.    Kharif Marketing Season (KMS) 2023-24 will commence from October 1, 2023 and conclude on September 30, 2024. The State Government will procure paddy during Kharif and Rabi seasons...

୪ ବର୍ଷରେ ୫.୨ କୋଟି ଚାକିରି

0

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଏବଂ ନୂଆ ପେନସନ ପ୍ରଣାଳୀ (ଏନପିଏସ୍) ତଥ୍ୟରୁ ଜଣାପଡ଼ିଛି ଯେ ଗତ ୪ ବର୍ଷ ମଧ୍ୟରେ ୪୭ ପ୍ରତିଶତ ନୂଆ ଚାକିରି ସମେତ ୫.୨ କୋଟି ଆନୁଷ୍ଠାନିକ ଚାକିରି (ପେରୋଲ୍‌) ଯୋଡ଼ି ହୋଇଛି । "ଭାରତରେ ପେରୋଲ ରିପୋର୍ଟିଂ ଦିଗରେ" ଶୀର୍ଷକ ଅଧ୍ୟୟନରେ ଘୋଷ ଏଣ୍ଡ ଘୋଷ ଦ୍ୱାରା କରାଯାଇଥିବା ସୁପାରିସ ଆଧାରରେ ୨୦୧୮ ଏପ୍ରିଲ ଠାରୁ ସରକାର ମାସିକ ପେରୋଲ ଡାଟା (ଇପିଏଫଓ, ଏନପିଏସ ଏବଂ ଇଏସଆଇସି) ଜାରି କରୁଛନ୍ତି । ନିକଟରେ ପ୍ରକାଶ...

Cabinet Green Signals LAccMI

0

Bhubaneswar: Ahead of Assembly and General elections, the State Government on Friday announced a new public transportation scheme titled Location Accessible Multi-modal Initiative (LAccMI). The State Cabinet headed by Chief Minister Naveen Patnaik has approved the scheme today. To ensure sustainable, affordable, assured and safe transportation of passengers and commodities across the State, the Government has taken a transforming step by...

ଲୋକଙ୍କ ହାତରେ ଫାଇନ୍‍ କାଟିବା ଯୋଜନା

0

କଟକ: ସାଧାରଣ ଲୋକଙ୍କ ହାତରେ ଫାଇନ ଆଦାୟ ପାଇଁ ପରିବହନ ବିଭାଗ ଯୋଜନା କରିଛି । ଏକ୍ଷେତ୍ରରେ ଓଡ଼ିଶାର ନାଗରିକମାନେ ଟ୍ରାଫିକ୍ ନିୟମକୁ କାର୍ଯ୍ୟକାରୀ କରିବାରେ ପରିବହନ ବିଭାଗକୁ ଏଣିକି ସାହାଯ୍ୟ କରିପାରିବେ । ସଡକ ସୁରକ୍ଷା ରେ ସଚେତନ ନାଗରିକ ଭାଗିଦାର ହେବ ନିତାନ୍ତ ଆବଶ୍ୟକ । ନାଗରିକମାନେ ଏମ-ପରିବହନ ଆପରେ ଥିବା ସିଟିଜେନ ସେଣ୍ଟିନେଲ୍ସ ବିକଳ୍ପକୁ ଯାଇ ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ରିପୋର୍ଟ କରିପାରିବେ । ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ଦ୍ୱାରା ବିକଶିତ ସେଣ୍ଟିନେଲ...

River Pollution Comes Down

0

Bhubaneswar: Number of polluted river stretches has come down to 7 from 19 in the year 2018, and water quality in these 7 stretches has also improved substantially. Latest Report of State Pollution Control Board reveals that the River water quality improvement is attributable to strict monitoring of ETPs in Industries, commissioning of STPs and SeTPs in ULBs, community toilets...

OPP To Bycott Speaker Poll

0

Bhubaneswar: Opposition BJP and Congress have decided to boycott the Assembly Speaker election scheduled for September 21 as it coincided with the western Odisha’s famous Nuakhai festival. Accusing the State Government of showing step-motherly attitude towards the people of the Western Odisha, the Congress party first announced to boycott the Assembly Speaker election. Today, the BJP too followed the suit...

ନିର୍ବାଚନ ସପକ୍ଷରେ ନାହାନ୍ତି ଅଧ୍ୟକ୍ଷ

0

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ଅଧିକାଂଶ ଛାତ୍ର ସଙ୍ଗଠନ ଆଗ୍ରହ ପ୍ରକାଶ କରୁଥିବାବେଳେ ବହୁ ଅଧ୍ୟକ୍ଷ କିନ୍ତୁ ନିର୍ବାଚନ ସପକ୍ଷରେ ନାହାନ୍ତି । ଏଠାରେ ଅନୁଷ୍ଠିତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବାବେଳେ ବହୁ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ଏଭଳି ମତ ରଖିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୭ ପରଠାରୁ ରାଜ୍ୟରେ ଆଉ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ସେତେବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡକୁ ଆଳ କରି କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ରେ ଉତ୍ତେଜନାମୂଳକ...

ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଭଞ୍ଜକଳା ମଣ୍ଡପରେ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର, ବରେଣ୍ୟ ଅତିଥି ଭାବେ ବଡ଼ମ୍ବା ନରସିଂହପୁରର ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ନିଜର ଉଦବୋଧନରେ କବି ବୈକୁଣ୍ଠନାଥ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଲିଖିତ...

ହ୍ରାସ ପାଉଛି ନଦୀ ଜଳ ପ୍ରଦୂଷଣ

0

ଭୁବନେଶ୍ୱର : ରାଜ୍ୟରେ ନଦୀ ଜଳ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି । ୨୦୧୮ରେ ବିଭିନ୍ନ ନଦୀର ୧୯ଟି ସ୍ଥାନରେ ଜଳ ପ୍ରଦୂଷଣ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସେହି ସଂଖ୍ୟା ୭କୁ ହ୍ରାସ ପାଇଛି । ନଦୀଜଳ ପ୍ରଦୂଷଣ ହ୍ରାସ ପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କେତେକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି । ବିଶେଷକରି ନଦୀଜଳକୁ ପ୍ରଦୂଷଣ କରୁଥିବା ଶିଳ୍ପ ସଂସ୍ଥା, ପୌରାଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବାବେଳେ ଖୋଲାରେ ମଳତ୍ୟାଗ ଏକ ପ୍ରକାର ବନ୍ଦ ହୋଇଥିବାରୁ ନଦୀଜଳ...