ଭୁବନେଶ୍ୱର : ଷାଠିଏ ବର୍ଷ ଭିତରେ ସୁନା ଦର ଦଶ ଗ୍ରାମ ପିଛା ୬୬ ଟଙ୍କାରୁ ବଢି ଲକ୍ଷେ ୬୨ହଜାର ଟଙ୍କାରେ ପହଞ୍ଚିଲାଣି । ଏଥି ସହ ତାଳଦେଇ ରୂପା ଦର ବି ବଢି ଚାଲିଛି
୧୯୬୪ ମସିହାରେ ୧୦ଗ୍ରାମ ଓଜନର ୨୪ କ୍ୟାରେଟ ସୁନାର ଦର ଥିଲା ୬୩ ଟଙ୍କା ୨୫ ପଇସା...
ଭୁବନେଶ୍ୱର : ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ ନୂତନ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି।
ଏହି ନୂତନ ଟ୍ରେନ୍ (ନମ୍ବର ୧୮୪୦୭/୧୮୪୦୮ ପୁରୀ–କୋରାପୁଟ–ପୁରୀ ଏକ୍ସପ୍ରେସ୍) ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଅନୁଗୋଳ, ସମ୍ବଲପୁର, ବରଗଡ଼...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଜି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି। ୨୦୨୬-୨୭ ଖରିଫ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି।
ଚାଷୀମାନଙ୍କୁ ସେମାନଙ୍କ ଫସଲର ଲାଭକାରୀ ମୂଲ୍ୟ ପ୍ରଦାନ କରିବା ଲାଗି...
ଭୁବନେଶ୍ୱର : ଶିଶୁଟି ଜନ୍ମ ହେବା ଠାରୁ ଆରମ୍ଭ କରି ମନୁଷ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାଆନ୍ତି । ମହାବାତ୍ୟା ହେଉ ଅଥବା କୋଭିଡ ମହାମାରୀ ଯେକୌଣସି ବିପର୍ଯ୍ୟୟ ସମୟରେ ନର୍ସମାନେ ହିଁ ନୀରବ ଯୋଦ୍ଧା ଭଳି ଅନବରତ ସେବା ପ୍ରଦାନ କରି ଚାଲିଥାନ୍ତି ବୋଲି କହିଛନ୍ତି...
ଭୁବନେଶ୍ୱର : ଓଡିଶାର କୋଇଲା ଖଣିଗୁଡିକରୁ ଯେତିକି କୋଇଲା ଖୋଳାଯାଉଛି ତାହାର ସିଂହଭାଗ ରାଜ୍ୟ ବାହାରକୁ ଯାଉଛି । ରାଜ୍ୟ ଭିତ୍ତରେ ବ୍ୟବହାର ହେଉଥିବା କୋଇଲା ତୁଳନାରେ ରାଜ୍ୟ ବାହାରକୁ ଯାଉଥିବା କୋଇଲାର ପରିମାଣ ଅଧିକ ରହୁଛି ।
ରାଜ୍ୟର ପ୍ରମୁଖ କୋଇଲା ଖଣିର ଉତ୍ତୋଳନ ଓ ବ୍ୟବହାରକୁ ଅନୁଧ୍ୟାନ କଲେ ଏହା ଦେଖିବାକୁ ମିଳୁଛି...
ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି (ଏସ୍ସି ଓ ଏସ୍ଟି)ଙ୍କ ପ୍ରତି ଘଟୁଥିବା ଅତ୍ୟାଚାର ଜନିତ ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ । କେବଳ ସେତିକି ନୁହେଁ, ଏହି କିସମର ମାମଲା ବର୍ଷରେ ୧ ପ୍ରତିଶତ ମଧ୍ୟ ଫଇସଲା ହୋଇପାରୁ ନାହିଁ ।
ସଦ୍ୟ ପ୍ରକାଶିତ ଭାରତ...
Bhubaneswar: The ‘Atmanirbhar Mahila SuVahak’ (Ama SuVahak) scheme, a flagship program of the State Government, has emerged as a significant milestone in making the women of Odisha financially self-reliant and increasing their participation in the transport sector.
In a...
Puri: As the sacred sounds of the temple bells resonated through the air on this Tuesday morning, the divine preparations for the world-renowned Ratha Nirman (construction) program reached a significant milestone.
At 11:30 AM in the hallowed conference hall...
New Delhi: Reinforcing its position as a national leader in transformative urban governance, the Government of Odisha presented an ambitious “Next-Generation Urban Growth Roadmap” at the 1st National Apex Committee Meeting on the Urban Challenge Fund (UCF), chaired by...
ଭୁବନେଶ୍ୱର : ଚଳିତ ମଇ ମାସ ୫ରୁ ୭ ତାରିଖ ମଧ୍ୟରେ ଗୁଜରାଟର ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରା ଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ'ର ଫଳାଫଳ ଆକଳନ ଆଧାରରେ ନିବେଶକମାନଙ୍କୁ ରାଜ୍ୟରେ ଶିଳ୍ପ ଏବଂ ବିଭିନ୍ନ କ୍ଷେତ୍ରରେ ସୁବିଧାରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ଅନୁକୂଳ ସୁବିଧା ସୁଯୋଗ ଯୋଗାଇ...










