LATEST ARTICLES

ଭୁବନେଶ୍ୱର : ପୁଣିଥରେ ବଦଳିଲା ପିପିଲି ଭୋଟ ଗ୍ରହଣ ତାରିଖ । ମଇ ୧୩ ତାରିଖ ବଦଳରେ ୧୬ ତାରିଖରେ ଏଠାରେ ମତଦାନ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି । ଶ୍ରୀ ଲୋହାନି ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ...
Bhubaneswar: As an outcome of the application of 5-T principles in financial management, State has enhanced its fiscal performance capacity over last years. The ‘ease of tax payment’ through online modes and ‘e-receipts’ have also been helpful...
ଭୁବନେଶ୍ୱର : ରାଜ୍ୟରେ କରୋନା ଏବେ ହୁ ହୁ ହୋଇ ମାଡୁଛି । ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୬ହଜାର ଅତିକ୍ରମ କରିଯାଇଥିବାବେଳେ ଖୋରଧା ଜିଲ୍ଲାରେ ଏହା ୧୧ଶହ ଟପିଛି । ଅଧିକାଂଶ ଜିଲ୍ଲାରେ ଏହା ତିନି ଅଙ୍କରେ ଥିବାବେଳେ ପଶ୍ଚିମଓଡିଶା ସଂକ୍ରମଣ ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି ।
ଭୁବନେଶ୍ୱର କଡା କଟକଣାକୁ ଅନେକ ଅମାନିଆ ଭ୍ରୁକ୍ଷେପ କରୁନଥିବା ଯୋଗୁଁ ରାଜଧାନୀର ପାର୍କଗୁଡିକ ବନ୍ଦହେବା ସମ୍ଭାବନା ଉପୁଜିଛି । ଏବେ ପୂର୍ବାପେକ୍ଷା କମ୍‍ ସଂଖ୍ୟକ ଲୋକ ପାର୍କକୁ ଆସୁଥିବାବେଳେ ସେମାନଙ୍କ ମଧ୍ୟରୁ ଖୁବ୍‍ କମ୍‍ ସଂଖ୍ୟକ ଲୋକ ମାସ୍କ ପିନ୍ଧୁଛନ୍ତି ଏବଂ ଯେଉଁମାନେ ବି ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର...
ଭୁବନେଶ୍ୱର : ଚାଷୀଙ୍କ ଆୟ ଦୁଇଗୁଣାରୁ ଅଧିକ କରିବାପାଇଁ ଅଣ୍ଟା ଭିଡିଥିବା କୃଷି ବିଭାଗରେ ଏବେ କର୍ମଚାରୀ ସଙ୍କଟ । ଏପରିକି ବିଭାଗ ଅଧିନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟରେ ଗତ ୨୦ବର୍ଷ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟାରେ ଢେର ହ୍ରାସ କରାଯାଇଛି । ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରମୁଖ...
Puri: The Shree Jagannath Temple   Administration (SJTA) Wednesday opened a 120-bed Covid Care Centre (CCC) here for treatment of COVID-19 patients as 50 people including 22 servitors of the temple have tested positive for the infection, an...
Bhubaneswar: While issuing stern orders the Odisha Government has asked the doctors to immediately join in their respective, who have been temporarily posted for Management of COVID-19 Duty. As a number of doctors, who...
Bhubaneswar: The All India Institute of Medical Sciences (AIIMS) Bhubaneswar will close its walk-in OPD services from April 26 temporarily in view of the sharp rise in COVID-19 cases. The decision was taken as...
ଭୁବନେଶ୍ୱର: ଦୈନିକ ସଂକ୍ରମଣ କ୍ଷେତ୍ରରେ କରୋନା ରାଜ୍ୟରେ ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି । ୨୪ ଘଣ୍ଟା ଭିତରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୪୮୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି । ଗତକାଲି ୪୭୬୧ ନୂଆ କରୋନା ପଜିଟିଭ ସାମ୍ନାକୁ ଆସିଥିଲା, ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ...
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ ଜି. ଜଳନ୍ଧର ରେଡ୍ଡୀ ଓରଫ୍‍ କ୍ରିଷ୍ଣା ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଆନ୍ଧ୍ର-ଓଡିଶା ବର୍ଡ଼ର ଡିଭିଜନରେ କ୍ରିଷ୍ଣା ସକ୍ରିୟ ଭାବେ କାମ କରୁଥିଲା । ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ...