Ashok Meena Leads JJM 2.0
New Delhi: Shri Ashok K Meena, Secretary of the Department of Drinking Water and Sanitation under the Ministry of Jal Shakti, led the ninth District Collectors Peyjal Samvad, steering the national dialogue on the strategic advancement of rural water supply. Serving as the driving force behind this flagship program, Union Secretary Shri Meena highlighted a critical transition taking place...
ଜୁନ ୧୮ରେ ଖୋଲିବ ସବୁ ସ୍କୁଲ
ଭୁବନେଶ୍ୱର : ଶେଷ ହେବାକୁ ଯାଉଛି ଖରା ଛୁଟି। ମୌସୁମୀର ଆଗମନ ଓ ପାଗରେ ପରିବର୍ତ୍ତନ ଯୋଗୁ ସରକାରୀ ସ୍ତରରେ ସ୍କୁଲ ଖୋଲିବା ନେଇ ନିଆଯାଇଛି ବଡ଼ ପଦକ୍ଷେପ। ଆସନ୍ତା ଜୁନ ୧୮ ଅର୍ଥାତ ଗୁରୁବାର ଠାରୁ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲ ଖୋଲିବ ବୋଲି ସୋମବାର ଘୋଷଣା କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀଙ୍କ କହିବା କଥା ଯେ ମୌସୁମୀ ଏବେ ଓଡ଼ିଶାକୁ ଛୁଇଁ ସାରିଛି। ସେହିପରି ତାପମାତ୍ରା ମଧ୍ୟ ହ୍ରାସ ପାଉଛି। ତେଣୁ ଏବେ ସ୍କୁଲ...
ସଫେଇ କର୍ମଚାରୀଙ୍କୁ ସୁରକ୍ଷା ଦେଇଛି ‘ଗରିମା’
ଭୁବନେଶ୍ୱର : ମୁଖ୍ୟ ସଫେଇ କର୍ମଚାରୀମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଏହାର ପ୍ରମୁଖ ‘ଗରିମା’ ଯୋଜନାର କାର୍ଯ୍ୟାନ୍ୱୟନକୁ ଆହୁରି ଜୋରଦାର କରିଛି । ଏହି ଅଭିନବ ପ୍ରୟାସର ଉଦ୍ଦେଶ୍ୟ ହେଉଛି ବିପଜ୍ଜନକ ହାତରେ ମଇଳା ସଫା କରିବା ପ୍ରଥାର ଉଚ୍ଛେଦ କରି ଯାନ୍ତ୍ରିକ ସଫେଇ ସେବାକୁ ପ୍ରୋତ୍ସାହିତ କରିବା ଏବଂ ସହରର ସ୍ୱଚ୍ଛତା ଓ...
କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ଯୁବ କଂଗ୍ରେସ
ଭୁବନେଶ୍ୱର: ଜୁନ ୧୭ ତାରିଖ ଦିନ ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ଦେବା ଦାବୀରେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ସୂଚନା ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି କହିଛନ୍ତି ଯେ ଜଣେ ସଂଗ୍ରାମୀ, ସାହାସିନୀ ଏବଂ ଜନପ୍ରିୟ ମହିଳା ଯୁବ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧିରେ ମୋହନ ସରକାରଙ୍କର...
Garg Shields Farmers From El Nino
Bhubaneswar: Amidst the quiet of a public holiday, when administrative corridors usually fall silent, the pulse of governance beat with deep empathy and urgency at the Lokaseba Bhawan. Demonstrating an exemplary commitment to the state's farming community, Chief Secretary Shrimati Anu Garg convened and led a high-level review meeting to meticulously assess preparedness for the Kharif 2026 agricultural season,...
ଏଲ୍-ନିନୋକୁ ଦୃଷ୍ଟିରେ ରଖି ଖରିଫ ପ୍ରସ୍ତୁତି
ଭୁବନେଶ୍ୱର : ଖରିଫ ଫସଲ ଋତୁ-୨୦୨୬ ପାଇଁ ରାଜ୍ୟର ପ୍ରସ୍ତୁତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି, ଆକଳନ ଏବଂ ଏଲ୍-ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ...
ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ
ଭୁବନେଶ୍ୱର : ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନକୁ ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରାର ଶୁଭ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା...
ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ଉନ୍ମୋଚିତ
ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳନ ପୂର୍ବରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ "ସପ୍ତାହବ୍ୟାପୀ ଯୋଗ ମହୋତ୍ସବ"ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଯୋଗ ଶିବିରର ପ୍ରାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଶା ଯୋଗ ମହୋତ୍ସବ ସମିତିର ସଭାପତି ଆଲୋକ...
WT-MARUT Portal Launched
Panaji: Union Minister of New and Renewable Energy, Consumer Affairs, Food and Public Distribution, Shri Pralhad Joshi, chaired the Global Wind Day 2026 conference on Monday, June 15, in Goa. Held under the theme Wind Energy: From Ambition to Acceleration, the event was attended by Minister of State Shri Shripad Yesso Naik, Goa New and Renewable Energy Minister Shri...
Prez, PM On Odisha Visit
Bhubaneswar: Comprehensive structural dates and logistical details have been locked in for the upcoming high profile VVIP visits to Odisha. The official schedule spans June 19 and June 20, bringing together the top leadership of the nation to commemorate the second anniversary milestone of the state government under Chief Minister Shri Mohan Charan Majhi. On June 19, President Shrimati Droupadi...










