Odisha Gets Final Electoral Roll

0

Bhubaneswar: The Final Electoral Roll, published on September 21, 2026, stands at 3,16,32,754 electors, reflecting a net increase of 2,45,720 voters from the draft publication. The state electorate comprises 1,61,30,319 male voters, 1,54,99,661 female voters, and 2,774 third gender voters, bringing the gender ratio to 961 females per 1,000 males. A total of 45,250 polling stations have been finalized...

Odisha Braces For Heavy Rains

0

Bhubaneswar: Odisha is bracing up for heavy rainfall this week as a low pressure area (LOPAR) has formed over east central Bay of Bengal which may turn into a depression on Monday evening. The Centre for Environment and Climate (CEC) of Siksha ‘O’ Anusandhan (SOA) Deemed to be University here said.  The intensification of the system was very slow but it...

ଆଜି ଅବତାର ରୂପ ନେବ ଲଘୁଚାପ

0

ଭୁବନେଶ୍ୱର : ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିଲେ ମଧ୍ୟ ଏହାର ତୀବ୍ରତା ବୃଦ୍ଧି ପ୍ରକ୍ରିୟା ବହୁତ ଧୀମା ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଏକ ଅବପାତ ଏବଂ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏକ ଗଭୀର ଅବପାତ ରେ ପରିଣତ ହୋଇପାରେ। ବୁଧବାର ରାତିରେ ଗଞ୍ଜାମ କିମ୍ବା ପୁରୀ ଜିଲ୍ଲାର ଚିଲିକା ନିକଟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଅତିକ୍ରମ କରିବା ପରେ, ଏହା ନିଜର ଗତିପଥ ପରିବର୍ତ୍ତନ...

କମୁଛି ବ୍ୟାଙ୍କ୍‍ ଏଟିଏମ୍‍ ସଂଖ୍ୟା

0

ଭୁବନେଶ୍ୱର : ୟୁପିଆଇ ପେମେଣ୍ଟର ନୂଆ ନିୟମକୁ ଦେଖି ଲୋକେ ପୁଣି ନଗଦ କାରବାର ଚିନ୍ତାରେ ଥିବାବେଳେ ବ୍ୟାଙ୍କ୍‍ମାନଙ୍କର ଏଟିଏମ ସଂଖ୍ୟା କିନ୍ତୁ କମିବାରେ ଲାଗିଛି । ବିଶେଷକରି ୟୁପିଆଇର ବ୍ୟବହାର ଯୋଗୁଁ ବ୍ୟାଙ୍କ୍‍ଗୁଡିକର ଏଟିଏମ୍‍ ଅଲୋଡା ହେବାପରେ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ବ୍ୟାଙ୍କ୍‍ ଖାତାଧାରୀମାନେ ନଗଦ ଅର୍ଥ ପାଇଁ ସାଧାରଣତଃ ବ୍ୟାଙ୍କ୍‍ ଶାଖା ବଦଳରେ ଏଟିଏମରୁ ହିଁ ଟଙ୍କା ଉଠାଇଥାନ୍ତି । ଗୋଟିଏ ବ୍ୟାଙ୍କ୍‍ର କାର୍ଡଧାରୀ ଯେକୌଣସି ବ୍ୟାଙ୍କ୍‍ର ଏଟିଏମ୍‍ରୁ ଟଙ୍କା ବାହାର କରିବାର ସୁବିଧା ରହିଛି । ଏଥିପାଇଁ...

ଓଡ଼ିଶା ଅପେକ୍ଷା ଗୁଜରାଟରେ ଅଧିକ ଗରିବ

0

ଭୁବନେଶ୍ୱର : ଓଡ଼ିଶା ଅପେକ୍ଷା ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଅଧିକ ଗରିବ ଲୋକ ରହୁଛନ୍ତି । ଏଥିପାଇଁ ଓଡ଼ିଶା ତୁଳନାରେ ଏହି ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ପରିମାଣର ମାଗଣା ଖାଦ୍ୟଶସ୍ୟ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ହିସାବ ମୁତାବକ ସାରା ଦେଶରେ ପ୍ରାୟ ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଗହମ ଆଦି ଯୋଗାଯାଉଛି । ଏଥିପାଇଁ ଚଳିତବର୍ଷର କେନ୍ଦ୍ରୀୟ ବଜେଟ୍‍ରେ ୨,୨୭,୪୨୯ କୋଟି ଟଙ୍କାର...

ଆସାମ ଗସ୍ତରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

0

ଭୁବନେଶ୍ୱର : ପିଆଇବି ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ପାଞ୍ଚଦିନିଆ ଆସାମ ଗସ୍ତ ଆରମ୍ଭ କରିଛି । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବାଞ୍ଚଳରେ ପ୍ରମୁଖ ବିକାଶମୂଳକ ଏବଂ ରଣନୀତିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବା । ପ୍ରାରମ୍ଭରେ ଏହି ପ୍ରତିନିଧି ଦଳ ବୋଗିବିଲ୍‌ ଅନ୍ତର୍ଦେଶୀୟ ଜଳ ପରିବହନ ଟର୍ମିନାଲ ଏବଂ ଐତିହାସିକ ବୋଗିବିଲ୍ ସେତୁ ବୁଲି ଦେଖିଛନ୍ତି । ସେତୁର ଇଞ୍ଜିନିୟରିଂ ଚମତ୍କାର ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ବେଶ୍‌ ପ୍ରଭାବିତ ହୋଇଛନ୍ତି । ସମନ୍ୱିତ ନଦୀ ଜଳମାର୍ଗ ଆଞ୍ଚଳିକ...

ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗରେ ବିଧାନସଭା ଘେରାଉ ହେବ

0

ଭୁବନେଶ୍ୱର : ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।   ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ...

ବିଡିଏ ଘର କିଣିବାକୁ ବଳ ପାଉନି

0

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ତିଆରି କରିଥିବା ଘର କିଣିବାକୁ ଲୋକଙ୍କ ବଳ ପାଉନାହିଁ । ସାଧାରଣ ଲୋକେ ତ ଦୂରରକଥା ବହୁ ସରକାରୀ ଚାକିରିଆ ମଧ୍ୟ ଘରର ଦର ଦେଖି ମୁହଁ ଫେରାଇ ନେଉଛନ୍ତି । ବିଡିଏ ତାହାର ଏକାମ୍ର ରେସିଡେନ୍ସି ପାଇଁ ବିଜ୍ଞାପନ ପ୍ରକାଶ କରିଛି । ଏଠାରେ ଥିବା ୪୯୬ଟି ଘରକୁ ଖରିଦ ଲାଗି ଆଗ୍ରହୀ ଲୋକେ ଆବେଦନ କରିବାକୁ କୁହାଯାଇଛି । ତେବେ ୨ବିଏଚ୍‍କେ ଘରର ଯେଉଁ ଦର ରହିଛି ତାହାକୁ ନେଇ...

ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ କେବେ?

0

ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ନିର୍ବାଚନ ପ୍ରଚାର ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜ୍‍ଗୁଡ଼ିକର ପରିବେଶ ସରଗରମ ରହିଛି । କିନ୍ତୁ ପ୍ରାୟ ୮ବର୍ଷ ଧରି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେଉନଥିବାବେଳେ ଏଯାବତ୍‍ ନିର୍ବାଚନୀ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ । ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେଥିଘେନି ମଧ୍ୟ କେହି ସ୍ପଷ୍ଟ ଭାବେ ସୂଚନା ଦେଇପାରୁ ନାହାନ୍ତି । ଇତିମଧ୍ୟରେ ପଞ୍ଜାବରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଅଗ୍ରଣୀ...

ବୈଦ୍ୟୁତିକ ଗତିଶୀଳତାରେ ଓଡ଼ିଶା ଅଗ୍ରଣୀ

0

ଭୁବନେଶ୍ୱର : ଭାରତର ବୈଦ୍ୟୁତିକ ଗତିଶୀଳତା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ନୀତି ଆୟୋଗ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଇ.ଭି. ନୀତି ସମୀକ୍ଷା ଏବଂ ପୁନର୍ବିନ୍ୟାସ ବୈଠକରେ ପ୍ରକାଶିତ ଭାରତୀୟ ବିଦ୍ୟୁତ ଗତିଶୀଳତା ସୂଚକାଙ୍କ ୨୦୨୫ରେ ଓଡ଼ିଶା ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ ‘ଫ୍ରଣ୍ଟରନର୍’ ବର୍ଗରେ ସ୍ଥାନ ପାଇଛି । ଏହି ସୂଚକାଙ୍କରେ ଓଡ଼ିଶା ୫୫ ସ୍କୋର ହାସଲ କରିଛି। ସହରୀ ପରିବହନ ସହ ବିଶେଷ ଭାବେ ସମ୍ପୃକ୍ତ ପରିବହନ ବିଦ୍ୟୁତକରଣର ଅଗ୍ରଗତରେ...