Modi Beats Nehru Record

0

New Delhi: History has a way of resetting its milestones, and today India witnessed a monumental shift in its political timeline. Prime Minister Narendra Modi has officially become the country’s longest continuously serving elected leader, reaching 4,399 days in office. With this milestone, he surpasses the consecutive record held by India's first Prime Minister, Jawaharlal Nehru, who served 4,398...

ବାଲି ରପ୍ତାନି ଠୁ ଚୋରି ଅଧିକ

0

ଭୁବନେଶ୍ୱର : ଓଡିଶାର ନଦୀରୁ ମିଳୁଥିବା ବାଲି ଯେତିକି ପରିମାଣରେ ଅନ୍ୟ ରାଜ୍ୟକୁ ରପ୍ତାନି ହେଉଛି ତାହାର ବହୁଗୁଣା ବାଲି ଚୋରି ହେଉଛି । ବାଲିଚୋରଙ୍କ ପ୍ରାର୍ଦୁଭାବ ଏଭଳି ହୋଇଛି ଯେ ସରକାରୀକଳ ବି ଅନେକ ସ୍ଥାନରେ ସେମାନଙ୍କୁ ରୋକିପାରୁନାହିଁ । ମିଳିଥିବା ସୂଚନା ଅନୁଯାୟୀ ଓଡିଶାର କେତେକ ଜିଲ୍ଲାରୁ ନଈବାଲି ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଆଦି ରାଜ୍ୟକୁ ରପ୍ତାନି ହେଉଛି । ୨୦୨୪-୨୫ ଆର୍ଥିକବର୍ଷରେ ଢେଙ୍କାନାଳ ଜିଲ୍ଲାରୁ୮୮୦ କ୍ୟୁବିକ ମିଟର ନଈବାଲି ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜକୁ ରପ୍ତାନି...

ଫ୍ଲେକ୍ସ, ହୋର୍ଡିଂ ମୁକ୍ତ ହେଉ ଭୁବନେଶ୍ୱର

ଭୁବନେଶ୍ୱର : ହୋର୍ଡିଂ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେଉଥିବା ପରିପ୍ରେକ୍ଷୀରେ ରାସ୍ତାକଡ଼ ଓ ମଝିରେ ହୋର୍ଡିଂ ଲଗାଇବା ଉପରେ କଡ଼ା କଟକଣା ଜାରି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହୋର୍ଡିଂ ନିୟନ୍ତ୍ରଣ ଦାୟିତ୍ୱ ବିଏମ୍‍ସି ହାତରେ ରହିଛି । ବିଭିନ୍ନ ସଂସ୍ଥା ଲଗାଉଥିବା ହୋର୍ଡିଂ ବିଜ୍ଞାପନରୁ ବିଏମ୍‍ସି କୋଟି କୋଟି ଟଙ୍କା ଆୟ କରୁଥିବାବେଳେ ଆଉ କେତେକ ସଂସ୍ଥା ପଇସା ନଦେଇ ଖସି ଯାଉଛନ୍ତି ।...

ସେବା ଓ ସମର୍ପଣକୁ ୧୨ ବର୍ଷ

0

ଭୁବନେଶ୍ୱର : କେନ୍ଦ୍ର ଏବଂ ରାଜ୍ୟର ଡବଲ ଇଂଜିନସରକାରର ମିଳିତ ସମନ୍ୱୟ ଯୋଗୁ ଓଡ଼ିଶାର ବିକାଶ ପ୍ରକ୍ରିୟା ପ୍ରଭାବଶାଳୀ ହୋଇଛି। ଯୋଗାଯୋଗ, ଶିଳ୍ପ, ଭିତ୍ତିଭୂମି, କୃଷି, ନାରୀ ସଶକ୍ତୀକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାର ଦୃଢ଼ ରୂପାୟନ ମାଧ୍ୟମରେ ପ୍ରତିଟି ନାଗରିକଙ୍କୁ ସଶକ୍ତ କରାଯାଉଛି। କେନ୍ଦ୍ର ସରକାରଙ୍କ ସେବା ଓ ସମର୍ପଣର ୧୨ ବର୍ଷ ଏବଂ ତୃତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ...

ଗୃହରକ୍ଷୀଙ୍କ ଦୈନିକ ଭତ୍ତା  ୧୧ଟଙ୍କା ବଢିଲା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଭତ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ସୂଚନାଯୋଗ୍ୟ ଯେ, ୨୦୨୫ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୨୩ରୁ ୬୩୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।  ଇତିମଧ୍ୟରେ ରାଜ୍ୟ ସରକାରଙ୍କ ନିୟମିତ କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ୨୦୨୬ ଜାନୁଆରୀ ପହିଲାରୁ ବୃଦ୍ଧି କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି...

Digha Jagannath Drops Dham

Puri: In a moment of profound spiritual significance that has deeply touched the hearts of millions of devotees across Eastern India, the West Bengal government has taken a decisive step to preserve the sacred purity of Sanatan traditions. The state administration officially announced the removal of the holy designation "Dham" from the newly Shree Jagannath coastal shrine at Digha,...

କ୍ୟାମ୍ପସ ପ୍ରତିଷ୍ଠା କରିବେ ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ :  ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ, ୟୁକେ ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ, ଅଷ୍ଟ୍ରେଲିଆକୁ ଭାରତରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆନୁଷ୍ଠାନିକ ଭାବେ 'ଲେଟର ଅଫ୍ ଆପ୍ରୁଭାଲ୍' ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୀତ...

Sarangi Launches SHP Guidelines

New Delhi: Shri Santosh Kumar Sarangi, Secretary of the Ministry of New and Renewable Energy (MNRE), formally launched the guidelines for the Small Hydro Power (SHP) Development Scheme at a national workshop held at the Atal Akshay Urja Bhawan today. Delivering the keynote address, MNRE Secretary Shri Sarangi highlighted the urgent need to revive and prioritize the small hydro power...

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଉଦଘାଟିତ

0

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ବିନିମୟ) କୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ  ସଚିବ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ, ସୀମା ପରିଚାଳନା ସଚିବ ଏବଂ ଭାରତୀୟ ଲ୍ୟାଣ୍ଡ୍‍ ପୋର୍ଟ ପ୍ରାଧିକରଣର ଅଧ୍ୟକ୍ଷଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ୨୦୧୪ ମସିହା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ...

CM Majhi Lauds PM Modi

0

Bhubaneswar: Chief Minister Shri Mohan Charam Majhi addressed a mega press conference today to mark a historic milestone in India's democratic history, celebrating the completion of 12 years of transparent governance, robust administration, and welfare initiatives for the poor under Prime Minister Shri Narendra Modi. June 9 holds immense significance as it marks the exact day in 2024 when...