ASSOCHAM Show Scripts Success
New Delhi: In a major leap forward for eastern India's economic ecosystem, the grand edition of Odisha Food Pro 2026 concluded on a high note at Hotel Oberoi, New Delhi, marking the state's first dedicated sector-focused investment roadshow hosted outside Odisha. Chief Minister Shri Mohan Charan Majhi has expressed his satisfaction over the program scripting success. Organised jointly by ASSOCHAM...
Dilip Ray Honors Indian Idol
Bhubaneswar: In a moment that highlights the rich artistic heritage of Odisha, former Union Minister and Member of Parliament Shri Dilip Ray met and congratulated Indian Idol Ms.Jyotirmayee Nayak. Ms.Nayak following her phenomenal victory in Indian Idol Season 16 has become a sensation in the country. The congratulatory meeting, which also had in attendance Shrimati Pooja Ray, Managing Director...
CM Launches Har Ghar Tiranga
Bhubaneswar: Odisha witnessed a wave of national pride today as Honorable Chief Minister Shri Mohan Charan Majhi officially inaugurated the Har Ghar Tiranga campaign on the historic occasion of August Kranti Diwas. Marking a moment of deep solemnity and vibrant enthusiasm, the Chief Minister extended a stirring call to every citizen across the length and breadth of Odisha...
India Reaches 300 GW Non-Fossil Fuel Capacity
New Delhi: India has reached a historic milestone in its clean energy transition, crossing 300 GW of non-fossil fuel-based installed electricity generation capacity as of July 31, 2026. This achievement represents over 60% of the nation's goal to reach 500 GW of non-fossil capacity by 2030, directly translating Prime Minister Shri Narendra Modi's vision of national energy security and...
ଗରିମା ଦିବସ ପୂର୍ବରୁ ୧୫ ଦିନିଆ ସଫେଇ ଅଭିଯାନ
ଭୁବନେଶ୍ୱର : ସ୍ୱଚ୍ଛତା କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ ୧୫ ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ‘ଆଇନଗତ ସଫେଇ, ସୁରକ୍ଷିତ ସଫେଇ’ ଆରମ୍ଭ ହୋଇଛି । ଅଗଷ୍ଟ ୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା...
ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର : ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ନିଜ ଅଭିଭାଷଣ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର ଅମର ସପୁତମାନଙ୍କୁ ଗଭୀର...
ଜମିଜମା ଚକବନ୍ଦୀ କେବେ ?
ଭୁବନେଶ୍ୱର : ଅଶୀ ଦଶକରେ ରାଜ୍ୟରେ ହୋଇଥିବା ଚକବନ୍ଦୀରେ ଚାଷଜମିଗୁଡିକର ଚକ ହୋଇଥିବାବେଳେ ଏବେ ତାହା ପୁଣିଥରେ ଭାଗ ଭାଗ ହୋଇଗଲାଣି । ଚାଷୀମାନେ ଜମି ବିକ୍ରି କରିବା ଯୋଗୁଁ ଖଣ୍ଡ ଖଣ୍ଡ ହୋଇଥିବା ଏହି ଜମି ଚାଷବାସ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି । ବିଷିପ୍ତ ଅବସ୍ଥାରେ ଥିବା ଚାଷୀଙ୍କ ଜମିକୁ ଗୋଟିଏ ସ୍ଥାନକୁ ଆଣିବାପାଇଁ ଚକବନ୍ଦୀ କାର୍ଯ୍ୟକ୍ରମ ହୋଇଥିଲା । ଜମିର ଆୟତନ, ଅଞ୍ଚଳ ଓ କିସମ ଆଦିକୁ ହିସାବକୁ ନେଇ ଚାଷୀଙ୍କ ଜମିକୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୬ଲକ୍ଷ ଗଛ
ଭୁବନେଶ୍ୱର : ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିନରେ ରାଜ୍ୟ ସରକାର ୭୬ଲକ୍ଷ ବୃକ୍ଷରୋପଣ କରିବାର ଲକ୍ଷ୍ୟ ରଖିଛନ୍ତି । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀଙ୍କର ୭୫ତମ ଜନ୍ମଦିନରେ ଗତବର୍ଷ ଓଡିଶା ସରକାର ‘ଏକ ପେଡ୍ ମା କି ନାମ୍’ ଯୋଜନାରେ ବୃକ୍ଷରୋପଣ କରି ସାରା ଦେଶରେ ରେକର୍ଡ କରିଥିଲେ । ସରକାର ୭୫ଲକ୍ଷ ବୃକ୍ଷରୋପଣର ଲକ୍ଷ୍ୟ ରଖିଥିବାବେଳେ ପ୍ରାୟ ଦେଢ କୋଟି ଗଛ ଲଗାଯାଇଥିଲା । ଏହା ସମଗ୍ର ଦେଶରେ ଥିଲା ସର୍ବାଧିକ...
ଫୁଡ୍ ପ୍ରୋରୁ ୬୬,୩୯୨ କୋଟିର ନିବେଶ ପ୍ରସ୍ତାବ
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଆଜି ଶିଳ୍ପଜଗତରୁ ଆଜି ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାକୁ ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସହ ୫୪,୧୩୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଗତକାଲି 'ଓଡ଼ିଶା ଫୁଡ୍ ପ୍ରୋ ୨୦୨୬'ର ବ୍ୟାପକ ସଫଳତା ପରେ ଆଜି ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରର ପ୍ରମୁଖ ନିବେଶକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ୱାନ୍-ଅନ୍-ୱାନ୍ ବୈଠକ...
Odisha Pitching Major Investments
New Delhi: Chief Minister Shri Mohan Charan Majhi held a series of high-level group meetings with industry leaders from JSL, Indian Oil Corporation Limited (IOCL), JSW Steel, and Tata Steel in New Delhi. The discussions focused on strengthening Odisha's metal downstream and chemicals & petrochemicals sectors through value-added manufacturing, deeper industry collaboration, and new investment opportunities, reaffirming the state's...










