ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଲାଭାଂଶ ପ୍ରଦାନ

0

ଭୁବନେଶ୍ୱର : ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି । ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨,୮୮,୩୭,୯୧୩/- ଟଙ୍କା ଲାଭାଂଶ ପ୍ରଦାନ କରାଯାଇଅଛି । ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମାନ୍ୟବର...

ଜଳାଶୟ ପୁନରୁଦ୍ଧାର ପାଇଁ ମିଳିଛି ୧୮୨୯କୋଟି

0

ନୂଆଦିଲ୍ଲୀ : ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ଥôକ ସହାୟତା ଦେଇଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ୨୦୧୫-୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଆରମ୍ଭ ହୋଇଥିଲା । ଫସଲ ପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ଜଳ ସଂରକ୍ଷଣ ଏହି...

ଓଡିଶାରେ କୃଷିରେ ୭୦ ପ୍ରତିଶତ ମହିଳା

0

ଭୁବନେଶ୍ୱର : ସମଗ୍ର ଦେଶରେ କୃଷି କ୍ଷେତ୍ରରେ ହାରାହାରି ୬୦ ପ୍ରତିଶତ ମହିଳା କାର୍ଯ୍ୟ କରୁଥିବାବେଳେ ଓଡିଶାରେ ଏହା ପାଖାପାଖି ୭୦ ପ୍ରତିଶତ ରହିଛି । ତେବେ ରାଜସ୍ଥାନରେ ସର୍ବାଧିକ ମହିଳା କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣାଯାଇଛି । କୃଷି କ୍ଷେତରେ ମହିଳାଙ୍କ ଯୋଗଦାନ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ରାଜ୍ୟସଭାରେ ରଖିଥିବା ଉତ୍ତରରୁ ଏହା ଜଣ।।ଯାଇଛି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ସମଗ୍ର ଦେଶରେ କୃଷି କ୍ଷେତରେ ମହିଳାଙ୍କ ଯୋଗଦାନ ୫୯.୮୧ ପ୍ରତିଶତ ରହିଥିବାବେଳେ...

ସରଳା ଦେବୀଙ୍କ ଜନ୍ମଦିନ ଅଗଷ୍ଟ ୯ ନା ଅଗଷ୍ଟ ୧୯?

0

ଭୁବନେଶ୍ୱର : ସତ୍ୟାଗ୍ରହ ସଂଗ୍ରାମରେ ଓଡ଼ିଶାର ପ୍ରଥମ ରାଜବନ୍ଦିନୀ ସରଳା ଦେବୀଙ୍କ ଜନ୍ମ ଦିବସ ଘେନି ବିବାଦ ଲାଗି ରହିଛି । ଗୋଟିଏ ପଟେ ତାଙ୍କର ଜନ୍ମଦିନ ୧୯୦୪ ଅଗଷ୍ଟ ୧୯ ବୋଲି ସରକାରୀ ଭାବେ କୁହାଯାଉଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର ତାଙ୍କ ଜନ୍ମଦିନ ୯.୮.୧୯୦୪ ବୋଲି ଦର୍ଶାଇଛନ୍ତି । ଏ ପ୍ରସଂଗରେ ସରଳା ଦେବୀଙ୍କ ଉତ୍ତରାଧିକାରୀମାନଙ୍କର ବି ଭିନ୍ନ ମତ ରହିଛି । ଗୋଟିଏ ଗୋଷ୍ଠୀ ଅଗଷ୍ଟ ୧୯କୁ ତାଙ୍କ ଜନ୍ମଦିନ ଭାବେ ପାଳନ କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ଅଗଷ୍ଟ ୯କୁ...

Odisha Draws Massive Investors Interest

0

New Delhi: Odisha is rapidly emerging as one of India's most attractive investment destinations, driven by a clear industrial vision and proactive governance. In a significant milestone toward economic expansion, the Government of Odisha recently hosted a high-profile Investor Meet and Round Table at Jaypee Greens Resorts in Greater Noida. Upon arrival at the venue, Chief Minister Shri Mohan Charan...

Driving Prosperity Through Cooperation

0

Berhampur: Registrar of Cooperative Societies (RCS) of Odisha and Managing Director Odisha State Cooperative Bank, Shri Manish Agarwal, recently undertook a comprehensive district tour of Ganjam to review the banking operations of the Aska Cooperative Central Bank. During the visit, high-level discussions were held in the presence of the MLA of Aska, the RCS, and the Additional Secretary-cum-Managing Director...

Spirit Of Patriotism Soars

0

Bhubaneswar: Breathing life into the monumental statewide Har Ghar Tiranga campaign, which commenced today and will run through August 17 under the aegis of the Department of Odia Language, Literature and Culture, the women of Odisha have scripted a remarkable tale of empowerment and national pride. Chief Minister Shri Mohan Charan Majhi has issued a passionate call to action, urging...

Odisha Prepares 60 Lakh Flags

0

Bhubaneswar: The fifth edition of the Har Ghar Tiranga campaign has officially commenced, marking a massive nationwide celebration leading up to Independence Day. Shri Bijaya Ketan Upadhyaya, Secretary Odia Language, Literature and Culture has reviewed the program here on 9 August. As part of the extensive preparations for this year's initiative, authorities have outlined plans for the distribution of 60...

Balangir MLA Donates Traffic Barricades

0

Balangir: Citizens of Balangir welcomed Enhanced Road Safety With 40 New Traffic Barricades Donated By MLA Shri Kalikesh Narayan Singh Deo In fact Balangir marked a significant step forward in urban traffic regulation and road safety with the addition of 40 new traffic barricades donated by Honble MLA Sri Kalikesh Narayan Singh Deo for erection across the township. The new barricades...

BJD On Tribal Care

The Biju Janata Dal organized a special event at Sankha Bhawan in Bhubaneswar to observe World Indigenous Peoples Day and Mahan Kranti Diwas, honoring the rich culture, heritage, and traditions of tribal communities. Organized under the aegis of the BJD tribal cell, the celebrations commenced early in the morning with floral tributes offered at the statues of prominent tribal...