ବନ୍ୟାରେ ୩୭,୨୯୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

0

ଭୁବନେଶ୍ୱର : ବନ୍ୟାରେ ପ୍ରାୟ ୨୩ ଜିଲ୍ଲା ଆଂଶିକ ବା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ସ୍ଥିତି କ୍ରମଶଃ ସ୍ଵାଭାବିକ୍ ଅବସ୍ଥାକୁ ଆସୁଛି l ଅଦ୍ୟାବଧି ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭,୨୯୭ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି l ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହା ଅଧିକ ହୋଇପାରେ। ଏହି ପରିପ୍ରେକ୍ଷୀରେ ଆସନ୍ତା ଦିନେ ଦୁଇଦିନ ଭିତରେ ସମସ୍ତ ଜିଲ୍ଲାର ଚୂଡ଼ାନ୍ତ ରିପୋର୍ଟ ସହ ସମ୍ପୂର୍ଣ୍ଣ ତଥ୍ୟ ଆସିପାରିବ ବୋଲି ରାଜସ୍ବ ମନ୍ତ୍ରୀ...

ACS Sharma Catalyzes Odisha’s Mega Food Processing Push

0

New Delhi: At Odisha Food Pro 2026, Shri Hemant Sharma, Additional Chief Secretary, Home, Industries, Information & Public Relations and Home Departments, delivered a compelling presentation outlining Odisha’s transformative roadmap for the food processing sector. Through an interactive session backed by concrete investor case studies, ACS Shri Sharma demonstrated how the state is systematically building a world-class ecosystem designed...

Odisha Food Pro 2026 Attracts ₹43,437 Crore Investment

0

New Delhi: In a major push to position Odisha as a premier national hub for food processing, the state government hosted Odisha Food Pro 2026 in New Delhi, marking its first sector-focused investment roadshow organized outside the state. Led by Chief Minister Mohan Charan Majhi, the event showcased Odisha's ambition to integrate its rich agricultural and marine wealth with...

ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ

0

ଭୁବନେଶ୍ୱର : ପରିବେଶ ପ୍ରଦୁଷଣ ଓ ଏହାର ସୁରକ୍ଷା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଏହାର ସନ୍ତୁଳନ ଲାଗି ବୃକ୍ଷରୋପଣ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ । ଶୁକ୍ରବାର ସୋଆ କ୍ୟାମ୍ପସ – ୪ ପରିସରରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ସବୁକ୍ୟାମ୍ପସକୁ ସବୁଜ କ୍ୟାମ୍ପସ କରାଯିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି । ସୋଆ ପରିଚାଳିତ କୃଷି...

ରାଜ୍ୟର ଶିଳ୍ପ ପ୍ରଗତି ହାରରେ ହ୍ରାସ ଘଟିଛି

ଭୁବନେଶ୍ୱର : ଦିଲ୍ଲୀରେ ଓଡିଶା ଫୁଡ ପ୍ରୋ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ନିବେଶକ ମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଥିବା ବେଳେ, ଗତ ଦୁଇ ବର୍ଷରେ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଦେଶର ବିଭିନ୍ନ ସହରରେ ଏପରିକି ସିଙ୍ଗାପୁର ଓ ଜାପାନରେ ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ ସୁଦ୍ଧା ବିଶେଷ ସଫଳତା ହାସଲ କରିନାହିଁ ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ବିଭିନ୍ନ ନିବେଶକ ସମ୍ମିଳନୀ ପରେ ସରକାରଙ୍କ ତରଫରୁ କେବଳ ବଡ଼...

ଯୁବପିଢ଼ିର ଆକାଂକ୍ଷା ପୂରଣ ପାଇଁ ନବସୃଜନ ଜରୁରୀ

0

ଭୁବନେଶ୍ୱର : ବ୍ରିକ୍ସ ସହଯୋଗରେ ଜନ କୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଶ୍ରୀ ଯୋଶୀ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ଘୋଷଣାନାମା ଗୃହୀତ ହୋଇଛି । କେନ୍ଦ୍ର ମନ୍ତ୍ରୀ ବ୍ରିକ୍ସ ସହଯୋଗୀଙ୍କ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି ବୈଠକରେ ସୃଷ୍ଟି ହୋଇଥିବା ଧାରା ଫଳପ୍ରଦ...

ଓଡିଶା ହେବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ପ୍ରଥମ ପସନ୍ଦ

0

ନୂଆଦିଲ୍ଲୀ : ଖାଦ୍ୟ ପ୍ରକ୍ରିୟାକରଣ କେବଳ ଆଉ ଏକ ଶିଳ୍ପ ନୁହେଁ। ଏହା ଆମ କୃଷକଙ୍କ ସମୃଦ୍ଧି, ଗ୍ରାମୀଣ ରୂପାନ୍ତର ଓ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ସେତୁ। ଏହି କ୍ଷେତ୍ରରେ ପ୍ରତ୍ୟେକ ନିବେଶ କୃଷିକ୍ଷେତ୍ରରେ ମୂଲ୍ୟ ସୃଷ୍ଟି କରେ, ଗାଁରେ ନିଯୁକ୍ତି ସୃଷ୍ଟି କରେ, ରପ୍ତାନି ମଜବୁତ କରେ ଏବଂ ଏକ ଶକ୍ତିଶାଳୀ ଅର୍ଥନୀତି ଗଢ଼େ। ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣରେ ଭାରତର ପସନ୍ଦର ଗନ୍ତବ୍ୟସ୍ଥଳ ହେବାକୁ ପ୍ରସ୍ତୁତ ଏବଂ ମୁଁ ଶିଳ୍ପଜଗତକୁ ଏହି ଯାତ୍ରାରେ ଆମ ସହିତ ଭାଗୀଦାର ହେବାକୁ ଆମନ୍ତ୍ରଣ...

Be Aware Of ‘Boss Scam’

New Delhi: The Indian Cyber Crime Coordination Centre (I4C), Ministry of Home Affairs (MHA), has observed a sharp rise in complaints on the National Cyber Crime Reporting Portal (NCRP) relating to the takeover of WhatsApp accounts of professionals and businesspersons through malicious files circulated in the guise of account statements and regulatory communications. In the last few days, incidents...

State Ensures Adequate Fertilizer Supply

Bhubaneswar: The Government of Odisha has taken proactive measures to ensure the smooth supply and equitable distribution of fertilizers across the state for the Kharif 2026 season. Following the allocation of various grades of fertilizers by the Government of India, adequate stock has been positioned across MARKFED, Primary Agricultural Credit Societies (PACS), Large-sized Adivasi Multipurpose Cooperative Societies (LAMPCS), and...

ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା

0

ନୂଆଦିଲ୍ଲୀ : ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା, କଟକର ବାଲିଯାତ୍ରା, ଓଡ଼ିଶୀ ନୃତ୍ୟ ଓ ମୟୂରଭଞ୍ଜର ଛଉ ନୃତ୍ୟକୁ କେନ୍ଦ୍ର ସରକାର ଅବିସ୍ମରଣୀୟ ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ଦେଇଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନୀତ ହେବା ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି । କେନ୍ଦ୍ର ସଂଗୀତ...