Odisha Fast-Tracks UAE Invest
Bhubaneswar: In a strategic move to position Odisha as a preferred global investment destination, the state government is set to host the Odisha Investors’ Meet UAE 2026 across Abu Dhabi and Dubai from September 9 to 11. The high-level delegation, led by Chief Minister Shri Mohan Charan Majhi, marks the state’s second major international investment roadshow aimed at securing...
Pradipta Mohanty; New President Golf Club Bhubaneswar
Bhubaneswar: Shri Pradipta Mohanty has been elected as the President of the Golf Club Bhubaneswar following a keenly contested election held on 6 September. Shri Pradipta Mohanty,a prominent industry leader, social entrepreneur, and Chairman of the S.N. Mohanty(SNM) Group, brings over five decades of extensive experience in resource and people management to the role. His distinguished background includes serving as...
ଏମଏମଡିଆର ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ
ଭୁବନେଶ୍ୱର : କଂଗ୍ରେସ ଭବନଠାରେ ଏମଏମଡିଆର ବିଲକୁ ନେଇ ଆଗାମୀ ପ୍ରତିବାଦ କାର୍ଯ୍ୟକ୍ରମ ବିଷୟରେ ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ମେଣ୍ଟର ସହଯୋଗୀ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା l ଆଲୋଚନା ପରେ ଗଣମାଧ୍ୟମକୁ ମେଣ୍ଟର ସହଯୋଗୀଙ୍କ ସହ ଓପିସିସି ସଭାପତି ଶ୍ରୀ ଦାସ ବିବୃତି ଦେଇଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୮ ତାରିଖ ଲୋୟର ପିଏମଜି ଛକରେ ଇଣ୍ଡିଆ ମେଣ୍ଟର ଏକ ବିଶାଳ କାନଭେନ୍ସନ ଅନୁଷ୍ଠିତ ହେବ ଏବଂ ଏହି ସମାବେଶରେ ଏମଏମଡିଆର ବିଲ ଉପରେ ଆଲୋଚନା...
ଓଡିଶାରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ
ଭୁବନେଶ୍ୱର : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟକୁ ଘାରିଲାଣି ମ୍ୟାଲେରିଆ ଚିନ୍ତା। ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଓଡ଼ିଶା ଏବେ ବି ଆଗରେ । ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଦେଶରେ ଚିହ୍ନଟ ହୋଇଥିବା ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଓଡ଼ିଶାରୁ ରହିଛନ୍ତି । ବର୍ଷ ବର୍ଷ ଧରି ଓଡ଼ିଶାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ଯୋଜନା ଚାଲିଛି । ହେଲେ ଏବେ ବି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ମ୍ୟାଲେରିଆର ପ୍ରକୋପ...
ସଂଶୋଧିତ ଓଡିଆରେ ସାଇନବୋର୍ଡ ଲେଖ
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନନାମର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ନିଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ନାମଫଳକ ତଥା ସାଇନ୍ବୋର୍ଡ୍ ...
ଗଙ୍ଗୁଆ ପୁନରୁଦ୍ଧାର ପାଇଁ ଖର୍ଚ୍ଚହେବ ୪ହଜାର କୋଟି
ଭୁବନେଶ୍ୱର : ଗଙ୍ଗୁଆ ନାଳର ପୁନରୁଦ୍ଧାର ପାଇଁ ସରକାର ପ୍ରାୟ ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ଜଳସମ୍ପଦ ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଜଙ୍ଗଲ ବିଭାଗ ଓ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ସାମିଲ ହେବେ । ରାଜଧାନୀ ମଧ୍ୟ ଦେଇ ବହି ଯାଇଥିବା ଗଙ୍ଗୁଆ ନାଳ ଏବେ ଏକ ପ୍ରକାର ନର୍ଦ୍ଦମା ପାଲଟିଛି । ସହରରେ କେବଳ ମଶାବଂଶ ବୃଦ୍ଧି ନୁହେଁ, ବିଭିନ୍ନ ପ୍ରକାର ରୋଗର...
୨୦ ବର୍ଷରେ ଋଣବୋଝ ୧ଲକ୍ଷ କୋଟି
ଭୁବନେଶ୍ୱର : କୋଡିଏ ବର୍ଷ ଭିତରେ ରାଜ୍ୟର ଋଣ ପରିମାଣ ପ୍ରାୟ ୧ଲକ୍ଷ କୋଟି ଟଙ୍କା ବଢ଼ିଛି । ଏହି ଧାରା ଅବ୍ୟାହତ ରହିଲେ ୨୦୨୯ ବର୍ଷ ବେଳକୁ ଓଡ଼ିଶାର ଋଣ ବୋଝ ପାଖାପାଖି ୨ଲକ୍ଷ କୋଟି ଟଙ୍କାରେ ପହଞ୍ôଚପାରେ ବୋଲି ଅର୍ଥନୀତି ବିଶ୍ଳେଷକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ୨୦୦୦ ମସିହା ବେଳକୁ ଓଡ଼ିଶାର ଋଣବୋଝ ୧୮୦୦ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଥିଲା । ଏହା ବଢ଼ିବଢ଼ି ୨୦୦୪-୦୫ରେ ୩୪,୦୫୧ କୋଟି ୧୮ଲକ୍ଷ ଟଙ୍କାରେ ପହଞ୍ôଚଥିବାବେଳେ ୨୦୦୯-୧୦ ବେଳକୁ ଓଡ଼ିଶାର ଋଣବୋଝ...
ଲୋକଙ୍କ ପାଖକୁ ଯିବାକୁ ପରାମର୍ଶ
କଟକ : ଲୋକଙ୍କ ସହିତ ରୁହ, ଲୋକଙ୍କ ଆଶା ପୂରଣ କର ନଚେତ ଅସନ୍ତୋଷ ବଢ଼ିବ । ପଞ୍ଚାୟତ ପୌର ସହ ସମବାୟ ନିର୍ବାଚନକୁ ଦିଅ ଗୁରୁତ୍ବ । ରାଜ୍ୟ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏମିତି କିଛି ଗୁରୁମନ୍ତ୍ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ । ଆଜି କଟକ ଜବାହର ଲାଲ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ। ଦଳର କାର୍ଯ୍ୟକାରିଣୀ ସଦସ୍ୟ ସମାଲ ହୋଇଛନ୍ତି। ବୈଠକରେ ତିନି ମାସ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ...
MGM Support For GKCM Festival
Bhubaneswar: The 32nd Guru Kelucharan Mohapatra Award Festival commenced with much grandeur at Rabindra Mandap, organized by Srjan - Guru Kelucharan Mohapatra Odissi Nrityabasa in collaboration with Sri Sri University, Cuttack. Running from September 5 to 9, the five-day cultural extravaganza aligns with the birth centenary year celebrations of revered Guru Kelucharan Mohapatra, showcasing a stellar lineup of classical...
SLBC Reviews Banking Performance
Bhubaneswar: Banking Institutions across Odisha have been called upon to accelerate credit deployment and expand their reach in unserved rural regions following the 184th State Level Bankers’ Committee (SLBC) meeting held in Bhubaneswar. Chaired by Development Commissioner-cum-Additional Chief Secretary Shri Deoranajan Kumar Singh, the high-level review evaluated the performance of commercial and cooperative banks for the period ending June...










