CS Stresses On Eco-Tourism

0

Keonjhar: Chief Secretary Suresh Chandra Mahapatra Sunday directed the officials to develop Eco-Tourism in Keonjhar, one of the mining rich districts of Odisha. Mr.Mahapatra has been promoting Eco-Tourism in the State seriously and continues to do so after he took charge as Chief Secretary of the state also. Reviewing the implementation of ongoing development programs in Keonjhar during his visit...

IMD Predicts Spike In Heat

0

Bhubaneswar: The India Meteorological Department (IMD) Sunday predicted that the State is likely to experience a spike in the hot weather condition during the next two days. “Hot weather condition with above normal maximum temperature (day temperature) by about 5 degree C very likely at some places over the districts of Khurda, Cuttack, Jajpur, Bhadrak, Kendrapara, Balasore, Angul, Mayurbhanj including...

ବିଜୁଳି ବିଲ୍‍ ନଦେବାକୁ ମାମଲା

0

ଭୁବନେଶ୍ୱର : ବର୍ଷ ବର୍ଷ ଧରି ବିଜୁଳି ଜାଳୁଛନ୍ତି । ହେଲେ ବିଲ୍‍ ପଇଠ ବେଳକୁ ଅଦାଲତରେ ମାମଲାଟିଏ ରୁଜୁ କରିଦେଉଛନ୍ତି । ବର୍ତ୍ତମାନ ବିଜୁଳି ବିଲ୍‍ ପଇଠ ନକରି ୭୪୫ଟି ସଂସ୍ଥା ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥି ମଧ୍ୟରୁ ୨୯୭ଟି ସଂସ୍ଥା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାବେଳେ ୪୪୮ଟି ସଂସ୍ଥା ନିମ୍ନ ଅଦାଲତରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଘରୋଇ ସଂସ୍ଥା ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ଉପରେ ବିଭିନ୍ନ ବିତରଣ କମ୍ପାନୀର କୋଟି କୋଟି ଟଙ୍କାର ବାକିଆ...

କାର୍ଯ୍ୟକାରୀ ହେଉନି କରୋନା ମାର୍ଗଦର୍ଶିକା

0

ଭୁବନେଶ୍ୱର : କରୋନା ନିୟନ୍ତ୍ରଣ ପାଇଁ ଜାରି କରାଯାଇଥିବା ନୂଆ ମାର୍ଗଦର୍ଶିକାରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଧୂମପାନ, ଗୁଟ୍‍ଖା, ପାନମସଲା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଓ ଛେପ ପକାଇବା ଉପରେ କଡା କଟକଣା ଜାରି କରାଯାଇଥିବାବେଳେ ଏହା କିନ୍ତୁ ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ । ଗତବର୍ଷ କରୋନା ଲାଗି ଲକ୍‍ଡାଉନ୍‍, ସଟ୍‍ଡାଉନ, କର୍ଫ୍ୟୁ, କଣ୍ଟେନମେଣ୍ଟ ଜୋନ୍‍ ଇତ୍ୟାଦି ଘୋଷଣଶ କରାଯାଉଥିବାବେଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଇସିଏମ୍‍ଆର ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରସ୍ତାବ ଅନୁଯାୟୀ ମଦ, ବିଡି, ସିଗାରେଟ,...

ପୁରୀ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ୧୭୫କୋଟି

0

ପୁରୀ : ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍ ଏବଂ ମୋଏଲ ଲିମିଟେଡର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ଦେଢ କୋଟି ଟଙ୍କାର ପ୍ରକଳ୍ପ ତଥା କମ୍ୟୁନିଟି ସେଂଟର ଓ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁରୀରେ...

ମନ କି ବାତରେ ନାୟକ ସାର୍‌

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଯୁବକଙ୍କୁ ପ୍ରଶଂସା କରିଛନ୍ତି । ସେହି ଯୁବକ ଜଣକ ହେଉଛନ୍ତି ବେଶ୍ ଜଣାଶୁଣା ଜଗତସିଂହପୁରର ସିଲୁ ନାୟକ ଓରଫ୍ ନାୟକ ସାର୍‌, ଯାହାଙ୍କ ଠାରୁ ଅନେକ ଯୁବକ ଟ୍ରେନିଂ ପାଇଁ ସେନାରେ ଭର୍ତ୍ତି ହୋଇଛନ୍ତି । ସେନାରେ ସାମିଲ ହେବାକୁ ନାୟକ ସାର୍‌ ଯୁବକମାନଙ୍କୁ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ଯେ ଅରଖକୂଦରେ ଜଣେ ନାୟକ ସାର୍ ଅଛନ୍ତି...

Lord Saves IPS Couple

0

Bhubaneswar: Lord Jagannath has been very kind to IPS Couple Sanjeeb Panda and Santosh Bala. The IPS Family is facing Fire Incidents frequently; however by Grace of God they are being saved time and again. Take the example of Satkosia Eco Retreat, Baliput, in Narasinghapur of Cuttack. IPS Couple were in a tent that caught fire, however they were saved. Both are...

Prime Minister Lauds Odisha’s ‘Nayak Sir’

0

New Delhi: Prime Minister Narendra Modi has praised ‘Nayak Sir’ of Odisha of his dedicated role in providing training to youth those want to join army. Speaking in 21st Episode of Mann Ki Baat on 28 February Prime Minister said “On MyGov app, Kamalakant ji has shared a media report which states something different.” PM said “ There is a gentleman...

Kotia Issue Needs Political Solution

0

Bhubaneswar: Ever since neighboring Andhra Pradesh conducted rural polls in the Kotia cluster of villages under Potangi block of Koraput district in Odisha territory, all eyes are focused on the Supreme Court. Even the State Government in Odisha also preferred judicial intervention as the only means to resolve the long standing dispute with Andhra Pradesh which has all along been...

ପର୍ଯ୍ୟଟନ ଶିଳ୍ପରେ ହା ହା କାର ଅବସ୍ଥା

0

ଭୁବନେଶ୍ୱର : ରାଜ୍ୟ ସରକାର ହଠାତ୍‍ କରୋନା କଟକଣା ଜାରି କରିବା ପରେ ପର୍ଯ୍ୟଟନ ଶିଳ୍ପରେ ଏକ ପ୍ରକାର ହା ହା କାର ଅବସ୍ଥା ସୃଷ୍ଟି ହୋଇଛି । କରୋନା ଥମିବାପରେ ପର୍ଯ୍ୟଟକଙ୍କୁ ଅନାଇ ବସିଥିବା ହୋଟେଲ ଠାରୁ ଆରମ୍ଭକରି ପରିବହନ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି । ଫେବୃୟାରୀ ୨୬ ତାରିଖରେ ରାଜ୍ୟ ସରକାର ୧୨ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ୭ ଦିନିଆ ଗୃହ ସଂଗରୋଧ ନିଶ୍ଚିତ ବୋଲି ଘୋଷଣା କରିଥିଲେ । ଅବଶ୍ୟ ଦିନକ ପରେ ଏହି କଟକଣାକୁ...