Secretaries For Aspirational Districts
Bhubaneswar: On the lines of Union Government, the State Government has nominated Secretary Level Officers in respect of ten Aspirational Districts. The Planning & Convergence Department has brought out a notification nominating 10 senior officers Secretary-in-Charge of the Aspirational Districts under Aspirational District Program for a period of three months with effect from 1April. The Secretaries will closely follow-up on...
ବଦଳିପାରେ ସକାଳୁଆ ସ୍କୁଲ ସମୟ
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିବା ବେଳେ ତାପମାତ୍ରାକୁ ଦୃଷ୍ଟିରେ ରଖି ପୁଣି ସମୟ କମାଇବା ପାଇଁ ବିଚାର ଆଲୋଚନା ଚାଲିଛି । କୋଭିଡ୍ କଟକଣା ମଧ୍ୟରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଏବଂ ପରେ ନବମ ଓ ଏକାଦଶ ଶ୍ରେଣୀ ଖୋଲି ପାଠପଢ଼ା ଆରମ୍ଭ କରିଥିଲେ । ଏଯାବତ୍ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆସିବାକୁ ଦିଆଯାଉନାହିଁ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୦ଟାରୁ ୪ଟା ପର୍ଯ୍ୟନ୍ତ...
GST Collection Gets 20 % Rise
Bhubaneswar: State has been able to collect Gross GST revenue to an extent of Rs.3340.57 crore during February-2021 and registered a growth of 20 per cent over the corresponding period of 2020. While during February-2020, Odisha had collected Gross GST Revenue worth Rs.2790.16 Crore, despite COVID-19 Pandemic, the State has been able to collect more during the month, officials say. The...
Amrit Dhara on Palliative Care
Bhubaneswar: Amrit Dhara Palliative Care Trust(ADPCT) has conducted for the first time a training session for volunteers on 27 February 2021. Approximately, 55,000 to 60,000 new cancer patients are diagnosed in Odisha every year; and nearly 0.15 million cancer survivors are living in this state of India. Volunteers play an important and active role in healthcare all over the world. In...
ଜାଗରରେ ଲିଙ୍ଗରାଜଙ୍କ ଦର୍ଶନ ମିଳିବ
ଭୁବନେଶ୍ୱର : ମହାପ୍ରଭୁ ଲିଙ୍ଗରାଜ ଦେବଙ୍କ ଜାଗର ଯାତ୍ରାରେ ମନ୍ଦିରକୁ ଯାଇପାରିବେ ଭକ୍ତ । ଆଜି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏକ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତି ଶୁଣାଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ । ଲିଙ୍ଗରାଜ ଦେବଙ୍କର ବିଭିନ୍ନ ସେବାୟତ ଓ ନିଯୋଗ ବୃନ୍ଦ, ବିଏମସି ର ପଦାଧିକାରୀ, ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କୁ ନେଇ ହୋଇଥିବା ଉକ୍ତ ବୈଠକରେ ଜାଗର ଯାତ୍ରାର ପ୍ରସ୍ତୁତି, ଭକ୍ତମାନଙ୍କୁ ମନ୍ଦିରକୁ ଯିବାର ଅନୁମତି ପ୍ରକ୍ରିୟା ଏବଂ ଏ ସଂକ୍ରାନ୍ତୀୟ...
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ
ନୂଆଦିଲ୍ଲୀ : ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍-କିଷାନ)ରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଓଡିଶାର ଚାଷୀ ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପଞ୍ଜିକୃତ ହୋଇଥିବା ସାଢେ...
କୋଭିଡ୍ ଟିକାନେଲେ ମୋଦି, ନବୀନ
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି । କୋଭିଡ଼ର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି । ଏ ସଂପର୍କରେ ସେ ନିଜେ ଟ୍ୱିଟକରି ଜଣାଇଛନ୍ତି । ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି । ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ...
Modi, Patnaik Led Vaccination 2.0
Bhubaneswar: Prime Minister Narendra Modi led the Vaccination 2.0 Program in the country by taking the jab, and Chief Minister Naveen Patnaik took the first dose and urged all the eligible people of the state to go for it. While Prime Minister Narendra Modi took his first dose of the COVID-19 vaccine today, at AIIMS New Delhi, Chief Minister Naveen Patnaik...
Master Plan For Toys
New Delhi: Guruprasad Mohapatra, Secretary, Department for Promotion of Industry and Internal Trade has said that toys are of serious economic concern and a very comprehensive toy master plan has been prepared with various Ministries and State Governments involved to promote the toy industry. He was speaking at a webinar on Driving Investments to India-Making India the next Global Hub...
Vaccination 2.0 From 1 March
Bhubaneswar: All citizens above 60 years of age and those within the age bracket of 45 to 59 years with specified comorbidities shall be vaccinated from 1 March. ACS health & Family Welfare, PK Mohapatra has chalked out strategy for vaccination across the state. While the nationwide COVID-19 vaccination drive was launched on 16 January, 2021. This will be exponentially expanded...









