Caste Certificate Plan For Students
Bhubaneswar: In order to deliver the miscellaneous and caste certificates to students of 10th standard, State Government has chalked out an innovative program and has issued fresh guidelines in this regard. Principal Secretary Revenue and Disaster Management Bishnupada Sethi has directed the District Collectors to adopt the method enshrined in the new guidelines to be followed by the field officers. Henceforth the...
କରୋନା ବିରୋଧରେ ଦ୍ୱିତୀୟ ଯୁଦ୍ଧ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ବିରୋଧରେ ‘ଟିକା ଉତ୍ସବ’ ସୁଦୃଢ଼ ସଂଗ୍ରାମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥି ସହ ବ୍ୟକ୍ତିଗତ ପରିମଳ ସହ ସାମାଜିକ ପରିମଳ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜିଠାରୁ ମହାତ୍ମା ଜୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ଏହି ଉତ୍ସବ ଆରମ୍ଭ କରାଯାଇଛି ଏବଂ ଏପ୍ରିଲ ୧୪ ତାରିଖ ଦିନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏହା ସାମପ୍ତ ହେବ । ଏହି ଅବସରରେ ଏକ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ...
ଆହାର ସଫଳତା ପଛରେ ମହିଳା ଗୋଷ୍ଠି
ଭୁବନେଶ୍ୱର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠି । ମହିଳା ଗୋଷ୍ଠିର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଞ୍ଚଳର ଆହର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସବୁ କ୍ଷେତ୍ରରେ ସେମାନଙ୍କୁ ସହଭାଗୀ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସେମାନଙ୍କୁ ସାମିଲ କରାଯାଇଥିଲା...
ମଧୁବାବୁଙ୍କ ସମ୍ପତ୍ତି ହାତେଇବାକୁ ଷଡ଼ଯନ୍ତ୍ର
ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ଥିବା ଭୂସମ୍ପତ୍ତିକୁ ଅକ୍ତିଆର କରିବା ପାଇଁ ଏବେ କିଛି ବ୍ୟକ୍ତି ଅଣ୍ଟା ଭିଡ଼ୁଛନ୍ତି । ଏଥିପାଇଁ ସେମାନେ ସରକାରୀ କଳକୁ ପାହାଚ କରି ଲୁଟିବାର ଶିଢ଼ି ଚଢ଼ିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଘେନି ଗୁରୁତର ଅଭିଯୋଗ ହେଉଛି । ଅତୀତରେ ଥରେ ମଧୁବାବୁଙ୍କ ପୈତୃକ ଭୂସମ୍ପତ୍ତିର ମୁଖ୍ୟାଂଶ ବିକ୍ରିି ହେବା ପାଇଁ ସ୍ଥିର ହୋଇସାରିଥିଲା । ତେବେ ମଧୁବାବୁଙ୍କ ନିଜ ଝିଆରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସର୍ବୋଦୟ...
ପାନୀୟଜଳ ପାଇଁ ୬୦୦୦ କୋଟି ଆବଶ୍ୟକ
ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାକୁ ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ପାଇଁ ଓଡିଶା ସରକାର ୬୦୦୦ କୋଟି ଟଙ୍କା ଆବଶ୍ୟକ କରୁଛନ୍ତି । କେନ୍ଦ୍ର ସରକାର ରାଜ୍ୟଗୁଡିକର ବାର୍ଷିକ କାର୍ଯ୍ୟ ଯୋଜନା ଚୂଡାନ୍ତ କରୁଥିବାବେଳେ ଓଡିଶା ସରକାର ୨୦୨୪ ସୁଦ୍ଧା ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ଯେଉଁଥିପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଛି । ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେଉଛି...
Pipili Crucial For BJP
Bhubaneswar: The outcome of the ensuing bye-elections in the Pipili assembly segment on 17 April will have little impact on Odisha's political arithmetic. This is because the governing BJD's strength in Assembly will go up to 114 if Rudrapratap Maharathy wins, and if BJP candidate wins, its strength will increase to 23 as it has been after the 2019...
COVID Under Control In Border Districts
Bhawanipatna: Chief Secretary Suresh Chandra Mahapatra Saturday said that Covid-19 situation in Nuapada and Kalahandi districts is fully under control. “As of now, the situation is under control. And very soon I think we can arrest its spread,” said Mr.Mahapatra here after a detailed review of Covid Management in the districts. He said the newly appointed post PG doctors would be...
Gangster Escapes From SCB
Cuttack: Gangster Hyder Ali has escaped from the SCB Medical College and Hospital here where he was admitted for treatment. According to police sources, Hyder escaped from Cabin No.V of the Department of Plastic Surgery of the SCB Medical College & Hospital where he was admitted for treatment after being shifted from VIMSAR, Burla nearly 12 days back. The gangster is...
ଏସ୍ସିବିରୁ ହାଇଦର ଫେରାର
ଭୁବନେଶ୍ୱର : କଟକ ଏସ୍ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଆଜି ଫେରାର ହୋଇଯାଇଛି । ସମ୍ବଲପୁର ଭିମ୍ସାରରୁ ଅଧିକ ଚିକିତ୍ସାପାଇଁ ଏସ୍ସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ରେଫର ହୋଇ ଆସିଥିବା ହାଇଦର ସମସ୍ତଙ୍କୁ ଚକ୍ମା ଦେଇ ଖସିଯାଇଛି । କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମି ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ସଜା ଭୋଗି ସମ୍ବଲପୁର ଜେଲ୍ରେ ଥିବା ହାଇଦର ପ୍ରାୟ ଦଶଦିନ ତଳେ ଅଧିକ ଚିକିତ୍ସା ପାଇଁ କଟକକୁ ଆସିଥିଲା । ପ୍ଲାଷ୍ଟିକ ସର୍ଜରୀ ୱାର୍ଡର ୫ ନମ୍ବର କ୍ୟାବିନ୍ରେ...
Cong Candidate Tested Positive
Bhubaneswar: Congress candidate for bye-Poll to Pipili Assembly segment, Ajit Mangaraj, said on Saturday that he has tested positive for COVID-19. Taking to Facebook, Mr.Mangaraj, after announcing that he is undergoing treatment for the viral disease, appealed to party activists to stay united and not pay heed to any rumor. He also urged them to work hard and ensure the party's...









