ମଇ ୧୫ରୁ ବିଭିନ୍ନ ବିଭାଗର ସମୀକ୍ଷା
ଭୁବନେଶ୍ୱର : ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାର ଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ଆଗମୀ ମଇ ୧୫ ରୁ ୨୫ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟ ମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି ।ସଚିବ ମାନଙ୍କ ଉପସ୍ଥିତି ରେ ମନ୍ତ୍ରୀ ମାନେ ସେମାନଙ୍କ ବିଭାଗ ଦ୍ବାରା କାର୍ଯ୍ୟ କାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟ କ୍ରମ...
ମୁଖ୍ୟ ଶାସନ ସଚିବଙ୍କ ନୂଆପଡ଼ା ଗସ୍ତ
ଭୁବନେଶ୍ୱର: କୋଭିଡ ସ୍ଥିତିର ଅନୁଧ୍ୟାନ ଓ ନିୟନ୍ତ୍ରଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ନୂଆପଡ଼ା ଗସ୍ତ କରିଛନ୍ତି । ପୂର୍ବାହ୍ନରେ ଶ୍ରୀ ମହାପାତ୍ର ନୂଆପଡ଼ାର ସିଲଦା ସ୍ଥିତ ଜିଲ୍ଲା କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଚିକିତ୍ସା ସୁବିଧା, ବେଡ୍, ଆଇସିୟୁ, ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା ଆଦିର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ । ପରେ ପରେ ମୁଖ୍ୟ ଶାସନ...
ହାତୀଙ୍କୁ ରୋକିବେ ମହୁମାଛି……
ଭୁବନେଶ୍ୱର : ଜନବସତିକୁ ପଶି ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ଜଙ୍ଗଲୀ ହାତୀମାନଙ୍କୁ ଅଟକାଇବେ ମହୁମାଛି । ହାତୀ-ମଣିଷ ସଂଘର୍ଷ ରୋକିବାପାଇଁ ଖୁବ୍ଶୀଘ୍ର ରାଜ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପରେ କମ୍ ଖର୍ଚ୍ଚ ସହିତ ହାତୀ ଓ ମଣିଷଙ୍କର କୌଣସି କ୍ଷତି ନଘଟାଇ ଉଭୟଙ୍କ ମଧ୍ୟରେ ହେଉଥିବା ସଂଘର୍ଷକୁ ରୋକାଯାଇପାରିବ । ଏହି ପ୍ରକଳ୍ପରେ ମହୁ ବାକ୍ସ ବସାଇ ହାତୀମାନଙ୍କୁ ଜନପଦ ଭିତରକୁ ଆସିବାକୁ ଅଟକାଇବା ସହିତ ଧନଜୀବନ କ୍ଷତିକୁ ନିୟନ୍ତ୍ରଣ କରାଯାଇ ପାରିବ । ସଂଖ୍ୟାଧିକ ହାତୀ ମହୁମାଛିଙ୍କୁ...
କରୋନାରେ ବି ଅଧିକ ଟିକସ ସଂଗ୍ରହ
ଭୁବନେଶ୍ୱର : କୋଭିଡ ମହାମାରୀ ସତ୍ୱେ ଓଡିଶା ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଅଧିକ ଟିକସ ସଂଗ୍ରହ କରିଛନ୍ତି । ରାଜସ୍ୱ ସଂଗ୍ରହ ନେଇ ହୋଇଥିବା ସର୍ବଶେଷ ସମୀକ୍ଷାରୁ ଜଣାପଡିଛି ଯେ ୨୦୨୧ ମାର୍ଚ୍ଚରେ ସଂଗ୍ରହ ହୋଇଥିବା ରାଜସ୍ୱ ପରିମାଣ ୨୦୨୦ ମାର୍ଚ୍ଚ ଠାରୁ ୧୮ ପ୍ରତିଶତ ଅଧିକ ରହିଛି । ୨୦୨୦-୨୧ ବର୍ଷରେ ଆଦାୟ ହୋଇଥିବା ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ପରିମାଣ ୫୫,୫୧୧ କୋଟି ୬୩ଲକ୍ଷ ଆଦାୟ ହୋଇଛି ଯାହାକି କରୋନା ସମୟରେ ସର୍ବକାଳୀନ ରେକର୍ଡ । ନିଜସ୍ୱ ଟିକସ...
State Raises More Revenue In Pandemic
Bhubaneswar: Despite setback due to COVID-19 Pandemic, Odisha Government has been able to generate more resources during Financial Year 2020-21 in comparison to a normal Fiscal of 2019-20. Latest Report on Collection of State’s Revenue reveals that Odisha Government has achieved more than 18 Percent growth in March 2021 as compared to March 2020. Collection of both Tax and Non Tax...
Bee Plan to Scare Elephants
Bhubaneswar: Reducing Elephant – Human Attacks Using Bees (RE-HAB) will be launched in Odisha very soon. With more and more elephant-human conflicts coming to fore an innovative approach has been taken to keep pachyderms away from human settlement. And Odisha is going to benefit in a big way through an Innovative Project to drive away elephants from the human territories by...
Odisha Asks 25 Lakh Vax
Bhubaneswar: Odisha Government has requested the union Government to provide at least 25 Lakh Doses of Covishield to the State immediately to make the “Tika Utsav” more successful in Odisha. While Government of India has asked the States to organize “Tika Utsav” across the Country, Odisha Government has said for this purpose Centre has to provide required amount of Vaccine...
ଆକର୍ଷଣୀୟ ହେବ ନୌବାଣିଜ୍ୟ ସଂଗ୍ରହାଳୟ
ଭୁବନେଶ୍ୱର : ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଆଜି ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଚୀନ ଓଡିଶାର ନୌବାଣିଜ୍ୟ ପରମ୍ପରାର ଅନନ୍ୟ ସ୍ମୃତି ବହନ କରୁଥିବା କଟକ ଯୋବ୍ରାସ୍ଥିତ ‘ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ’ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସଂଗ୍ରହାଳୟର ବର୍ତମାନର ସ୍ଥିତି, ରକ୍ଷଣାବେକ୍ଷଣ ବ୍ୟବସ୍ଥା ଓ ଆଗାମୀ ଦିନରେ ଏଠାକୁ ଯେପରି ଅଧିକ ପର୍ଯ୍ୟଟକ ଓ ଦର୍ଶକ...
City Police Curtails Participation
Bhubaneswar: In view of the Second Wave of COVID-19 in Odisha, the Twin City Commissionerate Police has restricted the number of participants in marriages and related functions to 50 in Bhubaneswar and Cuttack cities. Twin City Police Commissioner Saumendra Kumar Priyadarshi has issued instruction accordingly and this apart, marriage procession has been banned till further orders.“Marriage and related functions shall...
ମାସ୍କ ନପିନ୍ଧିଲେ ୫ହଜାର ଜୋରିମାନା
ଭୁବନେଶ୍ୱର : ମାସ୍କ ପିନ୍ଧୁନଥିବା ଅମାନିଆଙ୍କ ପ୍ରତି ସରକାର କଠୋର ହୋଇଛନ୍ତି । ଏଣିକି ଯଦି ସର୍ବସାଧାରଣ ସ୍ଥାନରେ କେହି ମାସ୍କ ପିନ୍ଧି ନ ଥାନ୍ତି, ତେବେ ତାଙ୍କଠାରୁ ୨୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ । ଏହି ଜୋରିମାନା ପରିମାଣ ପ୍ରଥମ ଥର କିମ୍ବା ଦ୍ୱିତୀୟ ଥର ପାଇଁ ମାସ୍କ ନପିନ୍ଧି ଧରାପଡୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ହେବ । ପରବର୍ତ୍ତୀ ସମୟରେ ଧରାପଡିଲେ ୫୦୦୦ ଟଙ୍କା ଆଦାୟ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ...








