ଜଙ୍ଗଲ ନିଆଁ ଜଗିବାକୁ କେହି ନାହିଁ
ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ ନିଆଁ ସମସ୍ୟା ଦିନକୁ ଦିନ ଜଟିଳତର ହେଉଥିବାବେଳେ ବନ ବିଭାଗରେ ଅଧିକରୁ ଅଧିକ ପଦବୀ ଖାଲି ପଡିଯାଉଥିବା ଯୋଗୁଁ ଏହି ସମସ୍ୟାକୁ ସମ୍ଭାଳିବା ସରକାରଙ୍କ ପକ୍ଷରେ କାଠିକରପାଠ ହେଲାଣି । ୫୧ହଜାର ବର୍ଗକିଲୋମିଟରରୁ ଉର୍ଦ୍ଧ୍ୱ ଅଞ୍ଚଳକୁ ଜଗିବାପାଇଁ ଥିବା ବନରକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ବନ ସଂରକ୍ଷଣର ଦାୟିତ୍ୱ ମୁଖ୍ୟତଃ ବନରକ୍ଷୀଙ୍କ ହାତରେ ନ୍ୟସ୍ତ ଥିବାବେଳେ ଏହି ପଦବୀରେ ଅର୍ଦ୍ଧାଧିକ ସ୍ଥାନ ଖାଲି ପଡିଛି । ଏଠାରେ...
ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା
ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ମି. ଇମାନୁଏଲ୍ ଲେନାଇନ୍ଙ୍କ ସହ ଏକ ପ୍ରତିନିଧି ଦଳ ଚାରିଦିିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ତାଙ୍କ ଗସ୍ତର ପ୍ରଥମ ଦିନ ଲୋକସେବା ଭବନସ୍ଥିତ ନୂତନ କନ୍ଭେନସନ୍ ହଲ୍ଠାରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପଦସ୍ଥ ଅଧିକାରୀମାନଙ୍କ ସହ ଦ୍ୱି-ପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ, ଶିଳ୍ପ ଅଭିବୃଦ୍ଧି ନିମନ୍ତେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ସୂଚନା ପ୍ରଦାନ କରି ଶିଳ୍ପ ବିଭାଗ ପ୍ରମୁଖ...
ମାର୍ଚ୍ଚ ୫ରୁ ଏମଏସଏମଇ ବାଣିଜ୍ୟମେଳା
ଭୁବନେଶ୍ୱର : ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ (ଏମଏସଏମଇ) ବାଣିଜ୍ୟମେଳା-୨୦୨୧ ଚଳିତ ବର୍ଷ ମାର୍ଚ୍ଚ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ୫ ତାରିଖ ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାଣିଜ୍ୟ ମେଳାର ଶୁଭ ଉଦଘାଟନ ହେବ । କୋଭିଡ଼୍-୧୯ କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତ୍ୟେକ ଗାଇଡଲାଇନକୁ ପାଳନ କରି ଏବର୍ଷ ଏମଏସଏମଇ ବାଣିଜ୍ୟ ମେଳା ପାଳନ କରାଯାଉଛି । ତେଣୁ କୈାଣସି ବାହାର ଦେଶର ଅଂଶଗ୍ରହଣକାରୀମାନଙ୍କୁ...
Anti Corruption Training For Officers
Bhubaneswar: A three days online training program on “Offences related to Public Funds and Role of Investigating Agencies” was held at State Vigilance Academy, Bhubaneswar from 2-4 March, 2021.The training program was inaugurated on virtual mode by Dr. Debasis Panigrahi, Director, Vigilance, Odisha. Ghanshyam Upadhyay, IG of Police, Vigilance & Director, State Vigilance Academy, Bhubaneswar oversaw the conduct of the...
କେନ୍ଦ୍ରାପଡ଼ାରେ ଇସ୍ପାତ କାରଖାନା ପାଇଁ ବୁଝାମଣା
ଭୁବନେଶ୍ୱର : ଆଜି ଓଡ଼ିଶା ସରକାର ଏବଂ ଆର୍ସେଲର ମିତ୍ତଲ ନିପ୍ପନ ଲିଃ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସମନ୍ୱିତ ଇସ୍ପାତ୍ କାରଖାନା ନିର୍ମାଣ ନିମନ୍ତେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ବିଶ୍ୱର ଅନ୍ୟତମ ବୃହତ୍ତମ ଇସ୍ପାତ ନିର୍ମାଣକାରୀ ସଂସ୍ଥା ଏବଂ ଏଲ୍ ଏନ୍ ମିତ୍ତଲ ଗ୍ରୁପ୍ର ଆର୍ଥିକ ଦୃଢ଼ତା ଓ ଜାପାନ କମ୍ପାନୀ ନିªନ ଷ୍ଟିଲର ଉଚ୍ଚ ବୈଷୟିକ ଶକ୍ତି...
Guv Took Vaccine Shot
Bhubaneswar: Odisha Governor Ganeshi Lal took first shot of COVID-19 Vaccine here on 4 March. Prof.Lal was administered the vaccine here at Raj Bhawan Hospital under proper guidance of Governor’s Senior Physician Dr.Krutibas Parida. Principal Secretary to Governor, Dr.Pramod Kumar Meherda was present during the vaccination session. As many as 57,893 people, comprising senior citizens, health care workers, other frontline COVID-19 warriors...
ଇଜ୍ ଅଫ୍ ଲିଭିଙ୍ଗରେ ଭୁବନେଶ୍ୱର ଦ୍ୱିତୀୟ
ଭୁବନେଶ୍ୱର ; ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପାଇଁ ଏକ ଶୁଭ ଖବର । ଉଉମ ବାସପେଯୋଗୀ ସହର ଭାବେ ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଭୁବନେଶ୍ୱର । ୧୦ଲକ୍ଷରୁ କମ୍ ଲୋକ ବାସ କରୁଥିବା ସହର ମଧ୍ୟରେ ୨୦୨୦ ମସିହା ପାଇଁ ହୋଇଥିବା ଅନୁଧ୍ୟାନରୁ ଏହା ଜଣାପଡ଼ିଛି । ସମସ୍ତ ଦିଗକୁ ଧ୍ୟାନଦେଇ ଅନୁଧ୍ୟାନରେ ସମୁଦାୟ ୧୦୦ ନମ୍ବରରୁ ୫୯.୮୫% ଭୁବନେଶ୍ୱରକୁ ମିଳିଛି । ତେବେ ଏଥିରେ ଭାଗ ନେଇଥିବା ୧୧୧ ଗୋଟି ସହର ମଧ୍ୟରୁ ନାଗରିକଙ୍କ ମତାମତ ସ୍ତମ୍ବରେ ଭୁବନେଶ୍ୱରକୁ ୯୪.୮୦...
CITIIS Projects Under French Monitor
Bhubaneswar: A high-level delegation team led by Bruno Bosle, Country Director, Agence Française de Développement (AFD) in India visited the city today to take the overview of the City Investments to Innovate Integrate and Sustain (CITIIS) projects in Bhubaneswar. The delegation included Thomas Salez, Economic Counsellor- Energy and Industry Division from the Regional Economic Services of the French Embassy. Representatives...
Pact For Kendrapara Steel Plant
Bhubaneswar: Steel Major ArcelorMittal Nippon Steel India (AMNS India) on Thursday inked an agreement with the Odisha Government for setting up a 12 mtpa integrated steel plant in Kendrapada district with an investment of Rs 50,000 crore, officials said. The MoU was signed by Hemant Sharma, Principal Secretary Industries and Dilip Oommen, Chief Executive Officer, AMNS India. Chief Minister Naveen Patnaik...
ଉଦ୍ଧାର ହେଲେ ୧୬୦ ଶିଶୁ
ଭୁବନେଶ୍ୱର : ଓଡିଶା ପୋଲିସ ପକ୍ଷରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଫେବୃୟାରୀ ୨୮ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଚାରିଦିନରେ ଓଡିଶା ପୋଲିସ ପକ୍ଷରୁ ୧୬୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରେ ୧୩୮ ଜଣ ବାଳିକା ଓ ୨୨ ଜଣ ବାଳକ ଉଦ୍ଧାର ହୋଇଛନ୍ତି । ଉପରୋକ୍ତ ଶିଶୁମାନଙ୍କ ନିଖୋଜ ସଂକ୍ରାନ୍ତରେ ବିଭିନ୍ନ ଥାନାରେ ମାମଲା...









