୧୦ହଜାର ଟ୍ରେଣ୍ଡ ଜାରି
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ୧୦ହଜାର ଟ୍ରେଣ୍ଡ ଜାରି ରହିଛି । ୬ ତାରିଖ ଦିନ ରାଜ୍ୟରେ ସର୍ବାଧିକ ୧୨,୨୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେବେଠାରୁ ସଂକ୍ରମଣର ସଂଖ୍ୟା ୧୦ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୧୦,୦୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଲଗାତାର ୫ ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଉପରେ ରହିଛି । ସେହିପରି କରୋନାରେ ରାଜ୍ୟରେ ଆଉ ୧୭ ଜଣଙ୍କର ମୃତ୍ୟୁ...
ଟିକାକରଣ ପାଇଁ ନୂଆ ସୂଚୀ
ରାଉରକେଲା : ରାଉରକେଲା ସହରରେ କୋଭିଡ୍-୧୯ ଟିକାକରଣ ପାଇଁ ଆସନ୍ତା ମଙ୍ଗଳବାର ମେ’ ୧୧ ତାରିଖଠାରୁ ନୂଆ ସୂଚୀ ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି ସୂଚୀ ଅନୁଯାୟୀ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ସେହିପରି ୪୫ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଟିକା ବୁଧବାରଠାରୁ ଦିଆଯିବ । ସୁବ୍ୟବସ୍ଥିତ ଭାବେ ଟିକାଦାନ ପାଇଁ ଏହି ଦୁଇଟି ବର୍ଗ ଲାଗି ଦିନେ ଛଡ଼ା ଦିନେ ସୂଚୀ ଧାର୍ଯ୍ୟ କରାଯାଇଛି...
ଗୁଣ୍ଡଦୁଗ୍ଧ କାରଖାନା କେବେ ?
ଭୁବନେଶ୍ୱର : ଚାଷୀଙ୍କ ଉତ୍ପାଦିତ ଦୁଗ୍ଧ ସଂଗ୍ରହ ପାଇଁ ଓମଫେଡ୍ର ପଛଘୁଞ୍ଚାର ମୁଖ୍ୟ କାରଣ ସଂରକ୍ଷଣ ଓ ବଜାର ସୁବିଧା ନଥିବା ଦର୍ଶାଯାଉଥିବାବେଳେ ଏହାର ଗୁଣ୍ଡଦୁଗ୍ଧ କାରଖାନା ନିର୍ମାଣ କାର୍ଯ୍ୟ କିନ୍ତୁ ବିଳମ୍ବ ହେବାରେ ଲାଗିଛି । କଟକ ଜିଲ୍ଲାର ରାମକୃଷ୍ଣଦାସପୁର ଠାରେ ନିର୍ମାଣାଧିନ ଏହି କାରଖାନା ୨୦୨୦ ସୁଦ୍ଧା ସରିବାର ଲକ୍ଷ୍ୟ ଥିବାବେଳେ ଏବେ ବି କାର୍ଯ୍ୟ ଚାଲିଛି । ଦୁଗ୍ଧ ଉତ୍ପାଦନ ଉପରେ ରାଜ୍ୟ ସରକାର ଫୋକସ କରିବାପରେ କେବଳ ଓମଫେଡ୍ ଦୈନିକ ୫ଲକ୍ଷ କିଲୋରୁ ଅଧିକ ଦୁଗ୍ଧ ସଂଗ୍ରହ କରୁଥିଲା...
61.52 Lakh Get Vaccine
Bhubaneswar: Odisha has vaccinated 61. 52 Lakh beneficiaries as on 9 May with active 19 sites which all are Covaxin has covered 3683 people. ACS Health & Family Welfare P K Mohapatra reviewed Vaccination Management on Sunday evening with senior officials of the Department of Health & Family Welfare. Though a Sunday, State Government preferred to provide vaccine to the beneficiaries. 61,...
କରୋନାକୁ ବିଗାଡୁଛି ନିଶା ସେବନ
ଭୁବନେଶ୍ୱର : କରୋନାରେ ଭାରତ ସମେତ ସାରା ଓଡିଶା କଲବଲ ହେଉଥିବାବେଳେ ଗୋଟିଏ ପଟେ ଅର୍ଥନୀତି ଭୁଷୁଡି ପଡୁଛି ଓ ଅନ୍ୟନଟେ ନିଶା କାରବାର ଯୋଗୁଁ ସ୍ଥିତି ଉଦ୍ବେଗଜନକ ହେଉଛି । ନିଶାପାନ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକଶକ୍ତି ହ୍ରାସ ପାଉଥିବା ଘେନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଇସିଏମ୍ଆର ସମେତ ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଉଥିବା ସତ୍ୱେ ନିଶାଡିମାନେ କିନ୍ତୁ ଏହାକୁ ଖାତିର କରୁନାହାନ୍ତି । ବିଶେଷକରି ମଦ, ଗଞ୍ଜେଇ, ଚରସ, ବ୍ରାଉନସୁଗାର, ସିଗାରେଟ, ଗୁଟ୍ଖା, ଖଇନି ଆଦିର କବଜାରେ ପଡିଥିବା ଯୁବଗୋଷ୍ଠି ଲକଡାଉନ୍...
ବିଏମ୍ସିର ଜୀବେ ଦୟା
ଭୁବନେଶ୍ୱର : ଚଳିତ ଲକ୍ଡ଼ାଉନ୍ରେ ମଧ୍ୟ ଜୀବେଦୟା ଭାବକୁ ମନେ ପକାଇ ଭୁବନେଶ୍ୱର ମହାନଗର ଇଲାକାରେ ଆରମ୍ଭ ହୋଇଛି ବୁଲା ଗାଈଗୋରୁ, ଷଣ୍ଢ ଏବଂ କୁକୁରଙ୍କୁ ଖାଦ୍ୟ ଦେବା କାର୍ଯ୍ୟକ୍ରମ । ମଇ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଏବଂ ୧୯ ତାରିଖ ପର୍ଯ୍ୟନ୍ତ ବଳବତର ଥିବା କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧରୀ । ଓଡ଼ିଶା ସରକାରଙ୍କ ଏ ସଂକ୍ରାନ୍ତିୟ ନିର୍ଦ୍ଦେଶନାମାକୁ ଭିତିକରି ଏହି ନିଷ୍ପତି ନିଆଯାଇଛି । କାର୍ଯ୍ୟକ୍ରମକୁ ଗୋଷ୍ଠୀ ଅଭିମୁଖିକରି ଅଧିକରୁ ଅଧିକ ନାଗରିକ ଏଥିରେ କିପରି ସହଯୋଗ କରିବେ...
କରୋନାରେ ଆଖି ବୁଜିଲେ ରଘୁନାଥ
ଭୁବନେଶ୍ୱର : ବିଶିଷ୍ଟ ଭାଷ୍କର୍ଯ୍ୟ ଶିଳ୍ପୀ, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଜି ୭୮ବର୍ଷ ବୟସରେ କରୋନାରେ ଆଖି ବୁଜିଛନ୍ତି । ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ୧୯୪୩ମସିହାରେ ପୁରୀର ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିବା ରଘୁନାଥ ତାଙ୍କର ଭାଷ୍କର୍ଯ୍ୟ ପାଇଁ ଓଡିଶା ସମେତ ଦେଶ ବିଦେଶରେ ବେଶ୍ ପରିଚିତ ଥିଲେ । ଶିଳ୍ପୀଗୁରୁ ଭାବେ ବେଶ୍ ଜଣାଶୁଣା ରଘୁନାଥ ୨୦୧୮ ମସିହାରେ ରାଜ୍ୟସଭା ପାଇଁ ମନୋନୀତି ହୋଇଥିଲେ । ତାଙ୍କର ଅସାଧାରଣ କଳାକୃତି ପାଇଁ ଭାରତ ସରକାର ୧୯୭୫...
Odisha Gets Rural Grants
Bhubaneswar: Odisha has received 333.8 crore as First Installment of Untied Grant from Centre for its rural local bodies. In view of COVID-19 Advance Grant has been issued by the Centre which will be helpful for the Rural Bodies during COVID Pandemic. The Department of Expenditure, Ministry of Finance, has released an amount of Rs. 8,923.8 crore to 25 States including...
Sculptor Mohapatra No More
Bhubaneswar: BJP MP and Ace sculptor, Padma Vibhushan Raghunath Mohapatra passed away here at AIIMS today evening. He was 78. Mr.Mohapatra was hospitalized at AIIMS Bhubaneswar for more than two weeks after having tested positive for coronavirus. He was awarded Padma Vibhusan in 2013. Mr.Mohapatra has trained more than 2,000 students and has restored many monuments. Mohapatra was nominated to...
ସୁନ୍ଦରଗଡ଼ରେ ବଢିବ ପରୀକ୍ଷା କ୍ଷମତା
ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ତାଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଏହି ଗସ୍ତରେ ଆସିଥିଲେ। ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ...









