Naidu On Mother Connect

0

Bhubaneswar: Vice President, M Venkaiah Naidu today emphasized the need to remember one’s roots and always be respectful towards one’s mother, mother tongue, motherland and native place. Addressing the gathering at Raj Bhavan in Bhubaneswar after releasing the book titled – ‘Neelimarani – My Mother, My Hero’, Mr.Naidu called for extensive use of mother tongue in education, judiciary and administration....

Timeline For Health Care Infra

Phulbani: With Public Health Issues are now the top priority of the State Government, Chief Minister Naveen Patnaik has directed Top Mandarins to visit the Districts and review progress of Health Care Infrastructure coming up across the State. Accordingly on the direction of Chief Minister Mr.Patnaik, Chief Secretary Suresh Chandra Mohapatra and 5T Secretary  V K Pandian and Secretary Works...

ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି

0

ଭୁବନେଶ୍ୱର: ଆଜି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ । ସେଠାରୁ ସେ ସିଧାସଳଖ ରାଜଭବନ ଯାଇଛନ୍ତି । ରାଜଭବନରେ ଉପରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାଯାଇଛି । ଉପରାଷ୍ଟ୍ରପତି ରାଜଭବନରେ ପହଞ୍ଚିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜଭବନ...

ଉପର ମୁହାଁ କରୋନା

0

ଭୁବନେଶ୍ୱର : ରାଜ୍ୟରେ କରୋନା ଏବେ ଉପରମୁହାଁ । ୨୪ ଘଣ୍ଟା ଭିତରେ ରାଜ୍ୟରୁ ୪୬୧ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହାର ଦ୍ରୁତ ସଂକ୍ରମଣ ଲକ୍ଷ୍ୟ କରାଯାଉଛି । ଚାରି ଦିନ ମଧ୍ୟରେ ସଂକ୍ରମଣ ପରିମାଣ ଦୁଇଗୁଣରୁ ଅଧିକ ହୋଇଗଲାଣି । ମାର୍ଚ୍ଚ ୨୯ ତାରିଖରେ ରାଜ୍ୟରୁ ୨୦୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ରାଜ୍ୟରୁ ନୂତନ ଭାବେ ଚିହ୍ନଟ ହୋଇଥିବା ୪୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନ୍‍ରୁ ହୋଇଥିବାବେଳେ ୧୮୯ଜଣ ସ୍ଥାନୀୟ ସଂକ୍ରମିତ । ରାଜ୍ୟର ୨୪ ଜିଲ୍ଲାରୁ ଚିହ୍ନଟ...

ଖରିଫ୍‌ ଧାନ ସଂଗ୍ରହ ଶେଷ

ଭୁବନେଶ୍ୱର : ୨୦୨୦-୨୧ ଖରିଫ୍‌ରେ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପି-ପାସ୍‌ ଓ ଚାଷୀମାନଙ୍କୁ ଆଗୁଆ ଟୋକେନ୍‌ ପ୍ରଦାନ ମାଧ୍ୟମରେ ମୋଟ ୬୨ ଲକ୍ଷ ୯୩ ହଜାର ୭୫୨ ମେଟି୍ରକ୍‌ ଟନ୍‌ ଖରିଫ୍‌ ଧାନ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ଖରିଫ ଧାନ ସଂଗ୍ରହ ତୁଳନାରେ ୧୮ ପ୍ରତିଶତ ଅଧିକ । ଚଳିତ ବର୍ଷ ଗତବର୍ଷଠାରୁ ୯ ଲକ୍ଷ ୬୨ ହଜାର ମେଟି୍ରକ୍‌ ଟନ ଅଧିକ ଧାନ ସଂଗ୍ରହ କରାଯାଇପାରିଛି ।...

ସୌନ୍ଦର୍ଯ୍ୟକରଣ ହେବ ବିନାଶର କାରଣ

ଭୁବନେଶ୍ୱର : ସୌନ୍ଦର୍ଯ୍ୟକରଣ ପାଇଁ ସ୍ମାର୍ଟସିଟିରେ ଚାଲିଥିବା ବିକାଶ କାର୍ଯ୍ୟକ୍ରମ ବସ୍ତୁତଃ ଲୋକଙ୍କ ସ୍ମାର୍ଟ ବିନାଶର କାରଣ ହେବବୋଲି ପରିବେଶବିତ୍‍ମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ବିଶେଷକରି ରାଜଧାନୀର ରାସ୍ତାକଡକୁ ମାଟିଶୂନ୍ୟ କରି ସେଠାରେ କଂକ୍ରିଟ ଓ ଟାଇଲ୍‍ ବିଛାଇବା ଫଳରେ ଭୂତଳ ଜଳସମ୍ପଦ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପଡୁଛି । ବର୍ଷାଦିନେ ରାସ୍ତାରୁ କଡକୁ ପାଣି ବୋହିଯାଇ ଦୁବ ଠାରୁ ଦାରୁ ପର୍ଯ୍ୟନ୍ତ ଛୋଟ ବଡ ଗଛର ଚେର ବାଟେ ମାଟିତଳକୁ ଯାଇ ଭୂତଳ ଜଳ ସଂରକ୍ଷଣ କ୍ଷମତା ବଢାଇଥାଏ । କିନ୍ତୁ ଏବେ...

ଓଡିଶାରେ ରେକର୍ଡ ଜିଏସ୍‍ଟି ଆଦାୟ

0

ଭୁବନେଶ୍ୱର : ମାର୍ଚ୍ଚ ମାସରେ ଓଡିଶାରେ ରେକର୍ଡ ପରିମାଣ ୩୨୮୫କୋଟି ୨୯ଲକ୍ଷ ଟଙ୍କାର ଜିଏସ୍‍ଟି ଆଦାୟ ହୋଇଛି । ଗତବର୍ଷ ମାର୍ଚ୍ଚମାସରେ ଆଦାୟ ହୋଇଥିବା ଜିଏସ୍‍ଟି ତୁଳନାରେ ଏହା ୨୫ପ୍ରତିଶତ ଅଧିକ ରହିଛି । ଜିଏସ୍‍ଟି ଆଦାୟ କ୍ଷେତ୍ରରେ ଓଡିଶା ଅନ୍ୟ ପଡୋଶୀ ରାଜ୍ୟ ତୁନଳାରେ ଆଗରେ ରହିଛି । ଗତବର୍ଷ ତୁଳନାରେ ଓଡିଶାରେ ଜିଏସ୍‍ଟି ଆଦାୟ ୨୫ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୫ପ୍ରତିଶତ, ବିହାରରେ ୧୩ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ଏହା ୧୮ପ୍ରତିଶତ ବଢିଛି । ମାର୍ଚ୍ଚ, ୨୦୨୧ ରେ ମୋଟ୍‍ ଜିଏସ୍‍ଟି ଆଦାୟ...

ଭଗବାନ ଏବେ ଅସୁରକ୍ଷିତ

0

ଭୁବନେଶ୍ୱର : ପୁରୀ ବଡଦାଣ୍ଡସ୍ଥିତ ପ୍ରସିଦ୍ଧ ମାଉସୀମା ମନ୍ଦିରରୁ ଗତକାଲି ରାତିରେ ଡକାୟତମାନେ ହୁଣ୍ଡିରୁ ଦାନ ଅର୍ଥ ସମେତ ସୁନା, ରୁପା ଆଦି ଗହଣା ଅଲଙ୍କାର ଚୋରୀ କରି ନେଇ ପଳାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରି କହିଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ । ଦିନ ଦ୍ୱିପ୍ରହରରେ ଛିନତାଇ, ଲୁଟ, ଡକାୟତି, ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟିଚାଲିଛି । ‘ଅପରାଧ ଏବଂ ଅପରାଧୀ’...

Odisha Sets GST Record

0

Bhubaneswar: Odisha has set record of collecting Gross GST Rs.3285.29 Crore in month of March-2021. The State has recorded 25 Percent growth as compared to March-2020, when Odisha collected Rs.2632.8 Crore. In fact Odisha has surpassed all the neighboring States in collecting Gross GST, so far growth is concerned. While Odisha achieved 25 PC growth, Andhra Pradesh clocked only 5 PC growth,...

BMC Launches Wheel Of Kindness

Bhubaneswar: Are you discarding your old garments! Or clothes spilling out of your wardrobe! Don’t worry. You can help somebody by donating them to the Bhubaneswar Municipal Corporation (BMC) as the civic body today launched a one-of-its-kind initiative called ‘Wheel of Kindness’ to donate clothes to the poor, needy and homeless people living in the State Capital, on the...