ମୋବାଇଲ୍ ଆପରେ କେନ୍ଦ୍ର ବଜେଟ୍
ଭୁବନେଶ୍ୱର : ୨୦୨୧-୨୨ ବର୍ଷର କେନ୍ଦ୍ର ବଜେଟ୍ ପ୍ରଥମଥର ପାଇଁ କାଗଜବିହୀନ ଭାବେ ବିତରଣ କରାଯିବ । ଫେବୃୟାରୀ ୧ ତାରିଖରେ ୨୦୨୧-୨୨୨ ବର୍ଷର ବଜେଟ୍ ଉପସ୍ଥାପିତ ହେବ ।ବଜେଟ୍ ପ୍ରସ୍ତୁତିର ଚୂଡାନ୍ତ ପକ୍ରିୟାକୁ ଚିହ୍ନିତ କରୁଥିବା ହାଲୱା ସମାରୋହ ଆଜି ଅପରାହ୍ନରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ରାପକ ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀଥାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତିର “ଲକ୍-ଇନ୍’ ପ୍ରକ୍ରିୟା ପୂର୍ବରୁ ଏକ ପାରମ୍ପରିକ ହାଲୱା ସମାରୋହ ହୋଇଥାଏ । ଏହି ଅବସରରେ...
Mobile App For Union Budget
New Delhi: Union Finance Minister Nirmala Sitharaman launched the “Union Budget Mobile App” for hassle-free access of Budget documents by Members of Parliament (MPs) and the general public using the simplest form of digital convenience. The mobile App facilitates complete access to 14 Union Budget documents, including the Annual Financial Statement (commonly known as Budget), Demand for Grants (DG), Finance...
First IAS Takes Vaccine Shot
New Delhi: 1997 Batch IAS Officer, Subhashish Panda on Saturday received a vaccine against Novel Corona Virus (COVID-19) for which inoculation drive is going on across the Country. Mr.Panda is one of the first IAS Officers, who took the jab in All India Institute of Medical Science (AIIMS), New Delhi. Mr.Panda is the Deputy Director (Administration) AIIMS New Delhi has taken...
ରେଳବାଇର ଗୋଟିଏ ହେଲ୍ପଲାଇନ୍ ନମ୍ବର – ୧୩୯
ଭୁବନେଶ୍ୱର : ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-139 ସହିତ ମିଶ୍ରଣ କରାଯାଇଅଛି ଯାହାକି ଯାତ୍ରୀମାନେ କିମ୍ବା ରେଳବ୍ୟବହାରକାରୀମାନେ ଏହି ନମ୍ବରକୁ ମନେ ରଖିବା ପାଇଁ ଏବଂ ରେଳବାଇ ସହିତ ଯୋଗାଯୋଗ କରିବା ସହଜ ହୋଇ ପାରିବ | ଯାତ୍ରୀଙ୍କ ସୁବିଧା ଏବଂ ଏକ ଐକିକ ନମ୍ବରକୁ ମନେ ରଖି ରେଳବାଇ ସହିତ ଯୋଗାଯୋଗ ସହଜ ପାଇଁ ଏକ ଲକ୍ଷ୍ୟ ସହିତ ରେଳବାଇ ହେଲ୍ପଲାଇନ ନମ୍ବର 139 ସହିତ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଇତ୍ୟାଦି ସମସ୍ତ ହେଲ୍ପଲାଇନ ନମ୍ବରକୁ...
କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କଟକ: ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆବଜାରସ୍ଥିତ ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ...
ନେତାଜୀଙ୍କ ପରାକ୍ରମ ଯୁବପିଢିଙ୍କୁ ପ୍ରେରିତ କରିବ
କଟକ: ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପିଢିଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ପ୍ରେରିତ କରିବ ବୋଲି ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତବର୍ଷର ଅଦ୍ୱିତୀୟ ଜନଜାୟକ ତଥା ଭାରତର ସ୍ୱତନ୍ତ୍ର...
୬୬୦୦ରୁ ଅଧିକ ଗାଁ ମୋବାଇଲ ଠାରୁ ଦୂରରେ
ଭୁବନେଶ୍ୱର : ରାଜ୍ୟର ୬୬୦୦ରୁ ଅଧିକ ଗ୍ରାମର ଲୋକେ ଏବେ ବି ମୋବାଇଲ ସେବାରୁ ବଞ୍ଚିତ । ବାମପନ୍ଥୀ ମାଓ ଉପଦ୍ରୁତ କେତେକ ଜିଲ୍ଲାରେ ସର୍ବନିମ୍ନ ମୋବାଇଲ୍ ସେବା ନଥିବାରୁ ସ୍ଥିତି ଅଧିକ ସଙ୍ଗୀନ । ରାଜ୍ୟରେ ୧୦ଟି ମାଓ ଅଧ୍ୟୁଷିତ ଜିଲ୍ଲାରେ ଲୋକେ ମୋବାଇଲ୍ ସେବାପାଇଁ ହନ୍ତସନ୍ତ ହେଉଥିବାବେଳେ ଏହା ରାଜ୍ୟର ୩୩ ପ୍ରତିଶତ ଅଞ୍ଚଳ । ସବୁଠାରୁ ଅଧିକ ମାଓ ପ୍ରଭାବିତ ଜିଲ୍ଲା ମାଲକାନଗିରିରେ ମୋବାଇଲ୍ ସେବା ଅତ୍ୟନ୍ତ ଦୁର୍ବଳ । ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଥିବା ଲୋକଙ୍କୁ ସଶକ୍ତ କରିବାପାଇଁ ମାଗଣାରେ...
ସ୍ୟାଟ୍ ଉଚ୍ଛେଦ ପାଇଁ ସମସ୍ୟାରେ କର୍ମଚାରୀ
ଭୁବନେଶ୍ୱର : ଚାକିରି ଓ ପେନ୍ସନ୍ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରୁନଥିବାରୁ ସରକାରୀ କର୍ମଚାରୀ ଓ ସେମାନଙ୍କ ସଂଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଉଚ୍ଛେଦ କରିଥିବା ବେଳେ ବିକଳ୍ପ ବ୍ୟବସ୍ଥା କରାଯାଇନଥିବାରୁ ଏହି ସମସ୍ୟା ଉତ୍କଟତର ହେବାରେ ଲାଗିଛି । କେବଳ ସରକାରୀ କର୍ମଚାରୀ, ଅବରସପ୍ରାପ୍ତ କର୍ମଚାରୀ ଏବଂ ଚାକିରି ପ୍ରତ୍ୟାଶୀମାନେ ନୁହଁନ୍ତି ସ୍ୟାଟ୍ ଉଚ୍ଛେଦ ପରେ ସରକାର ମଧ୍ୟ ଅନେକ କ୍ଷେତ୍ରରେ ସମସ୍ୟାରେ ପଡ଼ୁଛନ୍ତି । ପୂର୍ବରୁ ସ୍ୟାଟ୍ ଯେଉଁସବୁ ମାମଲାରେ...
Voice Connectivity Eludes 6K Villages
Bhubaneswar: While Odisha is a Land of Villages, more than 6600 villages are there, where a villager is not able to speak in his or her Mobile as these areas lack Voice Connectivity. Situation is alarming in some of the Left Wing Extremist (LWE) Affected Districts as there is hardly any basic facility of Voice Connectivity. While Odisha has 10 LWE...
Pedal For Road Safety
Bhubaneswar: In order to create awareness among the citizens in Capital City “Pedal For Road Safety” was organized, which received wide support from the people at large. With an Avid Cyclist and Transport Commissioner Sanjeeb Panda at the helm, the State Level Cyclothon was organized in the Capital City on 22 January for generation of awareness on Road Safety. This Program...









