Global Tender For Vax

Bhubaneswar: State Cabinet on Monday took several important decisions on management of Covid-19 in State to  contain its spread, including floating global tender for procurement of vaccines. Chief Secretary Suresh Chandra Mohapatra briefed Media. It approved to issue global tender for procurement of Covid vaccine from different major companies in order to expedite the vaccination programme in the State. To ensure complete...

ବିଦେଶରୁ ଟିକା କିଣିବ ଓଡିଶା

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଯଥାଶୀଘ୍ର ଟିକା ଦାନ ଲାଗି ରାଜ୍ୟ ସରକାର ବିଦେଶରୁ ଟିକା ଆଣିବେ । ଏଥିପାଇଁ ଖୁବ୍‍ଶୀଘ୍ର ଆର୍ନ୍ତଜାତୀୟ ଟେଣ୍ଡର ଜାରି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ରେ ସ୍ଥିର ହୋଇଛି । କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର କହିଛନ୍ତି ଯେଭବିଷ୍ୟତ କୋଭିଡ଼ ସକ୍ରମଣରୁ ରାଜ୍ୟ ବାସୀଙ୍କୁ  ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଇସ୍ରାଏଲ...

ଟିକା ଟୋକନ ପାଇଁ ରାତି ଅନିଦ୍ରା

0
Vaccination Center

ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍‍ ଟିକା ନେବା ପାଇଁ ଗାଁ ଗହଳରେ ଲୋକେ ଏବେ ରାତି ଅନିଦ୍ରା । କିଏ ରାତି ୪ଟାରୁ ଆସି ଧାଡ଼ି ଲଗାଉଛି ତ ଆଉ କିଏ ରାତି ୨ଟାରୁ ଯାଇ ଟିକାଦାନ କେନ୍ଦ୍ର ଚାରିପଟେ ଚକ୍କର କାଟୁଛି । ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ଲକ୍ଷାଧିକ ଲୋକେ ଏବେ ଦ୍ୱିତୀୟ ଡୋଜ୍‍ ନେବା ପାଇଁ ଆତୁର ହୋଇ ଚାହିଁ ରହିଛନ୍ତି । କାରଣ ଧାର୍ଯ୍ୟ ସମୟରେ ଦ୍ୱିତୀୟ ଡୋଜ୍‍ ନ ନେଲେ ପ୍ରଥମ ଡୋଜ୍‍ ଟିକା ଅକାମୀ ହୋଇଯିବ ।...

୧୦ହଜାର ଟ୍ରେଣ୍ଡ ଜାରି

0
Covid Market

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ୧୦ହଜାର ଟ୍ରେଣ୍ଡ ଜାରି ରହିଛି । ୬ ତାରିଖ ଦିନ ରାଜ୍ୟରେ ସର୍ବାଧିକ ୧୨,୨୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେବେଠାରୁ ସଂକ୍ରମଣର ସଂଖ୍ୟା ୧୦ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୧୦,୦୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଲଗାତାର ୫ ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଉପରେ ରହିଛି । ସେହିପରି କରୋନାରେ ରାଜ୍ୟରେ ଆଉ ୧୭ ଜଣଙ୍କର ମୃତ୍ୟୁ...

ଟିକାକରଣ ପାଇଁ ନୂଆ ସୂଚୀ

0

ରାଉରକେଲା : ରାଉରକେଲା ସହରରେ କୋଭିଡ୍‌-୧୯ ଟିକାକରଣ ପାଇଁ ଆସନ୍ତା ମଙ୍ଗଳବାର ମେ’ ୧୧ ତାରିଖଠାରୁ ନୂଆ ସୂଚୀ ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି ସୂଚୀ ଅନୁଯାୟୀ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ସେହିପରି ୪୫ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଟିକା ବୁଧବାରଠାରୁ ଦିଆଯିବ । ସୁବ୍ୟବସ୍ଥିତ ଭାବେ ଟିକାଦାନ ପାଇଁ ଏହି ଦୁଇଟି ବର୍ଗ ଲାଗି ଦିନେ ଛଡ଼ା ଦିନେ ସୂଚୀ ଧାର୍ଯ୍ୟ କରାଯାଇଛି...

ଗୁଣ୍ଡଦୁଗ୍ଧ କାରଖାନା କେବେ ?

ଭୁବନେଶ୍ୱର : ଚାଷୀଙ୍କ ଉତ୍ପାଦିତ ଦୁଗ୍ଧ ସଂଗ୍ରହ ପାଇଁ ଓମଫେଡ୍‍ର ପଛଘୁଞ୍ଚାର ମୁଖ୍ୟ କାରଣ ସଂରକ୍ଷଣ ଓ ବଜାର ସୁବିଧା ନଥିବା ଦର୍ଶାଯାଉଥିବାବେଳେ ଏହାର ଗୁଣ୍ଡଦୁଗ୍ଧ କାରଖାନା ନିର୍ମାଣ କାର୍ଯ୍ୟ କିନ୍ତୁ ବିଳମ୍ବ ହେବାରେ ଲାଗିଛି । କଟକ ଜିଲ୍ଲାର ରାମକୃଷ୍ଣଦାସପୁର ଠାରେ ନିର୍ମାଣାଧିନ ଏହି କାରଖାନା ୨୦୨୦ ସୁଦ୍ଧା ସରିବାର ଲକ୍ଷ୍ୟ ଥିବାବେଳେ ଏବେ ବି କାର୍ଯ୍ୟ ଚାଲିଛି । ଦୁଗ୍ଧ ଉତ୍ପାଦନ ଉପରେ ରାଜ୍ୟ ସରକାର ଫୋକସ କରିବାପରେ କେବଳ ଓମଫେଡ୍‍ ଦୈନିକ ୫ଲକ୍ଷ କିଲୋରୁ ଅଧିକ ଦୁଗ୍ଧ ସଂଗ୍ରହ କରୁଥିଲା...

61.52 Lakh Get Vaccine

0

Bhubaneswar: Odisha has vaccinated 61. 52 Lakh beneficiaries as on 9 May with active 19 sites which all are Covaxin  has covered 3683 people. ACS Health & Family Welfare P K Mohapatra reviewed Vaccination Management on Sunday evening with senior officials of the Department of Health & Family Welfare. Though a Sunday, State Government preferred to provide vaccine to the beneficiaries. 61,...

କରୋନାକୁ ବିଗାଡୁଛି ନିଶା ସେବନ

0

ଭୁବନେଶ୍ୱର : କରୋନାରେ ଭାରତ ସମେତ ସାରା ଓଡିଶା କଲବଲ ହେଉଥିବାବେଳେ ଗୋଟିଏ ପଟେ ଅର୍ଥନୀତି ଭୁଷୁଡି ପଡୁଛି ଓ ଅନ୍ୟନଟେ ନିଶା କାରବାର ଯୋଗୁଁ ସ୍ଥିତି ଉଦ୍‍ବେଗଜନକ ହେଉଛି । ନିଶାପାନ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକଶକ୍ତି ହ୍ରାସ ପାଉଥିବା ଘେନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଇସିଏମ୍‍ଆର ସମେତ ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଉଥିବା ସତ୍ୱେ ନିଶାଡିମାନେ କିନ୍ତୁ ଏହାକୁ ଖାତିର କରୁନାହାନ୍ତି । ବିଶେଷକରି ମଦ, ଗଞ୍ଜେଇ, ଚରସ, ବ୍ରାଉନସୁଗାର, ସିଗାରେଟ, ଗୁଟ୍‍ଖା, ଖଇନି ଆଦିର କବଜାରେ ପଡିଥିବା ଯୁବଗୋଷ୍ଠି ଲକଡାଉନ୍‍...

ବିଏମ୍‍ସିର ଜୀବେ ଦୟା

ଭୁବନେଶ୍ୱର : ଚଳିତ ଲକ୍‌ଡ଼ାଉନ୍‌ରେ ମଧ୍ୟ ଜୀବେଦୟା ଭାବକୁ ମନେ ପକାଇ ଭୁବନେଶ୍ୱର ମହାନଗର ଇଲାକାରେ ଆରମ୍ଭ ହୋଇଛି ବୁଲା ଗାଈଗୋରୁ, ଷଣ୍ଢ ଏବଂ କୁକୁରଙ୍କୁ ଖାଦ୍ୟ ଦେବା କାର୍ଯ୍ୟକ୍ରମ । ମଇ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଏବଂ ୧୯ ତାରିଖ ପର୍ଯ୍ୟନ୍ତ ବଳବତର ଥିବା କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧରୀ । ଓଡ଼ିଶା ସରକାରଙ୍କ ଏ ସଂକ୍ରାନ୍ତିୟ ନିର୍ଦ୍ଦେଶନାମାକୁ ଭିତିକରି ଏହି ନିଷ୍ପତି ନିଆଯାଇଛି । କାର୍ଯ୍ୟକ୍ରମକୁ ଗୋଷ୍ଠୀ ଅଭିମୁଖିକରି ଅଧିକରୁ ଅଧିକ ନାଗରିକ ଏଥିରେ କିପରି ସହଯୋଗ କରିବେ...

କରୋନାରେ ଆଖି ବୁଜିଲେ ରଘୁନାଥ

ଭୁବନେଶ୍ୱର : ବିଶିଷ୍ଟ ଭାଷ୍କର୍ଯ୍ୟ ଶିଳ୍ପୀ, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଜି ୭୮ବର୍ଷ ବୟସରେ କରୋନାରେ ଆଖି ବୁଜିଛନ୍ତି । ସେ ଭୁବନେଶ୍ୱର ଏମ୍‍ସରେ ଚିକିତ୍ସିତ ହେଉଥିଲେ । ୧୯୪୩ମସିହାରେ ପୁରୀର ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିବା ରଘୁନାଥ ତାଙ୍କର ଭାଷ୍କର୍ଯ୍ୟ ପାଇଁ ଓଡିଶା ସମେତ ଦେଶ ବିଦେଶରେ ବେଶ୍‍ ପରିଚିତ ଥିଲେ । ଶିଳ୍ପୀଗୁରୁ ଭାବେ ବେଶ୍‍ ଜଣାଶୁଣା ରଘୁନାଥ ୨୦୧୮ ମସିହାରେ ରାଜ୍ୟସଭା ପାଇଁ ମନୋନୀତି ହୋଇଥିଲେ । ତାଙ୍କର ଅସାଧାରଣ କଳାକୃତି ପାଇଁ ଭାରତ ସରକାର ୧୯୭୫...